Raniଙ୍କୁ ନେଇ ଶେଷରେ ମୁହଁ ଖୋଲିଲେ Anubhab, କହିଲେ, “Rani ଖୁବ ଭଲ ସ୍ତ୍ରୀ ହୋଇପାରିବେ ଆଉ ଘରର ଭଲ…” ଦେଖନ୍ତୁ Video

ଏହି ସଜସଜ ଯାତ୍ରୀ ଅଭିନେତ୍ରୀ ତଥା ନିଜକୁ ବିବାଦୀୟ କହୁଥିବା ରାନୀ ପଣ୍ଡା ଅନୁଭବ ଙ୍କୁ ବାହା ହେବା ପାଇଁ ମନ ବଳାଇଛନ୍ତି । ଆଉ ସର୍ବ ସମୁଖରେ କହିଛନ୍ତି କି ଅନୁଭବଙ୍କୁ ମୁଁ ବିବାହ କରିବି । ଆଉ ଏମିତି କିଛି ଖବର ସାମନାକୁ ଆସିବା ପରେ କେନ୍ଦ୍ରାପଡା ସାଂସଦ ତଥା ସୁପରଷ୍ଟାର ଅନୁଭବ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ବିବାହ କରିବା ନେଇ ଅନୁଭବ କହିଛନ୍ତି ରାନୀଙ୍କ ହୃଦୟ ଖୁବ ଭଲ । ସେ ଆମ ସମାଜର ଜଣେ ସେବକ ।

ସମାଜସେବରେ ସେ ଖୁବ ଆନନ୍ଦ ପାଇଥାନ୍ତି । ନିଜର ପାରିଶ୍ରାମିକକୁ ଅନ୍ୟଙ୍କୁ ଦେଇ ସେ ଖୁସିରେ ଜୀବନ ବଞ୍ଚନ୍ତି । ସତ କହିବି ସେ ନାରୀନେତ୍ରୀ ନୁହନ୍ତି କିନ୍ତୁ ନେତୃତ୍ବର ଅଧିକାରିଣୀ । ସେ ବ୍ୟକ୍ତି ନୁହନ୍ତି କିନ୍ତୁ ବ୍ୟକ୍ତିତ୍ବର ଅଧିକାରିଣୀ । ସେ ବାହା ହେଲେ ଭଲ ସ୍ତ୍ରୀ ହୋଇପାରିବେ । ଭଲ ଭଉଣୀ, ମା ହୋଇପାରିବେ ରାନୀ ପଣ୍ଡା । ସେ ଯେଉଁ ଘରକୁ ବୋହୂ ହୋଇକି ଯିବେ ଭଲ ବୋହୂ ନିଶ୍ଚୟ ମିଳିପାରିବେ ।

ହଁ ଦର୍ଶକ ବନ୍ଧୁ ଏମିତି କିଛି କହିଛନ୍ତି ଆମ ବାଳୁଙ୍ଗା ଟୋକା, ମାଟ୍ରିକ ଫେଲ, ସୁପର ଷ୍ଟାର ଅନୁଭବ ମହାନ୍ତି । ଅନୁଭବ କହୁଛନ୍ତି “ରାନୀ ପଣ୍ଡା ଙ୍କୁ ମୁଁ ବହୁତ ସମ୍ମାନ କରେ । ମୁଁ ଏତେଟା ବ୍ୟକ୍ତିଗତ ଭାବେ ମିଶିବାର ସୁଯୋଗ ପାଇ ନାହି । କିନ୍ତୁ ଯେତିକି ଜାଣିଛି ଟେଲିଭିନରୁ ଦେଖିକି ହେଉ ବା ଅନ୍ୟ କେଉଁଠି ହେଉ ସେ ସମାଜସେବା କରନ୍ତି । ଯାହାକୁ ସେ ଦାନ କରି ଦିଅନ୍ତି ଅନ୍ୟ ମାନଙ୍କ ପାଇଁ ।

ଆଶା କରୁଛି ୨୦୨୩ ବର୍ଷ ତାଙ୍କ ପାଇଁ ସୁଖମୟ ହେଉ । ସେ ଯାହାକୁ ବି ବାହା ହେବେ ଜୀବନରେ ବହୁତ ଭଲରେ ରହିବେ । ଜଣେ ଭଲ ସ୍ତ୍ରୀ ଓ ବୋହୂ ହେବାର କ୍ଷମତା ତାଙ୍କ ପାଖରେ ଅଛି । ତାଙ୍କୁ ମୋ ତରଫରୁ ବହୁତ ବହୁତ ସମ୍ମାନ ଆଜ୍ଞା ଆଉ ଢେର ସାରା ଭଲ ପାଇବା । ମୁଁ ଯେବେ ବି ସମୟ ପାଇବି ନିଶ୍ଚୟ ତାଙ୍କୁ ଦେଖା କରିବି” । ଏହି ସଜସଜ ରାନୀ ଙ୍କ ମତ ଉପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି ।

ଏ ସବୁ ଭିତରେ ରାନୀ ଙ୍କୁ ପଢି ସାରିଛନ୍ତି ଅନୁଭବ ଆଉ ତାଙ୍କ ଭିତରେ ଯେଉଁ ଦକ୍ଷତା ଅଛି ଯେଉଁ ସେବା ମନୋବୃତ୍ତି ଅଛି ତାକୁ ଖୁବ ପସନ୍ଦ କରନ୍ତି ଅନୁଭବ ମହାନ୍ତି । କାରଣ ସେବା କରିବା ପାଇଁ କୌଣସି ପଦ ପଦବୀ ର ଜରୁରତ ନ ଥାଏ ଯାହା ରାନୀ କରି ଦେଖାଉଛନ୍ତି । ଆଉ ରାନୀ ଙ୍କର ଏହି ଗୁଣ ଅନୁଭବ ମହାନ୍ତି ଙ୍କୁ ଖୁବ ପ୍ରଭାବିତ କରୁଛି ।

ଆଉ ଅନୁଭବଙ୍କୁ ବିବାହ କରିବା ପାଇଁ ରାନୀ ଯେଉଁ ପ୍ରସ୍ତାବ ଦେଇଥିଲେ ଓ ଅନୁଭବଙ୍କର ଏଭଳି ସାକାରାତ୍ମକ ପ୍ରତିକ୍ରିୟାକୁ ନେଇ ୟୁଜର୍ସ ମାନେ ଖୁବ ଭଲ କମେଣ୍ଟ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣଙ୍କର ଅନୁଭବ ମହାନ୍ତି ରାନୀ ପଣ୍ଡା ଙ୍କୁ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଉପରେ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *