ପ୍ରଥମଥର ଦେଖନ୍ତୁ Rani Pandaଙ୍କ ଗାଁ ଘର ଓ ପରିବାର

ଓଲିଉଡ ଜଗତରେ କଳାକାର ମାନେ ଯେପରି ଭାବେ ନିଜର ନାଁ କାମିଛନ୍ତି ଠିକ ସେହିପରି ଯାତ୍ରା ଦୁନିଆରେ ମଧ୍ୟ କଳାକାର ମାନେ ପଛରେ ନାହାନ୍ତି । ବରଂ ସେମାନେ ନିଜର ଅଭିନୟ ଯାଦୁରେ ଯାତ୍ରା ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଯାତ୍ରା ଜଗତର କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଯାତ୍ରା ଜଗତର ଲୋକପରିୟ ଅଭିନେତ୍ରୀ ରାନୀ ପଣ୍ଡାଙ୍କ ଗାଁ ଘର ଓ ପରିବାର ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଯାତ୍ରୀ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଯାତ୍ରା ଦୁନିଆରେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ସେ ତାଙ୍କ ଅଭିନୟ କ୍ଯାରିୟରରେ ଅନେକ ଯାତ୍ରା ରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଯାହାକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ଏହି ଭିଡିଓ ରେ ଆପଣ ମାନେ ଯେଉଁ ଦୃଶ୍ୟ ଦେଖୁଛନ୍ତି ତାହା ହେଉଛି ତାଙ୍କ ଗାଁ ରେ ଥିବା ଘରର । ଆପଣ ମାନେ ଏହି ଭିଡିଓ ରେ ତାଙ୍କର ପୁରା ପରିବାରକୁ ଦେଖିବାକୁ ପାଇବେ । ତାଙ୍କ ଘରେ ତାଙ୍କ ବାପା ମାଙ୍କ ସହ ଅନେକ ଲୋକ ମାନେ ଅଛନ୍ତି ।

ଏହି ଭିଡିଓ ରେ ଗୋଟେ ଛୋଟ ପିଲାଟି ମଧ୍ୟ ଅଛି ଯାହାକୁ ରାନୀ ପଣ୍ଡା ବାଏ କରିବାକୁ କହୁଛନ୍ତି । ଏହା ସହ ତାଙ୍କ ଘର ବାହାରେ ତାଙ୍କ ପରିବାର କେହି ଜଣେ ସଦସ୍ୟ ରୋଷେଇ କରିବାର ମଧ୍ୟ ନଜର ଆସୁଛନ୍ତି । ଏହି ଭିଡିଓ ରେ ରାନୀ ପଣ୍ଡା ତାଙ୍କ ପରିବାର ସହ ବେଶ ହସ ଖୁସିରେ ସମୟ ବିତାଉଥିବାର ନଜର ଆସୁଛନ୍ତି । ଏହା ସହ ଭଲ ଟେଷ୍ଟି ଖାଇବା ମଧ୍ୟ ରାନୀ ପଣ୍ଡା ଖାଉଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ସେହି କୁନି ପୁଅ ସହ ରାନୀ ପଣ୍ଡା ଖେଳୁଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି ।

ତେବେ ଏହି ଦିନ ମାନଙ୍କରେ ରାନୀ ପଣ୍ଡା ତାଙ୍କ ଗାଁ କୁ ବୁଲିବାକୁ ଯାଇଛନ୍ତି । ଏହିପରି ଭାବେ ସେ ନିଜର ସମୟ ବିତାଉଛନ୍ତି ଗାଁ ରେ । ତାଙ୍କ ଘର ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ହୋଇଛି । ତେବେ ରାନୀ ପଣ୍ଡା ଅନେକ ସମୟରେ ବିବାଦ ଘେରରେ ଘେରି ହୋଇ ରହିଥାନ୍ତି । ଯାହା ପାଇଁ ଦର୍ଶକ ମାନେ ତାଙ୍କୁ ଅନେକ କଥା ସମାଲୋଚନା କରିବାର ନଜର ଆସୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଅଭିନେତ୍ରୀ ରାନୀ ପଣ୍ଡାଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଅଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *