ଜଲିଉଡ କୁଇନ Rani Panda ଙ୍କ ଏମିତି ଜବରଦସ୍ତ ଡ୍ୟାନ୍ସ, ସାରା ଓଡିଶାରେ ହେଲା ଭାଇରାଲ, ଦେଖନ୍ତୁ Video

କେବଳ ଓଡିଶା ନୁହେଁ ଅନ୍ୟ ଜାଗାରେ ମଧ୍ୟ ନାଟକ କିମ୍ବା ଅଭିନୟ ର ଅନେକ ଚାହିଦା ଅଛି । ଆପଣ ମାନେ ଯାଇ ଘିବେ କାହିଁ କେଉଁ ଯୁଗରୁ ଏହା ଚାଲି ଆସିଛି ଏହି ଦୁନିଆକୁ ଆସିକି ଅନେକ ଲୋକ ସଫଳ ମଧ୍ୟ ହୋଇ ସାରିଛନ୍ତି । ତେବେ ସେହି ଭଳି ଅନେକ ଲୋକ କିମ୍ବା ଅଭିନେତା ଓ ଅଭିନେତ୍ରୀ ଏହା ପାଇଁ ଚେଷ୍ଟା ଜାରି ରଖିଛନ୍ତି ନିଜ ଜୀବନର ଯାତ୍ରା । ତେବେ ଏହି ଭଳି ଏକ ଅଭିନେତ୍ରୀ ହେଉଛନ୍ତି ରାଣୀ ପଣ୍ଡା । ସେ ନିଜ ଅଭିନୟ କୁ ଯାତ୍ରା ଯାଏ ସୀମିତ ରଖୀ ଛନ୍ତି ।

ତାଙ୍କୁ ସବୁ ଲୋକ ମାନେ ଜାଣି ଛନ୍ତି । ସେ କିଛି ଭି କହିବା ଆଗରୁ କିମ୍ବା କିଛି ଭି କରିବା ଆଗରୁ ଚିନ୍ତା କରି ନଥାନ୍ତି । କିଛି ଲୋକ ତାଙ୍କୁ ଷପୋର୍ଟ କରିବା ବେଳେ କିଛି ଲୋକ ତାଙ୍କୁ ନାପସନ୍ଦ କରି ଥାନ୍ତି । କିନ୍ତୁ ସେ କୁହନ୍ତି କି ସେ ଯେଉଁ ଭଳି ଭଳି ଅଛନ୍ତି ଯାହା ଭି ଅଛନ୍ତି ଭଲ ଅଛନ୍ତି ।

ସେ ନିଜ କ୍ଯାରିୟର ପାଇଁ ଆଜି ମଧ୍ୟ ଭୁବନେଶ୍ବର ରେ ରହି ନିଜର ଷ୍ଟ୍ରଗଲ କରୁଛନ୍ତି । ସେ ନାଟକ ରେ ଏକ ଅଭିନେତ୍ରୀ ହିସାବରେ ଆସିଥିଲେ । ସେ ଏହି ଲକଡାଉନ ସମୟରେ ଅନେକ ଲ୍ଲୋକଙ୍କୁ ସାହାଜ୍ଯ ମଧ୍ୟ କରିଥିଲେ । କିନ୍ତୁ ଏହା କେବେ ହେଲେ ଭି କହି ହେବନି କି ଆମେ ତାଙ୍କୁ ଏକ ଖରାପ ମଣିଷ କହିବା ।

ସେ ନିଜ ଧନ ଯାହା ସଞ୍ଚୟ କରି ରଖୀ ଥିଲେ ତାକୁ ସେ ସବୁଙ୍କୁ ଦାନ କରି ଦେଇଥିଲେ । ଏହା ପରେ ନାମ ଆସେ ସେ ଯେଉଁ ଯାତ୍ରା ଆରମ୍ଭ କରିଥିଲେ ସେ ନିଜ କଳାକାର ଭାଇ ଓ ଭଉଣୀ ମାନଙ୍କ ପାଇଁ ରାଜ ରାସ୍ତା କୁ ମଧ୍ୟ ଓଲହାଇ ଥିଲେ ।

ଏବେ ସେ ଏକ ନୂଆ ଅଭିନୟ ପାଇଁ କାମ କରୁଥିବା ବେଳେ ତାଙ୍କ ରିହଲଶଲ ର ଏକ ଝଲକ ଦେଖିବା ପାଇଁ ମିଳିଛି । ସେ ଏହା ପରେ ତାଙ୍କ ସହ ଥିବା କିଛି କଳା କାରଙ୍କା ସହ ଖାଇବା ଖାଉଥିବା ର ମଧ୍ୟ ଏକ ଭି-ଡି-ଓ କରିଛନ୍ତି । କିଛି ଜଣ ରାଣୀ ଙ୍କୁ ଅଭିନୟ ଦୁନିଆର ରାକ୍ଷୀ ସାମଲ ମଧ୍ୟ କହିଥାନ୍ତି । କିନ୍ତୁ ଏହା ଅତାଙ୍କୁ କିଛି ଭି ଫରକ ପଡେନି । ସେ ଜାଣି ଛନ୍ତି କି ସେ କଣ କରୁ ଛନ୍ତି ।

Leave a Reply

Your email address will not be published. Required fields are marked *