ଶୁକ୍ରବାର 01 ଜାନୁୟାରୀ 2021- ଆଜି ନୂତନ ବର୍ଷର ପ୍ରଥମ ଦିନ କେମିତି ରହିବ 12ଟି ରାଶିର ଜାଣନ୍ତୁ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଅପାନ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :

ଆଜିର ଦିନ ଅନ୍ୟପାଇଁ ଦୌଡା ଦୌଡି କାଟିବ ଓ ଆଉ କାହାର କାମ ପୁରା କରିବାରେ କାଟିବ । କାର୍ଯ୍ୟ କ୍ଷେତ୍ରରେ ଆଜି କିଛି ପରିବର୍ତନ ହୋଇବ ଓ ଆଉ ଏହାକୁ ଏହାର ଲାଭ ମଧ୍ୟ ମିଳିବ । ଆପଣଏନକେ ସାଥି ଏହା ଦେଖି ଚିନ୍ତିତ ହୋଇପାରନ୍ତି । କିନ୍ତୁ ଆପଣ ଆପଣଙ୍କ ଭଲ ବ୍ୟବହାର ଦ୍ଵାରା ସମସ୍ତଙ୍କୁ ଖୁସି କରି ପାରିବେ । ରାତିରେ ସ୍ତ୍ରୀର ସ୍ୱାସ୍ଥ୍ୟ ଖରାପ ହେବ କାରଣରୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଆଜି ଆପଣଙ୍କ ଭାଗ୍ୟ ୭୦ ପ୍ରତିଶତ ସହଯୋଗ କରିବ ।

ବୃଷ :

ଆଜିର ଦିନ ଘର ଲୋକଙ୍କ ସହିତ ବହୁତ ସୁଖରେ ବିତିବ ଓ କାର୍ଯ୍ୟ ପୁରା ହେବ । ମଧ୍ୟାନରେ କୌଣସି ଶୁଭ ସମାଚାର ପ୍ରାପ୍ତ ହୋଇପାରେ । ଆଜି ସ୍ଵାସ୍ଥ୍ୟର ଭଲରେ ଯତ୍ନ ନେବା ଦରକାର ହୋଇଥାଏ । ଆଜି ସନ୍ଧ୍ୟାରେ କୌଣସି  ବନ୍ଧୁଙ୍କର ଆଗମନ ଦ୍ଵାରା ଘରର ମହୋଲ ହସ ଖୁସିରେ ପୁରୀ ଉଠିବ । ରାତିରେ କୌଣସି ମାଙ୍ଗଳିକ କାର୍ଯ୍ୟରେ ସମ୍ମିଳିତ ହେବ ଦ୍ଵାରା ଆପଣଙ୍କ ସନମାନ ବଢିବ ଓ ପ୍ରସନ୍ନତା ମଧ୍ୟ ଆସିବ । ଆଜି ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

ମିଥୁନ :

ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳ ଦେବ । ଓ ଆପଣଙ୍କୁ ପିତାଙ୍କ ଆଶୀର୍ବାଦରୁ କାର୍ଯ୍ୟ କ୍ଷେତ୍ରରେ ବଡ ପ୍ରଭାର ପ୍ରାପ୍ତ ହେବ । ଆଜିର ଦିନ ଆପଣଙ୍କ ବ୍ୟସ୍ତତା ଅଧିକ ରହିବ ଓ ବିର୍ଥ ଖର୍ଚରୁ ବଞ୍ଚନ୍ତୁ । ସନ୍ଧ୍ଯାରୁ ନେଇକି ରାତି ପର୍ଯ୍ୟନ୍ତ ବାହାନର ପ୍ରୟୋଗରେ ଆପଣଙ୍କୁ ସାବଧାନୀ ହେବାକୁ ପଡିପାରେ । ମହାନ ପୁରୁଷଙ୍କ ଦର୍ଶନ କରିବା ଦ୍ଵାରା ମନୋବଳ ବଢିବ ଓ ମନସ୍କାମନା ପୂର୍ଣ ହେବ ।

କର୍କଟ :

ଆଜିର ଦିନ ଗ୍ରହର ସ୍ଥିତି ଆପଣଙ୍କ ରାଶିରେ ଅନୁକୂଳ ହେବ ଦ୍ଵାରା ଆପଣଙ୍କୁ ହଠାତ ବଡ ମାତ୍ରାରେ ଧନ ପ୍ରାପ୍ତ ହୋଇପାରେ । ଆଜି ଆପଣଙ୍କ ବିଜେନେସ ଦ୍ଵାରା ଜଡିତ କିଛି କାମ ଆଉ ଥରେ ଆରମ୍ଭ ହୋଇପାରେ । ଯୋଜନା ଗୁଡିକ ସଫଳ ହୋଇପାରେ । ମାନ ପ୍ରତିଷ୍ଠାର ବୃଦ୍ଧି ହେବ । ଆଜି ଭାଗ୍ୟ ୯୦ ପ୍ରତିଶତ ସହଯୋଗ କରିବ ।

ସିଂହ :

ଆଜିର ଦିନ ଆପଣଙ୍କ ପାଇଁ ଖାସ ଅଟେ ଓ ରାଜନୈତିକ କ୍ଷେତ୍ରରେ ସଫଳତା ମିଳିବାର ଦିନ ଅଟେ । ଆଜି ଆପଣ ନିଜ ପିଲାର କୌଣସି ବଡ ନିସ୍ପତି ନେବାରେ ବ୍ୟସ୍ତ ରହିବ । କିନ୍ତୁ କିଛିବୀ ଜିନିଷ ବୁଝି ବିଚାରୀ ନେବା ଆବଶ୍ୟକ ଅଟେ । ରହିଯାଇଥିବା କାର୍ଯ୍ୟକୁ ଭଲରେ ପୁରା କରିବେ । ପଚନ କ୍ରିୟା ମନ୍ଦ ପଡିପାରେ ଓ ଆଖିର ସମସ୍ଯା ଉପୁଜି ପାରେ । ସନ୍ଧ୍ଯା ସମୟରୁ ନେଇ ରାତ୍ରି ସମୟ ପ୍ରିୟଜନଏନକେ ସହିତ ବିତିବ । ଖାଇବା ପିଇବାରେ ବହୁତ ନିୟତ୍ରଣ ରଖନ୍ତୁ । ଆଜି ଭାଗ୍ୟ ୮୭ ପ୍ରତିଶତ ସହଯୋଗ କରିବ ।

କନ୍ୟା :

ଆଜିର ଦିନ ଆପଣଙ୍କୁ ବହୁତ ଭଲ ଫଳ ପ୍ରଦାନ କରିବ । ମନ ମୁତାବକ କାର୍ଯ୍ୟ କରିବା ଦ୍ଵାରା ମାନ ଖୁସି ହେବ । ବୃଦ୍ଧ ଲୋକଙ୍କ ସେବା ଓ ପୂଣ୍ୟ କାର୍ଯ୍ୟରେ ପଇସା ଖରଚ ହେବ ଦ୍ଵାରା ମନ ବହୁତ ସନ୍ତୁଷ୍ଟ ହେବ । ଏହା ମଧ୍ୟ ସମ୍ଭବ ଅଟେ ଆପଣ ପ୍ରତିଦ୍ଵନ୍ଦୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପାରନ୍ତି । ଆଜି ଭାଗ୍ୟ ୮୧ ପ୍ରତିଶତ ସହଯୋଗ କରିବ ।

ତୁଳା :

ଆଜିର ଦିନ ଛାତ୍ରଙ୍କ ପାଇଁ ଶୁଭ ଫଳ ଦେବ । ଶିକ୍ଷା ଓ ପ୍ରତିଯୋଗୀତା କ୍ଷେତ୍ରରେ ବିଶେଷ ଉପଲବଧିର ଯୋଗ ରହିଛି । ଶିକ୍ଷା ଓ ପ୍ରତିଯୋଗୀତା କ୍ଷେତ୍ରରେ ବିଶେଅସ ଉପଲବ୍ଧିର ଯୋଗ ରହିଛି । ଆୟର ନୂଆ ବାଟ ଖୋଲିବ । ଜୀବନସାଥିର ସହଯୋଗ ଓ ସାନିଧ୍ୟ ପର୍ଯ୍ୟାପ୍ତ ମାତ୍ରାରେ ମିଳିବ । ଯାତ୍ରାର ଯୋଗ ରହିଛି ଓ ଆପଣଙ୍କୁ ଲାଭ ହୋଇପାରେ । ଆଜି ଭାଗ୍ୟ ୯୦ ପ୍ରତିଶତ ସହଯୋଗ କରିବ ।

ବିଛା :

ଆଜିର ଦିନ ଗ୍ରହ ମାନଙ୍କର ଶୁଭ ଫଳ ସହିତ ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ ଓ ଆପଣଙ୍କୁ ମନ ପସନ୍ଦ କାର୍ଯ୍ୟ କରିବାକୁ ମିଳିବ । ଯଶ କୀର୍ତି ଦ୍ଵାରା ବୃଦ୍ଧି ହେବ । ରହିଯାଇଥିବା କାର୍ଯ୍ୟ ସିଧି ହେବ ଓ ପ୍ରିୟଜନଙ୍କ ସହିତ ଭେଟା ହୋଇପାରେ । କଥା ଉପରେ କଣ୍ଟ୍ରୋଲ ନରଖିଲେ ଆପଣଙ୍କର କ୍ଷତି ହୋଇପାରେ ଓ ଆପଣଙ୍କ ଚାବି ଖରାପ ହୋଇପାରେ । ସନ୍ଧ୍ଯା ସମୟରେ ପ୍ରିୟଜନଙ୍କ ସହିତ ଭେଟା ହୋଇପାରେ ।

ଧନୁ :

ଆଜିର ଦିନ ବହୁତ ଧନ ଖର୍ଚ କରିବା ଦ୍ଵାରା ଓ ଘର ଜିନିଷ କିଣିବେ । ସାଂସାରିକ ସୁଖ ଓ ଭୋଗ ସାଧନାରେ ବୃଦ୍ଧି ହେବ । ଅଧିନାସ୍ତି କର୍ମ ଚାରି ଓ କେହି ସମ୍ବନ୍ଧୀୟ କାରଣରୁ ଚିନ୍ତା ବଢିପାରିବ । ଟଙ୍କା ପଇସାରେ ସାବଧାନୀ କରନ୍ତୁ, ଧନ ଫସିପାରେ । ଆଜି ଦିନରେ ଆପଣଙ୍କୁ ସରକାରୀ କାର୍ଯ୍ୟରେ ଫସିବାକୁ ପଡିପାରେ । ଯେଉଁଥିରେ ଅତ୍ୟନ୍ତ ଆପଣନାକ ବିଜୟ ହେବ ।

ମକର :

ଆଜିର ଦିନ ବିଜନେସ ଓ ଟଙ୍କା ପଇସା ମାମଲାରେ ଆପଣଙ୍କ ଭଲ ବିତିବ ଓ ଭାଗ୍ଯରବି ଆପଣଙ୍କ ସହଯୋଗ ମିଳିବ । ବ୍ୟବସାୟରେ ପରିବର୍ତନର ଯୋଜନା ବନିବ । ପ୍ରତିଯୋଗୀ ପରୀକ୍ଷାରେ ସଫଳତା ପ୍ରାପ୍ତ ହେବ ଓ ପାରିବାରିକ ଉତ୍ତର ଦାଇତ୍ଵପୂର୍ଣ ହେବ ।  ସନ୍ଧ୍ଯା ସମୟରେ ଯାତ୍ରା ସଯୋଗ ହୋଇପାରେ । ବାହନ ପ୍ରଯୋଗରେ ସାବଧାନୀ ଅବଲମ୍ବନ କରନ୍ତୁ । ବାହନ ହଠାତ ଖରାପ ହେବା ଦ୍ଵାରା ଖର୍ଚ ବଢିପାରେ । ଆଜି ଭ୍ଜ୍ଞା ୭୧ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :

ଆଜିର ଦିନ ଆପଣଙ୍କ ପାଇଁ କଷ୍ଟ ଭରା ରହିବ । ମୌଷମ ବିପରୀତ କାରଣରୁ ଶରୀରରେ ଆଳସ୍ୟ ବଢିପାରେ ଓ ପୁରା ଶରୀର ବହୁତ ବିନ୍ଧା ହୋଇପାରେ । ଶରୀର କଷ୍ଟ ହେବାରୁ ଦୌଡା ଦୌଡି ଓ ଅଧିକ ଖରଚ ହେବାର ସ୍ଥିତି ଆସିପାରେ । ସମ୍ପତି କିଣିବା ଓ ବିକିବା ପୂର୍ବରୁ ସବୁ ବୈଧାନିକ ଜିନିଷର ଯାଞ୍ଚ କରିବା ଉଚିତ । ସନ୍ଧ୍ଯା ସମୟରେ ପତ୍ନୀ ଓ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି ।

ମୀନ:

ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଓ ବୈବାହିକ ଜୀବନରେ ଆନ୍ଦନର ବୃଦ୍ଧି ହେବ । ଆଜି ଦୂର ଯାତ୍ରା କରିପାରନ୍ତି । ବିଜନେସରେ ପ୍ରଗତି କାରଣରୁ ଖୁସି ହେବେ । ବିଦ୍ୟାର୍ଥୀଙ୍କ ଭାରରୁ ଛୁଟକାରା  ମିଳିବ । ସନ୍ଧ୍ଯା କାଳ ସମୟ ବୁଲିବା ସମୟରେ କିଛି ମହତ୍ବପୂର୍ଣ  ସୂଚନା ମିଳିପାରେ । ଆପଣଙ୍କ ମନ ମଧ୍ୟ ରିଲାକ୍ସ ହେବ । ମାତା ପିତାଙ୍କ ସଲାହା ଉପଯୋଗୀ ସିଦ୍ଧି ହେବ । ଆଜି ଭାଗ୍ୟ ୮୯ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *