ଦେବଦାସୀ ସାଜିଲେ Rani Panda, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନ୍ୟାୟ ଦେବା ପାଇଁ କହିଲେ କିଛି ଏମିତି…ଶୁଣି ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଗତ କିଛି ଦିନ ତଳେ ଜଣେ ଅଜଣା ବ୍ୟକ୍ତି ଜଗତର ନାଥ ଜଗନ୍ନାଥଙ୍କୁ ଅ-ଶ୍ଳୀ-ଳ ଭା-ଷା-ରେ କଥା କହିବାର ରାଣୀ ପଣ୍ଡା କହିଥିଲେ ଯାହାକୁ ନେଇ ଏହି ଘଟଣା ପ୍ରତି କିଛି ପଦକ୍ଷେପ ନେବାକୁ ମଧ୍ୟ ରାଣୀ ପଣ୍ଡା ନିଜ ରାଏ ରେ କହିଥିଲେ । ସେହି ବ୍ୟକ୍ତି ୨୪ ଘଣ୍ଟା ମଧ୍ୟରେ ଆ-ରେ-ଷ୍ଟ କରିବାକୁ ରାଣୀ ପଣ୍ଡା ଦାବି କରିଥିଲେ ।

ଯଦି ଏପରି ନ ହୁଏ ତେବେ ସେ ବଡଦାଣ୍ଡରେ ଅନଶନ କରିବେ ବୋଲି ମଧ୍ୟ କହିଥିଲେ । ରାଣୀ ପଣ୍ଡା ଏ ମାମଲାରେ ଲିଖିତ ଆକାରରେ ଅଭିଯୋଗ କରିଥିଲେ ମଧ୍ୟ କିନ୍ତୁ ଆଜି ଯାଏଁ ପୋଲିସ ଏ ମାମଲା ବିରୁଦ୍ଧରେ କିଛି ବି ପଦକ୍ଷେପ ନେଇ ନାହି । ବର୍ତ୍ତମାନ ସେ ପୁରୀରେ ଯାଇ ପହଞ୍ଚିବା ପରେ ଯେ ଯାଏଁ ପ୍ରଭୁ ଜଗନ୍ନାଥଙ୍କୁ ନ୍ୟାୟ ନ ମିଳିଛି ସେ ଯାଏଁ ପୁରୀ ବଡଦାଣ୍ଡରେ ସେ ଏମିତି ଅନଶନ କରିବେ ବୋଲି କହିଛନ୍ତି । ପ୍ରଥମେ ସେ ପୁରୀ ଆସିଥିଲେ ଓ ଏ ଘଟଣା ବାବଦରେ କହିଥିଲେ ଯେମିତି କାହାକୁ ଅ-ପ-ମା-ନ ନ ହେଉ ।

କିନ୍ତୁ ଆଜି ସେ ନର୍ତ୍ତକୀ ଗେଟପରେ ଆସିଛନ୍ତି କାରଣ ସେ ପ୍ରଭୁଙ୍କୁ ନ୍ୟାୟ ଦେବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି । ରାଣୀ ପଣ୍ଡା କହିଛନ୍ତି ଯେ ଯେବେ “ସେ ୩ ନମ୍ବର ଗେଟପରେ ଆସିବେ ସେତେବେଳେ ସେ ପୁରୀ ଆସିବେ ନାହି ଏମିତି ଉଗ୍ର ରୂପ ଧାରଣ କରିବେ ଯେମିତି କି ଭୁବନେଶଵରୁ ପୁରୀ ଯାଏଁ ଗୋଟେ ଗାଡି ଆସିବନି କି ପୁରୀରୁ ଭୁବନେଶ୍ଵରକୁ ଗୋଟେ ଗାଡି ଯିବ ନାହି” । “ମୁଁ ଏଭଳି ଜନ୍ତୁ ମତେ ଆଜ୍ଞା ବାଧ୍ୟ କରନ୍ତୁ ନାହି କିଛି ହାଇ ଡ୍ରାମା ସୃଷ୍ଟି କରିବା ପାଇଁ ମୁଁ ବହୁତ ଅଲଗା ପ୍ରକର ଜନ୍ତୁ” ଏହିଭଳି ଶବ୍ଦର ପ୍ରୟୋଗ ରାଣୀ ପଣ୍ଡା କରିଛନ୍ତି ।

ଯଦି ହାଇ ଡ୍ରାମା ସୃଷ୍ଟି ନ କରିବାକୁ ଚାହୁଛନ୍ତି ତେବେ ଏହି ମାମଲାର ସଠିକ ତଦାରଖ କରିବାକୁ ରାଣୀ ପଣ୍ଡା ଦାବି କରିଛନ୍ତି । ଯଦି କିଛି ପଦକ୍ଷେପ ନ ନିଆଯାଏ ତେବେ ସେ ବଡଦାଣ୍ଡରେ ବସି ବି-ଷ ଖାଇ ଆ-ତ୍ମ-ହ-ତ୍ୟା କରିବା ଯାହା ପାଇଁ ପ୍ରଶାସନ ଦାୟୀ ହେବା ସହ ସମସ୍ତେ ଦାୟୀ ହେବେ ବୋଲି ରାଣୀ ପଣ୍ଡା କ୍ରୋଧିତ ହୋଇ କହିଛନ୍ତି ।

ଯେଉଁ ବ୍ୟକ୍ତି ପ୍ରଭୁ ଜଗନ୍ନାଥଙ୍କୁ ଅ-ପ-ମା-ନ ହେଲା ଭଳି କଥା କହିଛି ସେ ସେଠାକୁ ଆସି ପ୍ରଭୁଙ୍କୁ କ୍ଷମା ମାଗିବ ଯାହା ଦେଶର ସବୁ ଜନତା ଦେଖିବେ ଏହା ହିଁ ସେ ବ୍ୟକ୍ତି ପାଇଁ ଉଚିତ ଦ-ଣ୍ଡ ହେବ ବୋଲି ରାଣୀ ପଣ୍ଡା କହିଛନ୍ତି ।

ସେ ବ୍ୟକ୍ତି ବେକରେ ଜୋତାମାଳ ପଡିବା ସହ ତା ମୁହଁରେ ଚୂନକାଳି ବୋଳା ହେବା ସହ ତାକୁ ଆ-ରେ-ଷ୍ଟ କରାଯାଇ ଜେଲ ପଠାଇବାକୁ ରାଣୀ ପଣ୍ଡା କହିଛନ୍ତି । ଯଦି ପ୍ରଶାସନ ବା ଆଇଆଇସି ଏ ମାମଲାରେ କିଛି ପଦକ୍ଷେପ ନ ନିଅନ୍ତି ତେବେ ସେ ବଡଦାଣ୍ଡରେ ବସି ଅନଶନ କରି କିଛି ନ ଖାଇ ନ ପିଇ ଆ-ତ୍ମ-ହୁ-ତି ଦେବେ ବୋଲି ରାଣୀ ପଣ୍ଡା କହିଛନ୍ତି ।

ବନ୍ଧୁଗଣ ଅଭିନେତ୍ରୀ ରାଣୀ ପଣ୍ଡାଙ୍କର ଏପରି ପଦକ୍ଷେପ କେତେ ଦୂର ଠିକ ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *