ରାମାୟଣର ସୀତା ଦୀପିକା ଚିଖଲିୟାଙ୍କ ପାଖରେ କେତେ ସମ୍ପତ୍ତି ଅଛି ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ସମସ୍ତେ କରୋନା ଭାଇରସ ପାଇଁ ଘରେ ବନ୍ଦ ଅଛନ୍ତି ତେବେ ଏହି ଲକଡାଉନ ସ୍ଥିତିରେ କଣ ବା ଲୋକ କରିବେ ତେବେ ଟିବି ଦେଖିବା ଓ ଘରେ ଖାଇ ଶୋଇବା ଛଡା ଆଉ କିଛି କରୁ ନାହାନ୍ତି ଲୋକ, ତେବେ ବହୁତ ଲୋକ ଏହି ଲକଡାଉନରେ ଘରେ ବସି ଫୋନ ଦ୍ଵାରା କିଛି ନୂଆ ନୂଆ ଜିନିଷ ଶିଖିବାରେ ଲାଗିଛନ୍ତି ଓ କିଛି ଲୋକ ୱାର୍କ ଫ୍ରମ ହୋମ କରୁଛନ୍ତି । ଆଜି ଆମେ ଆପଣଙ୍କୁ ପ୍ରସିଦ୍ଧ ରାମାୟଣ ଯାହା ରାମାନନ୍ଦ ସାଗର ଦ୍ଵାରା ନିର୍ମାଣ କରା ଯାଇଥିଲା ସେହି ସିରିଏଲ ମାତା ସୀତା ଅଭିନୟ କରିଥିବା ଅଭିନେତ୍ରୀ ଦୀପିକାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସିତାଙ୍କ ଅଭିନୟ କରି ବହୁତ ପ୍ରସିଦ୍ଧ ହୋଇଥିଲେ ।

Image Courtesy: Google

ବର୍ତମାନ ସ୍ଥିତିରେ ରାମାୟଣ ଆଉ ଥରେ ପ୍ରସାରିତ କରା ଯାଇଛି ଯାହା ଲୋକ ଦେଖିବା ପାଇଁ ମଧ୍ୟ ପସନ୍ଦ କରୁଛନ୍ତି । ତେବେ ବର୍ତମାନ ମଧ୍ୟ ଲୋକ ଦୀପିକାଙ୍କ ଅଭିନୟ ଦେଖି ଦିବାନା ଅଛନ୍ତି, ବର୍ତମାନ ଲୋକ ରାମାୟଣ ଦେଖି ଦୀପିକାନଙ୍କୁ ମେସେଜ କରୁଛନ୍ତି ଓ ବର୍ତମାନ ସମୟରେ ଦୀପିକା ମଧ୍ୟ ବହୁତ ସମୟ ସୋଶିଅଲ ମିଡିଆରେ ଏକଟିବ ରହୁଛନ୍ତି । କଣ ଆପଣ ଜାଣିଛନ୍ତି ଦୀପିକା ରାମାୟଣ କରିବା ସହ ଚଳଚିତ୍ର ଓ ସିରିଏଲ ଦୁନିଆରେ ମଧ୍ୟ କାମ କରିଛନ୍ତି ।

Image Courtesy: Google

ଦୀପିକା ୧୯୮୩ରେ ସୁନ ମେରି ଲେଲା ଡେବ୍ଯୁ ଚଳଚିତ୍ର ଦ୍ଵାରା ବଲୀଉଡ ଦୁନିଆରେ ପାଦ ରଖିଥିଲେ । ୧୯୮୫ରେ ଦୀପିକା ଦାଦା ଦାଦି କି କାହାନିରେ ମୁଖ୍ୟ ଅଭିନେତ୍ରୀ ରୂପରେ କାମ କରିଥିଲେ, ୧୯୮୭ରେ ରାମାନନ୍ଦ ସାଗର ଦ୍ଵାରା ପ୍ରସାରିତ ରାମାୟଣରେ ଦୀପିକାଙ୍କ ଜୀବନ ବଦଳି ଗଲା ଯେବେ ଠାରୁ ଏହି ଚଳଚିତ୍ର ଆସିଲା ଲୋକ ଦୀପିକାଙ୍କୁ ସିତାଙ୍କ ଭଳି ପୂଜା କଲେ । ୧୯୯୧ରେ ଦୀପିକା ଗୁଜୁରାତି ବିଜନେସମେନ ହିମତ ଟୋପିବାଲା ସହ ବିବାହ କରିଥିଲେ ।

Image Courtesy: Google

ବର୍ତମାନ ଦୀପିକାଙ୍କ ପାଖରେ ୨୭କୋଟି ଟଙ୍କା ଅଛି, ତେବେ ସେ ମଧ୍ୟ ବ୍ୟବସାୟ ଦ୍ଵାରା ପ୍ରତି ବର୍ଷ ବହୁତ ଟଙ୍କା ରୋଜଗାର କରୁଛନ୍ତି ଓ ତାଙ୍କ ସ୍ଵାମୀ ମଧ୍ୟ କସ୍ମେଟିକ ବ୍ୟବସାୟ କରନ୍ତି ଯାହା ବହୁତ ଟଙ୍କା ଅଟେ । ଦୀପିକାଙ୍କ ବିବାହ ରିସେପସନରେ ନିଜେ ରାଜେଶ ଖନା ଆସିଥିଲେ । ତେବେ ଦୀପିକାଙ୍କ ଦୁଇଟି ଝିଅ ଅଛନ୍ତି ସେ ନିଜ ଝିଅଙ୍କୁ ବହୁତ ଭଲ ପାନ୍ତି ଓ ସୋଶିଅଲ ମିଡିଆ ରେ ପ୍ରାୟତଃ ନିଜ ଝିଅଙ୍କ ସହ ଫଟୋ ଶେୟର କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *