“Rani Pandaକୁ ଲୋକ ଏମିତି ମାରିଛନ୍ତି ଯେ ମୋର ପୁରା ପଡୁଛି, ମୁଁ କାହା କଥାକୁ ଖାତିର… ଦେଖନ୍ତୁ Raniଙ୍କ ଜବରଦସ୍ତ Dance

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଠିକ ସେହିପରି ଯାତ୍ରା ଜଗତର କଳାକାର ମାନେ ମଧ୍ୟ କିଛି କମ ନୁହନ୍ତି । ଯାତ୍ରା ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହିଥାନ୍ତି । ତାଙ୍କର ଅଭିନୟ ବ୍ଯତୀତ ଡାଇଲାଗ ଦର୍ଶକ ମାନଙ୍କୁ ବେଶ ପ୍ରଭାବିତ କରିଥାଏ । ତେବେ ଆମ ଯାତ୍ରା ଜଗତରେ ଏମିତି ଜଣେ ମହାନ କଳାକାର ଅଛନ୍ତି ଯିଏ କି ନିଜର ଅଭିନୟ ସହ ବ୍ୟକ୍ତିଗତ କାରଣ ପାଇଁ ବିଶେଷ ଭାବେ ଚର୍ଚ୍ଚା ରେ ରହିଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ଖାସ ହିରୋଇନ ଙ୍କ ଜବରଦସ୍ତ କଥା କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଯାତ୍ରୀ ଅଭିନେତ୍ରୀ ତଥା ବିବାଦୀୟ ହିରୋଇନ ରାନୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ ଆମେ ଆଜି ଆପଣଙ୍କୁ ତାଙ୍କ ବିଷୟରେ କହିବାକୁ ଯାଉଛୁ । ବର୍ତ୍ତମାନ ସମୟରେ ସାରା ଦେଶରେ ନବରାତ୍ରି ବା ଦଶହରା ପର୍ବ ଚାଲିଛି । ଆଉ ଆଜି ହେଉଛି ଦଶହରା ପର୍ବ । ତେବେ ଏହି ପବିତ୍ର ଅବସର ରେ ଅଭିନେତ୍ରୀ ରାନୀ ପଣ୍ଡା ରସୁଲଗଡ ଠାରେ ଅନୁଷ୍ଠିତ ହେଉଥିବା ଦୂର୍ଗାପୁଜା ପରିଚାଳନା ଅକାମିତି ରେ ଯୋଗ ଦେଇଛନ୍ତି । ଆଉ ସେଠାରେ ନିଜ ବିଷୟରେ କିଛି କହିଛନ୍ତି ରାନୀ ପଣ୍ଡା ।

ରାନୀ ପଣ୍ଡା କହିଛନ୍ତି ମୋ ପରିବାର ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ, ପ୍ରେମିକ, ସାଙ୍ଗ ସାଥି ସମସ୍ତେ ମୋର ମାରିଛନ୍ତି କେହି ମୋତେ ଛାଡି ନାହାନ୍ତି । ସେଥିପାଇଁ ମୋର ପୋଡା ହୋଇଛି । ସେଥିପାଇଁ ମୁଁ କାହାକୁ ଖାତିର କରେ ନାହି ଆଗକୁ ଆଗେଇ ଚାଲିଛି । ଏହା ଶୁଣିବା ପରେ ଗଣ ମାଧ୍ୟମ ଭାଇ ମାନେ ତାଙ୍କୁ ପଚାରିଥିଲ୍ରେ ପାନଙ୍କର ବଏଫ୍ରେଣ୍ଡ ଅଛନ୍ତି ଆଉ ହସି ହସି ଖୁବ ମଜାଦାର ଉତ୍ତର ଦେଇଥିଲେ ରାନୀ ପଣ୍ଡା ଆଉ କହିଥିଲର ମୋର ଆଉ ବୟସ ଅଛି ପ୍ରେମ କରିବାକୁ ଛି ଛି ।

ଏତିକି କହିବା ପରେ ରାନୀ ପଣ୍ଡା ନିଜର ଜଲୱା ଦେଖାଇଛନ୍ତି ଆଉ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ଷ୍ଟ୍ରେଜ ଉପରେ । ସେ ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧି ଖୁବ ସୁନ୍ଦର ଲାଗୁଛନ୍ତି । ଆଉ ତାଙ୍କର ଗେଟପ ଖୁବ ହଟକେ ଲାଗୁଛି । ଆଉ ତାଙ୍କ ନକହ କଥା କହିବାକୁ ଗଲେ ସେ ପୂର୍ବରୁ ମଧ୍ୟ ଡ୍ୟାନ୍ସ କରି ସ୍ଟେଜ ରେ ନିଆଁ ଲଗାଇ ସାରିଛନ୍ତି ଏଟା କିଛି ନୂଆ କଥା ନୁହେଁ ।

ତାଙ୍କର ଏହି ଡ୍ୟାନ୍ସ ତାଙ୍କର ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିଛନ୍ତି ଆଉ ପ୍ରଶଂସା ମଧ୍ୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ଯେହତୁ ଦଶହରା ମାହୋଲ ରହିଛି ସେଥିପାଇଁ ସେ ସ୍ଟେଜ ଉପରେ ଡ୍ୟାନ୍ସ କରି ତଡକା ଲଗାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ହିରୋଇନ ରାନୀ ପଣ୍ଡା ଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *