ରାଣା ଦଗ୍ଗୁବତୀଙ୍କର ଲେଟେସ୍ଟ ଫୋଟୋ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ- ଦେଖନ୍ତୁ କାହିଁକି

ଫିଲ୍ମ ବାହୁବଳି ର ଫେମସ ସାଉଥ ଆକ୍ଟର ରାଣା ଦଗ୍ଗୁବତୀ ଏବେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ରେ ନିଜ ଅଭିନୟ ପାଇଁ ବହୁତ ଜଣାଶୁଣା ଏବଂ ତାଙ୍କ ଫ୍ୟାନ୍ସମାନଙ୍କ ସଂଖ୍ୟା ବି ଦିନକୁ ଦିନ ବଢି ଚାଲିଛି । ରାଣା ଦଗ୍ଗୁବତୀଙ୍କର ବର୍ତ୍ତମାନ କିଛି ଫୋଟୋ କୁ ଦେଖି ଫ୍ୟାନ୍ସ ବହୁତ ଚିନ୍ତିତ ଅଛନ୍ତି । ସୁପରହିଟ ଫିଲ୍ମ “ବାହୁବଳି” ର ଭଲ୍ଲାଲଦେବ ନେଗେଟିବ ଅଭିନୟ ରେ ଫେମସ ସାଉଥ ର ଆକ୍ଟର ରାଣା ଦଗ୍ଗୁବତୀ ଏବେ ବଲୀଉଡ ଜଗତ ରେ କାମ କରିବା ଆରମ୍ଭ କରିଛନ୍ତି ।

ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ବେବୀ’ ରେ କମାଂଡୋ ଭୂମିକା କରିଥିଲେ ଏବଂ ଏହା ପରେ ସେ ମଲ୍ଟିଷ୍ଟାରର ଫିଲ୍ମ “ହାଉସ୍ଫୁଲ ୪” ରେ ଏକ ନେଗେଟିବ ଅଭିନୟ ରେ ଦେଖା ଯିବେ । ରାଣା ଦଗ୍ଗୁବତୀଙ୍କର ଅଭିନୟ ପାଇଁ ତାଙ୍କ ଫ୍ୟାନ ଫାଲୋଇଂଗ ଦିନ କୁ ଦିନ ବଢି ଚାଲିଛି, ଏହି କିଛି ରିସେଣ୍ଟ ଫୋଟୋ କୁ ଦେଖି ତାଙ୍କ ଫ୍ୟାନ୍ସ ଚିନ୍ତିତ ଅଛନ୍ତି ।

ରାଣା ଦଗ୍ଗୁବତୀଙ୍କର ଏହି ରିସେଣ୍ଟ ଫୋଟୋ ରେ ସେ ବହୁତ ଦୁର୍ବଳ ଦେଖାଯାଉଛନ୍ତି ଯାହା ଦେଖି ତାଙ୍କ ଫ୍ୟାନ୍ସ ତାଙ୍କ ଦେହ ଖରାବ ବୋଲି ଭାବୁଛନ୍ତି ।

 

View this post on Instagram

 

Alright!! Back online!! And will be back in India in 72hours 😉

A post shared by Rana Daggubati (@ranadaggubati) on

ଏହା ପୂର୍ବରୁ ରାଣା ଦଗ୍ଗୁବତୀ ତାଙ୍କ ଫିଲ୍ମ ରେ ନିଜ ଉତ୍ତମ ଫିଜିକ ଏବଂ ଓଜନଦାର ଶରୀର ସହ ଦେଖାଯାଉଥିଲେ ।

ଏହି ଫୋଟୋ ଦେଖି ରାଣା ଦଗ୍ଗୁବତୀଙ୍କର ଫ୍ୟାନ୍ସ୍ ତାଙ୍କ ଦେହ ବିଷୟ ରେ ପଚାରୁଛନ୍ତି । କୁହାଯାଉଛି କି ଏହି ବର୍ଷ ଏମିତି କିଛି ରିପୋର୍ଟସ ଥିଲା କି ରାଣା ଦଗ୍ଗୁବତୀଙ୍କର କିଡନୀ ଟ୍ରାନ୍ସପ୍ଳାଣ୍ଟ କରିବାକୁ ଯାଉଛନ୍ତି, ଏହି ରିପୋର୍ଟ କୁ ନିଜେ ରାଣା ଦଗ୍ଗୁବତୀ ମିଛ ଓ ବୋରିଙ୍ଗ ଟପିକ କହି ଖାରିଜ କରିଥିଲେ ।

ଏବେ ରାଣା ଦଗ୍ଗୁବତୀଙ୍କର ଏହି ଦୁର୍ବଳତା ପଛ କାହାଣୀ ସମୟ ସହ ଜଣାପଡିବ କାହିଁକିନା ସେ ନିଜ ଦେହ ଖରାପ କଥା ମିଛ ବୋଲି କହୁଛନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *