Interesting Gk Questions- ରମେଶ ଗୋଟେ ଦିନରେ ଗୋଟେ ସହରରେ ଦୁଇଥର ବିବାହ କରିଛି, କିନ୍ତୁ ତାକୁ କେହି କିଛି କହିଲେନି, କଣ ପାଇଁ ?

ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ । ଆଇଏଏସ ପାଇଁ ବହୁତ ପିଲା ବହୁତ ମନ ଧ୍ୟାନ ଦେଇ ପରିଶ୍ରମ କରିଥାନ୍ତି କିନ୍ତୁ ସମସ୍ତଙ୍କୁ ସଫଳତା ପ୍ରାପ୍ତ ହୋଇନଥାଏ ।

ଆଜିକା ସମୟରେ କମପିଟିସନ ବହୁତ ବଢି ଗଲାଣି ଛୁଆ ଯେତେ ପରିଶ୍ରମ କରୁଛନ୍ତି ତା 10% ସିଟ ରହୁଛି ତେବେ ୯୦% ପିଲା ଅସଫଳ ହେଉଛନ୍ତି ସେହି ଭାବରେ କଷ୍ଟ ନକଲେ ସଫଳତା ମିଳିବ ନାହିଁ ।

ପ୍ରଶ୍ନ :- ପୋଙ୍ଗଲ କେଉଁ ରାଜ୍ୟର ପ୍ରସିଦ୍ଧ ପର୍ବ ?

ଉତ୍ତର :- ତାମିଲନାଡୁ

ପୋଙ୍ଗଲ ସୂର୍ଯ୍ୟ ଉପାସନର ପର୍ବ । ଏହା ଜାନୁଆରୀରେ ୧୪ ରୁ ଜାନୁଆରୀ ୧୭ ଯାଏ ତାମିଲନାଡୁରେ ପାଳନ କରାଯାଏ । ସାରା ଭାରତ ଏହି ପର୍ବକୁ ମକର ସାକ୍ରାନ୍ତି ଭାବେ ପାଳନ କରନ୍ତି ।

ପ୍ରଶ୍ନ :- ଗିଧା ଓ ଭାଙ୍ଗଡା କେଉଁ ଦେଶର ଲୋକ ନୃତ୍ୟ ?

ଉତ୍ତର :- ପଞ୍ଜାବ

ଭାଙ୍ଗଡା ନୃତ୍ୟ ଢୋଲ, ଚିମଟା, ତେହେମାତ ବଜେଇ ସାଲୁଆର କମିଜ ଓ ପଗଡି ପିନ୍ଧି ପୁରୁଷ ଓ ସ୍ତ୍ରୀ ମାନେ ନାଚିଥାନ୍ତି । କିନ୍ତୁ ଗିଢା ପଞ୍ଜାବର ସ୍ତ୍ରୀ ଲୋକ ମାନଙ୍କର ନାଚ, ଯେଉଁଥିରେ ତାଳି ବଜେଇ ନାଚ ହୋଇଥାଏ ଓ ଜେନ ବୟସ୍କ ସ୍ତ୍ରୀ ଲୋକ ଗାଇଥାନ୍ତି । ପଞ୍ଜାବର ରାଜଧାନୀ ଚଣ୍ଡିଗଡ । ମୁଖ୍ୟ ମନ୍ତ୍ରୀ ଅମରେନ୍ଦ୍ର ସିଂହ ।

ପ୍ରଶ୍ନ :- ନାସିକର କେଉଁ ନଦୀ କୂଳରେ କୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ ?

ଉତ୍ତର :- ଗୋଦାବରୀ

ପ୍ରଶ୍ନ :- ଭୌଗଳିକ ଦ୍ରୁଷ୍ଟି କୋଣରୁ ଭାରତର ପ୍ରାଚୀନତମ ପର୍ବତ ଶୃଙ୍ଖଳା କିଏ ?

ଉତ୍ତର :- ଆରାବଳି

ଆରାବଳୀର ସର୍ବୋଚ ସ୍ଥାନ – ଗୁରୁ ଶିଖର, ନଦୀ – ବନାଶ, ଲୁଣୀ, ସଖୀ ଓ ସାବରମତୀ, ଲମ୍ବ – ୬୯୨ କିଲୋମିଟର, ଉଚତା – ୧୭୨୨ କିମି । ଏହା ଦିଲଲି, ହରିୟାନା, ରାଜସ୍ଥାନ ଓ ଗୁଜୁରାଟର ସୀମାକୁ ଛୁଇଞ୍ଚି ।

ପ୍ରଶ୍ନ :- ଆଙ୍ଗୁଳି ଫୁଟେଇବା ଦ୍ଵାରା ଶବ୍ଦ କାହିଁକି ହୋଇଥାଏ ?

ଉତ୍ତର :- ଅଙ୍ଗୁଳି ଫୁଟେଇବାର ଶବ୍ଦ ହାଡର ଜୋଡରେ ଯେଉଁ ତରଳ ପଦାର୍ଥ ଥାଏ ସେଥିରେ ବବଲ୍ସ ଫୁଟିବାର ଦ୍ଵାରା ଶବ୍ଦ ହୋଇଥାଏ । ଯେବେ ଗୋଟେ ଥର ଜୋଡରେ ବନୁଥିବା ବବଲ୍ସ ଫୁଟି ଥାଏ । ତାପରେ ଆଉଥରେ ବବଲ୍ସ ବନିବାରେ ୧୫ ରୁ ୨୦ ମିନିଟ ଲାଗିଥାଏ ।

ପ୍ରଶ୍ନ :- କେଉଁ ଜୀବର ଆଖି ଖରାପ ହେଲା ପରେବି ଆଉଥରେ ଠିକ ହୋଇଯାଏ ?

ଉତ୍ତର :- ଗୋଙ୍ଘେ

ପ୍ରଶ୍ନ :- ପ୍ଲେନର ଆବାଜ ତାର ଜୀବାପରେ କାହିଁକି ଶୁଣାଇ ଦେଇଥାଏ ?

ଉତ୍ତର :- କାରଣ ପ୍ରକାଶର ଗତି ଶବ୍ଦର ଗତିଠୁ ଅଧିକ ତୀବ୍ର ହୋଇଥାଏ ।

ପ୍ରଶ୍ନ :- ମା-ରି-ବା ପରେ ଶରୀରରେ କେତେ ଓଜନ କମ ହୋଇଯାଇଥାଏ ?

ଉତ୍ତର :- ୨୧ ଗ୍ରାମ

ପ୍ରଶ୍ନ :- ମାଛିର ମୁହଁରେ କେତେ ଦାନ୍ତ ଥାଏ ?

ଉତ୍ତର :- ମାଛି ମୂହରେ କିଛି ଦାନ୍ତ ନଥାଏ ସେ ତାର ପତଳା ଘାସଭଳି ଜିଭରେ ଖାଇବାକୁ ଶୋଷିଥାଏ ।

ପ୍ରଶ୍ନ :- A+T+୮=?

ଉତର :- ୮୮

ପ୍ରଶ୍ନ :- ରମେଶ ଗୋଟେ ଦିନରେ ଗୋଟେ ସହରରେ ଦୁଇଥର ବିବାହ କରିଛି, କିନ୍ତୁ ତାକୁ କେହି କିଛି କହିଲେନି, କଣ ପାଇଁ ?

ଉତ୍ତର :- ରମେଶ ପଣ୍ଡିତର ନାମ ଅଟେ

ଏମିତି କେଉଁ ଜୀବ ଅଛି ଯିଏ ଛୁଇଁଲେ କରେଣ୍ଟ ମରିଥାଏ ?

ଉତ୍ତର :- ଇଲେକଟ୍ରିକ ଏଲ, ଗୋଟେ ମାଛ ଯାହାର ଲମ୍ବ ୧.୫୬ ରୁ ୨ ମିଟର ହୋଇଥାଏ ଓ ସେ ୬୦୦ ରୁ ୭୦୦ ବୋଲ୍ଟର କରେଣ୍ଟ ମାରିଥାଏ ।

ପ୍ରଶ୍ନ :- ସେ କଣ ଅଟେ ଯାହା ବାହାରେ ଫ୍ରୀ ଓ ହସ୍ପିଟାଲରେ ପଇସାରେ ମିଳିଥାଏ ?

ଉତ୍ତର :- ଅକ୍ସିଜେନ

ପ୍ରଶ୍ନ :- ନବଜାତ ଶିଶୁ କେତେ ରଙ୍ଗକୁ ଦେଖିପାରିଥାଏ ?

ଉତ୍ତର :- ଖାଲି ଦୁଇଟି କାଳ ଓ ଧଳା

ପ୍ରଶ୍ନ :- ସବୁ ପକ୍ଷୀ ଆଗକୁ ଉଡିଥାନ୍ତି କିନ୍ତୁ ଏକମାତ୍ର ପକ୍ଷୀର ନାମ କୁହ ଯିଏ ପଛକୁ ଉଡିଥାଏ ?

ଉତ୍ତର :- କିୱି ପକ୍ଷୀ

ପ୍ରଶ୍ନ :- ସଡକ ଉପରେ ଚାଲିବ ଅପେକ୍ଷା ବରଫା ଉପରେ ଚାଲିବା କାହିଁକି କଷ୍ଟ ହୋଇଥାଏ ?

ଉତ୍ତର ବରଫ ଉପରେ ଘର୍ଷଣ କାମ ହୋଇଥାଏ ସଡକରେ ଉପରେ କମ

ପ୍ରଶ୍ନ :- ସେ କେଉଁ ଜୀବ ଅଟେ ଯାହାକୁ ଭୋକ ଲାଗିଲେ କଙ୍କଡ ପଥର ଖାଇଥାଏ ?

ଉତ୍ତର :- ସୁତୁର ମୁର୍ଗ

ପ୍ରଶ୍ନ :- ଏମିତି କେଉଁ ଜିନିଷ ଅଛି ସେଇ ତୁମର କିନ୍ତୁ ଅଲଗା ଲୋକ ବ୍ୟବହାର କରୁଛନ୍ତି ?

ଉତ୍ତର :- ନାମ

ପ୍ରଶ୍ନ :- ଏମିତି କେଉଁ ପ୍ରଶ୍ନ ଅଛି ଯାହାର ଜବାବ କେବେ ହଁରେ ଦିଆଯାଇପାରିବା ନାହିଁ ?

ଉତର :- କଣ ଆପଣ ସୋଇଛନ୍ତି ?

Leave a Reply

Your email address will not be published. Required fields are marked *