Ramayanରେ ରାବଣର ଭଉଣୀ ସୂର୍ପଣଖାର ଅଭିନୟ କରିଥିବା Actress 25 ବର୍ଷ ପରେ ଦେଖାଯାଉଛନ୍ତି ଏମିତି

ରାମାନନ୍ଦ ସାଗରଙ୍କ ରାମାୟଣ ଲକଡାଉନରେ ଦର୍ଶକ ମାନଙ୍କର ଭରପୁର ଆନନ୍ଦ ଦେଇଛି । ରାମ ଲକ୍ଷ୍ମଣଓ ଦେବତା ମାନଙ୍କଠୁ ନେଇ ରାକ୍ଷସ ପର୍ଯ୍ୟନ୍ତ ଅଭିନୟ ଲୋକଙ୍କ ହୃଦୟରେ ବସିଗଲା । ପ୍ରାୟ ସବୁ ଚରିତ୍ରର ଆମେ କଥା କହିଛୁ କିନ୍ତୁ ଏମିତି ଗୋଟେ ଚରିତ୍ର ଅଛି ଯଦି ଆମେ ତାଙ୍କ ବିଷୟରେ କିଛି ଆଲୋଚନା ନକରିବା ତ ବେଇମାନି ହେବ । ଏହି ଚରିତ୍ର ହେଉଛି ସୂର୍ପଣଖାଙ୍କର ଏହାଙ୍କ କାରଣରୁ ରାମ ଓ ରାବଣଙ୍କ ଭିତରେ ଯୁଧ୍ୟ ହୋଇଥିଲା ।

ରାବଣଙ୍କ ଭଉଣୀଙ୍କ ବିବାହର ପ୍ରସ୍ତାବକୁ ମନା କରିଥିଲେ ରାମ ଲକ୍ଷ୍ମଣ ସେଥିପାଇଁ ସେ ରାଗି ଯାଇ ସିତାଙ୍କ ଉପରେ ସୂର୍ପନେଖା ଆକ୍ରମଣ କରିଥିଲେ ସେହି ସମୟରେ ଲକ୍ଷ୍ମଣ ତାଙ୍କର ନାଶିକା ଛେଦନ କରିଥିଲେ ।

ସେ ଏହି କଥାର ବଦଲା ନେବା ପାଇଁ ସୂର୍ପଣଖା ଭାଇ ରାବଣକୁ ଉକସାଇ ରାବଣଙ୍କ ଦ୍ଵାରା ସିତାଙ୍କୁ ହରଣ କରଯାଇଥିଲା । ରାମଙ୍କ ହାତରେ ମଧ୍ୟ ରାବଣଙ୍କ ବଦ୍ଧ ହୋଇଥିଲା । ରାମାନନ୍ଦ ସାଗରଙ୍କ ରାମାୟଣରେ ଏହି ଚରିତ୍ର ନିଭାଇ ଥିଲେ ଅଭିନେତ୍ରୀ ରେଣୁ ଧାରିବାଲ । ୨୦୧୮ ରେ ଗୋଟେ ନିଉଜ ପୋର୍ଟାଲକୁ ଇଣ୍ଟରଭିଉରେ କହିଥିଲେ  କେମିତି ରାମାନନ୍ଦ ସାଗର ତାଙ୍କୁ ସୂର୍ପନଖା ଚରିତ୍ର ପାଇଁ ପସନ୍ଦ କରିଥିଲେ ।

ରେଣୁ କହିଥିଲେ ୨୦ ବର୍ଷ ବୟସରେ ସେ ଅଭିନୟ କରିବାର ସ୍ଵପ୍ନ ନେଇ ମୁମ୍ବାଇ ଆସିଥିଲେ । ଏହି ବିଷୟରେ ରେଣୁଧାରୀ ବାଲ ସେ ତାଙ୍କ ପିତାକୁ ମଧ୍ୟ ଏହି କଥା ବିଷୟରେ କହିନଥିଲେ । ମୁମ୍ବାଇ ଆସି ସେ ଏକ୍ଟିଂ କ୍ଲାସ ଜଏନ କରିଥିଲେ । ରାମାୟଣର ଶୁଟିଙ୍ଗ ଗୁଜୁରାଟରା ଉମୂରୁ ଗାଁରେ ହୋଇଥିଲା । ସେଠାରେ ରେଣୁ ସୂର୍ପନେଖା ଅଭିନୟ ପାଇଁ ଦୁଇମାସ ଶୁଟିଙ୍ଗ ହୋଇଥିଲା । ସେ ଗୋଟେ ଇଣ୍ଟରଭିଉରେ କହିଥିଲେକି ୩୦ ହଜାର ଟଙ୍କା ଫିସ ବାବଦକୁ ମିଳିଥିଲା ।

ସୁର୍ପନେଖା ରାକ୍ଷସୀ ହୋଇପାରେ ରାମ ଓ ରାବଣଙ୍କ ଭିତରେ ଯୁଧ୍ୟ କରାଇଥିଲା । କିନ୍ତୁ ଅସଲ ଜୀବନରେ ସେ ଏହି ଚରିତ୍ର ଲାଗି ଚାରିଆଡେ ପରିଚିତ ମଧ୍ୟ ହୋଇଥିଲେ । ସେ ଯେଉଁଠିକି ଯାଉଥିଲେ ଲୋକ ତାଙ୍କୁ ଚିହ୍ନି ଯାଉଥିଲେ । ରେଣୁଙ୍କ ଅଭିନୟ ବହୁତ ଭଲ ଚାଲୁଥିଲା କିନ୍ତୁ ସେ ଇଣ୍ଡସଷ୍ଟ୍ରୀ ଛାଡିଥିଲେ ଓ ରାଜନୀତିରେ ପଶିଥିଲେ, ଏବେସେ ଜେନ କଂଗ୍ରେସର ନେତ୍ରୀ ଅଟନ୍ତି । ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *