Hot Yoga କରୁଥିବା ସମୟରେ Rashmika Mandanna ରେକର୍ଡ କଲେ Video…. ଯାହା ଏବେ ସୋସିଆଲ ମିଡିଆରେ ହେଉଛି ନିଆଁ ପରି ଭାଇରାଲ

ସାଉଥ ଇଣ୍ଡଷ୍ଟ୍ରିର କଳାକାର ମାନେ ବଲିଉଡ କଳାକାର ଠାରୁ କିଛି କମ ନୁହନ୍ତି । ସାଉଥ ଜଗତରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ପର୍ଫୋମାଂସ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ସାଉଥ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ରଶ୍ମିକା ମନ୍ଦାନା ଯୋଗ କରିବା ସମୟରେ ତାଙ୍କର ଭିଡିଓ ଭା-ଇ-ରା-ଲ ହୋଇଛି ଯାହା ବର୍ତ୍ତମାନ ଖୁବ ଜୋରସୋରରେ ଚର୍ଚ୍ଚାରେ ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ସାଉଥ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ରଶ୍ମିକା ମନ୍ଦାନା ପୁରା ହିନ୍ଦୁସ୍ଥାନରେ ନିଜର ସୁନ୍ଦରତା ପାଇଁ ଫ୍ୟାମ୍ସ ହୋଇ ପାରିଛନ୍ତି ।

ସେ ବହୁତ ଜଲ୍ଦି ସାଉଥ ସୁପର ଷ୍ଟାର ଅଲୁ ଅର୍ଜୁନଙ୍କ ସହ ଫିଲ୍ମ “ପୁଷ୍ପା” ରେ ନଜର ଆସିବେ । ଏହା ଛଡା ସେ ଅଭିନେତା ଅମିତାଭ ବଚ୍ଚନଙ୍କ ସହ “ଗୁଡବାଏ” ଫିଲ୍ମ ଓ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଫିଲ୍ମ “ମିସନ ମଜନୂ” ରେ ବଲିଉଡରେ ଦମଦାର ଡେବ୍ୟୁ କରିବାର ନଜର ଆସିବାକୁ ଯାଉଛନ୍ତି । ସେ ତାଙ୍କର ତାମିଲ ଓ ତେଲୁଗୁ ଫିଲ୍ମ ପାଇଁ ମଧ୍ୟ ବ୍ୟସ୍ତ ଥିବାରୁ ଅନେକ ଜାଗାକୁ ଯାତ୍ରା କରିବାକୁ ପଡୁଛି ।

ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅନେକ ଥର ସ୍ପଷ୍ଟ କରା ଯାଇଛି । ରଶ୍ମିକାଙ୍କର ହାଇଦ୍ରାବାଦ ରୁ ମୁମ୍ବାଇ ସଫରକୁ ନେଇ ତାଙ୍କ ପରିବାର ଅନେକ ଚିନ୍ତାରେ ଅଛନ୍ତି ବୋଲି ସେ ଇଣ୍ଟରବିୟୁରେ କହିଛନ୍ତି । କିନ୍ତୁ ପୁରା ସାବଧାନ ସହ ସେ ସଫର କରୁଛନ୍ତି ବୋଲି ରଶ୍ମିକା ନିଜର ରାଏ ଦେଇଛନ୍ତି । ଗତ କିଛି ଦିନ ତଳେ ରଶ୍ମିକା ନିଜ ଭଉଣୀଙ୍କ ଝିଅ ସହ ଏକ ଫୋଟୋ ଶେୟାର କରିଥିଲେ ଯାହା ସୋ-ସି-ଆ-ଲ ମି-ଡି-ଆରେ ଖୁବ ଭା-ଇ-ରା-ଲ ହୋଇଥିଲା ।

ଏହା ଛଡା ତାଙ୍କର ଜିମ ୱାର୍କ ଆଉଟ ଭିଡିଓ ମଧ୍ୟ ସୋ-ସି-ଆ-ଲ ମି-ଡି-ଆରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଏହା ଛଡା ରଶ୍ମିକାଙ୍କୁ ଜିମରୁ ବାହାରିବା ସମୟରେ ବହୁତ ସୁନ୍ଦର ଡ୍ୟାନ୍ସ କରିବାର ମଧ୍ୟ ଦେଖା ଯାଇଥିଲା ଯେଉଁଥିରେ ସେ ବ୍ଲାକ କଲରର ଲଙ୍ଗ ଡ୍ରେସ ସହ ଖୋଲା କେଶରେ ଟୋପି ଲଗାଇ ବହୁତ ଗ୍ଲାମରିୟସ ଲାଗୁଥିଲେ । ତାଙ୍କର ଏହି ଲୁକ କୁ ଦେଖି ତାଙ୍କର ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଛନ୍ତି । ଏହା ଛଡା ରଶ୍ମିକା ଜିମରେ ୱାର୍କ ଆଉଟ କରିବା ସମୟରେ ପିନତ ବାଟର ର ଫାଇଦା କହିବା ସମୟର ଭିଡିଓ ବର୍ତ୍ତମାନ ଭା-ଇ-ରା-ଲ ହେବାରେ ଲାଗିଛି ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ଖୁବ ପସନ୍ଦ କରୁଛନ୍ତି ।

ଏହି ଭିଡିଓରେ ରଶ୍ମିକା ସର୍ଟ ଓ ଟି-ସର୍ଟ ପିନ୍ଧିବାର ନଜର ଆସୁଛନ୍ତି । ଏହା ଛଡା ସେ ପିନଟ ବଟରର ଆଡ କରିବାର ମଧ୍ୟ ନଜର ଆସୁଛନ୍ତି । ଏହା ଛଡା ଏହି ଭିଡିଓ ରେ ରଶ୍ମିକା ବ୍ରାଉନ ରାଇସରେ ପୀନଟ ବଟର ଲଗାଇବାର ଦେଖା ଯାଉଛନ୍ତି । ତେବେ ବହୁତ ଜଲ୍ଦି ଅଭିନେତ୍ରୀ ରଶ୍ମିକା ବଲିଉଡରେ ପାଦ ଦେବାକୁ ଯାଉଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରଶ୍ମିକାଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *