ଆପଣ ମାନେ ଜାଣିଥିବେ ପରିବାରର ମୁଖ୍ୟ ହେଉଛନ୍ତି ବାପା ଯିଏ ପରିବାରର ମେ-ରୁ-ଦ-ଣ୍ଡ ହୋଇଥାନ୍ତି । କିନ୍ତୁ ଯେତେବେଳେ ବାପା ନିଜ ସ୍ତ୍ରୀଙ୍କୁ ଛାଡି ଅନ୍ୟ ଜଣେ ମହିଳାଙ୍କ ସହ ସ-ମ୍ପ-ର୍କ ରଖିଥାନ୍ତି ସେହି ସମୟରେ ପିଲା ଏମାନେ କେମିତି ଏହାକୁ ସହ୍ୟ କରିବେ । ଏହି ଭି-ଡି-ଓ ରେ ଯେତେବେଳେ ବାପାଙ୍କୁ ଜଣେ ଅଜଣା ମହିଳାଙ୍କ ସହ ତାଙ୍କ ଦୁଇ ଝିଅ ଦେଖିଲେ ସେହି ସମୟରେ ରାସ୍ତାରେ ଗାଡି ଅଟକାଇ ମହିଳାଙ୍କୁ ବାହାରକୁ ଆଣି ଖୁବ ମା-ଡ ମା-ରି-ଛ-ନ୍ତି- ଦୁଇ ଝିଅ । ବାପାଙ୍କ ବିବେକ ବିଷୟରେ କହିବାକୁ ଗଲେ ବାପା ଦୁଇ ଝିଅଙ୍କୁ ଦେଖି ଗାଡି ନ ଅଟକାଇ ଆଗକୁ ନେଇଥିଲେ ।
କିନ୍ତୁ ଦୁଇ ଝିଅ ମଧ୍ୟ ଛାଡି ନ ଥିଲେ । ଏହିଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଭିଲବିଡା ଜିଲ୍ଲା ଜାହାଜପୁରରେ । ଯେତେବେଳେ ଦୁଇ ଝିଅ ବାପାଙ୍କୁ ଆଉ ଜଣେ ମହିଳାଙ୍କ ସହ ଦେଖିଲେ ସେତେବେଳେ ରାସ୍ତାରେ ପା-ଟି-ତୁ-ଣ୍ଡ କରିବାରୁ ଲୋକ ମାନେ ମଧ୍ୟ ଏକତ୍ର ହୋଇଥିଲେ । ସୂଚନା ଅନୁସାରେ ବାପାଙ୍କର ଗତ କିଛି ମାସ ହେବେ ଅଜଣା ମହିଳାଙ୍କ ସହ ପ୍ରେମ ସ-ମ୍ପ-ର୍କ ଥିବା ଯୋଗୁ ଘରେ ଅସାନ୍ତି ସୃଷ୍ଟି ହେଉଥିଲା । ଯେତେବେଳେ ନିଜ ଆଖି ଆଗରେ ବାପାଙ୍କୁ ଆଉ କାହା ସହ ଝିଅ ମାନେ ଦେଖିଲେ ମହିଳାଙ୍କୁ ଗାଡିରୁ ବାହାର କରି ଚା-ପୁ-ଡା ମା-ରି-ଥି-ଲେ ।
ଏହି ସମୟରେ ରାସ୍ତା ରେ ଗ-ହ-ଳି ଦେଖିବାକୁ ମିଳିଥିଲା । କହିବାକୁ ଗଲେ କେଉଁ ଝିଅ ନିଜ ବାପାକୁ ଆଉ କୋଉ ମହିଳା ସହ ଦେଖି ସାହି ପାରିବ । ତେବେ ଲୋକ ମାନେ ଦୁଇ ଝିଅଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନି-ୟ-ନ୍ତ୍ର-ଣ ହୋଇଥିଲା । ଏହି ସମୟରେ ଅ-ଭି-ଯୁ-କ୍ତ ମହିଳା ଜଣକ ସେଠାରୁ ପଳାୟନ କରିଛନ୍ତି ଯାହାର ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ଏହି ଘଟଣା ରୁ ଏତିକି କୁହା ଯାଇପାରେ କି କେବଳ ମହିଳା ମାନେ ନୁହେଁ ବରଂ ବୃଦ୍ଧ ବ୍ୟକ୍ତି ମାନେ ପର ବ୍ୟକ୍ତି ଉପରେ ଭରସା କରି ନିଜର ପରିବାର ଓ ସନ୍ତାନ ମାନଙ୍କ କଥା ଭୁଲି ଯାଉଛନ୍ତି ।
ଯାହାର ପରିସ୍ଥିତି ଓ ପରିଣତି ଆଗକୁ ଯାଇ ଏହି ବ୍ୟକ୍ତିଙ୍କ ଭଳି ହେଉଛି । ଏହି ଘଟଣା ହେଉଛି ଗୋଟିଏ ପରିବାର ଭାଙ୍ଗି ଯାଉଥିବା ଦୁଖଦ କାହାଣୀ । ଯଦି କେହି ବ୍ୟକ୍ତି ଏପରି ଭୁଲ କରୁକନ୍ତି ତେବେ ଏହି ଭି-ଡି-ଓ ଦେଖି ସତର୍କ ରୁହନ୍ତୁ । କାରଣ ଆଗକୁ ଏମିତି ସ୍ଥିତି ଆପଣଙ୍କର ମଧ୍ୟ ହୋଇପାରେ । ଏଠାରେ ଝିଅ ଦୁଇ ଜଣ ଯେଉଁ କାମ କରିଛନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।