ବନ୍ଧୁଗଣ ଯାତ୍ରା ଜଗତକୁ ନେଇ ଅନେକ ସମୟରେ ଚର୍ଚ୍ଚା ଜୋର ଧରିଛି । ତେବେ ଯାତ୍ରାର ଆଇଟମ ଗାର୍ଲ ନିଶା ମହାରଣା କୁ ନେଇ ଏବେ ବିବାଦ ଦେଖା ଯାଇଛି । ତାଙ୍କର ଅ-ଶ୍ଳୀ-ଳ ବ୍ୟବହାରକୁ ନେଇ ଜଣେ ଯାତ୍ରା କଳାକାର ଗଣମାଧ୍ୟମରେ ବଡ ବୟାନ ଦେଇଛନ୍ତି । ସେହି କଳାକାର ଜଣକ ନିଶା ମହାରଣା କୁ ଆକ୍ଷେପ କରି କହିଛନ୍ତି ଯେ “ଆଜ୍ଞା କଣ କହିବି କହିଲେ ତ କୁଳ କୁଟୁମ୍ବକୁ ଲାଜ ନ କହିଲେ କୁଳ ଭାସି ଯାଉଛି ।
ଆମେ ଯେବେ ଯାତ୍ରାରେ ଜୀବିକା ନିର୍ବାହ ପାଇଁ ଅଭିନୟ କରୁଥିଲୁ ସେତେବେଳେ ସରକାର କିଛି ନ-ଗ୍ନ ନୃତ୍ୟୁ ବାଲିଙ୍କୁ ଡକାଉଛନ୍ତି । ସେମାନେ ଆସିକି ଯାତ୍ରାର ମାନ ହରାଇ ଦେଲେ । ଯାହା ଫଳରେ ଆଜି କଳାକାର ମାନେ ଲଜ୍ୟାରେ ମୁହଁ ଦେଖାଇପାରୁ ନାହାନ୍ତି । ଆସ୍ତେ ଆସ୍ତେ କିଛି ଯାତ୍ରା କଳାକାର ମାନେ ଲୁଚିକି ପଳାଉଛନ୍ତି ।
ସରକାର ନ-ଗ୍ନ ନୃତ୍ୟୁ କରିବା କାରଣରୁ, ଅ-ଶ୍ଳୀ-ଳ ଅଙ୍ଗ ପ୍ରଦର୍ଶନ କି କଥା କହିପାରିବେ ନାହି । କିନ୍ତୁ ଅଭିନେତ୍ରୀ ନିଶା ମହାରଣା ଆସୁଛି ସବୁ ଖୋଲି ଦେଉଛି ତା ସବୁ ଦେଖାଇ ଦେଉଛି । ଦର୍ଶକ ବନ୍ଧୁ ଜାଣିପାରୁଥିବେ ସେ କେଉଁ କାଟାଗୋରି ର ପିଲା । ତାର ଏମିତି କୀର୍ତ୍ତି ଯାହା ଫଳରେ ତା ବାପା-ମା ଘରେ ରହି ପାରିଲେ ନାହି ।
ଏମିତି ସେ କୁ-କୀର୍ତ୍ତି କରିଲା ଯେ ଗାଁ ଲୋକଙ୍କ କଥା ବାପା-ମା ସହିପାରିଲେ ନାହି ଯାହା ପାଇଁ ଘର ଛାଡି କୁଆଡେ ପଳାଇ ଗଲେ । ଏମିତି ଝିଅକୁ ଜନ୍ମ କରି ବାପା-ମା ଯଦି ଆ-ତ୍ମ-ହ-ତ୍ୟା କରନ୍ତି ତେବେ ସେ ଝିଅକୁ କଣ କୁହାଯିବ । ନିଶା ମହାରଣା ଯାତ୍ରା ବିଷୟରେ କିଛି ଜାଣି ନାହି । ହଠାତ ମୁମ୍ବାଇ ପଳାଇଲା ସେଠାରେ ନ-ଗ୍ନ ହୋଇ ନୃତ୍ୟୁ କରୁଥିଲା ।
ସେଠାରୁ ଆସି ଯାତ୍ରା କରିଲା ଆଉ କହିଲା ମୁଁ ଗୋଟେ ଆଇଟମ ଗାର୍ଲ ହୋଇ ଯାଇଛି । ସେ ଯେଉଁ ପ୍ରକାରରେ ହେଉଛି ଦେଖିଲ ଲଜ୍ୟା ଲାଗିବ । ମୁଁ ଆଇଟମ ଗାର୍ଲ ଦେଖିଛି ଯେମିତି ରାଣୀ ପଣ୍ଡା, ରାଣୀ ପ୍ରିୟଦର୍ଶିନୀ । କିନ୍ତୁ ଏମିତି ନିଶା ମହାରଣା ଭଳି ନୁହେଁ । ରାନୀ ପଣ୍ଡା ଯେତେ ଖରାପ ହେଲେ ବି ତାଙ୍କର ଭଲ କର୍ମ ପାଇଁ ସେ ବହୁତ ଚର୍ଚ୍ଚା ରେ ରୁହନ୍ତି ।
ସେ ଦେଶର ତଥା ଯାତ୍ରା କଳାକାରଙ୍କର ଉନ୍ନତି କରୁଛନ୍ତି ତେଣୁ ରାନୀ ପଣ୍ଡା ଙ୍କୁ ସମ୍ମାନ ଦେବା କଥା । ରାନୀ ପଣ୍ଡାର କୋଟି କୋଟି ହେୟାର ଥିଲେ ନିଶା ମହାରଣା ତାର ସଋ ନୁହେଁ । ନିଶା ମହାରଣା କୁ ଯାତ୍ରା କଳାକାର କି ସରକାର ଚାହୁଁ ନାହାନ୍ତି । ନିଶା ମହାରଣା କହିଲା ଆଇଟମ ଗାର୍ଲ ନ ବାହାରିଲେ ତମ ଯାତ୍ରା କୁ ପଚାରେ କିଏ ?
ତେବେ ନିଶା ମହାରଣା ଏତେ ବର୍ଷ ହେଲା କେଉଁଠି ଥିଲା ଥିଲା ? ମୁଁ 37 ବର୍ଷର କଳାକାର କାହିଁକି ଯାତ୍ରା ରେ ଏ ଯାଏଁ ଆଇଟମ ଗାର୍ଲ ନ ଥିଲା । ତଥାପି ଆମେ ପରିବାର ପ୍ରତିପୋଷଣ କରୁଛୁ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।