ଗୁରୁବାର 14 ଜାନୁୟାରୀ 2021- ଆଜି ମକର ସଙ୍କ୍ରାନ୍ତିରେ ଏହି 4ଟି ରାଶି ଭୋଗ କରିବେ ରାଜଯୋଗ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ:-

ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ଓ ଯଦି କେହି ଆପଣଙ୍କୁ ଆର୍ଥିକ ସାହାର୍ଯ୍ୟ ମାଗନ୍ତି ତେବେ ନିଶ୍ଚିତ ରୂପରେ କରନ୍ତୁ । ଆପଣଙ୍କୁ ଏଥିରେ ପୂଣ୍ୟ ପ୍ରାପ୍ତି ହେବ ଓ ଆଉ ଭାଗ୍ୟ ଆପଣଙ୍କ ସାଥ ଦେବ । କୌଣସି କଠିନ ସମସ୍ୟାର ସମାଧାନ ହୋଇଯିବ । ବଡ ମାନଙ୍କଠାରୁ ସଜେସନ ନେଲେ ଭଲ ହେବ । ଆଜି ଆପଣଙ୍କୁ କୌଣସି ଯାତ୍ରାରେ ଯିବାକୁ ପଡିପାରେ ଆଉ ଏହି ଯାତ୍ରାରେ ଲାଭ ହେବ । ଆଜି ଭାଗ୍ୟ ୮୦ ପ୍ରତିଶତ ସାଥ ଦେବ ।

ବୃଷ :-

ଆଜିର ଦିନ ଆପଣ ସମସ୍ଯାକୁ ସମାଧାନ କରିବାରେ ବିତିଯିବ । କୌଣସି ପ୍ରତିଯୋଗିତାରେ ଛାତ୍ର ଆଜି ସଫଳତା ପ୍ରାପ୍ତ ହୋଇବ । ପ୍ରେମ ମାମଲାରେ ଆଜିର ଦିନ ଠିକ ଅଟେ ଯେଉଁ ଲୋକ ପ୍ରେମ ଅ ପଥରେ ଅଛନ୍ତି ତାଙ୍କୁ ଭବିଷ୍ୟତରେ ପୁରା ସଫଳତା ମିଳିବ ଓ ଆଜି ଆପଣଙ୍କୁ ନିବେଶ ମାମଲାରେ ଲାଭ ମିଳିବ । ଆଜି ଭାଗ୍ୟ ୭୮ ପ୍ରତିଶତ ସହଯୋଗ କରିବ ।

ମିଥୁନ :-

ଆଜି ଆପଣ ଅନ୍ୟର ଇମୋଶନକୁ ବୁଝନ୍ତୁ ଓ ଚିହ୍ନନ୍ତୁ ଆଉ ତାଙ୍କ ଅନୁସାରେ ଚାଲିବେତ ଆପଣଙ୍କୁ ବହୁତ ଆତ୍ମା ସନ୍ତୋଷ ମିଳିବ । ଅଫିସରେ ଟିମ ୱର୍କ ଜରିଆରେ ଆପଣ କୌଣସି କଠିନ ଅସୁବିଧାର ସମାଧାନ କରିବାରେ ସଫଳ ହେବେ । ଆଉ ଆପଣଙ୍କୁ ଆପଣଙ୍କ ପ୍ରୟାସରେ ସଫଳତା ମିଳିବ । ଆଜି ଭାଗ୍ୟ ୮୩ ପ୍ରତିଶତ ସାଥ ଦେବ ।.

କର୍କଟ :-

ଆଜି ଆପଣଙ୍କ ପାଖରେ ନିଜକୁ ପ୍ରମାଣିତ କରିବା ପାଇଁ ବହୁତ ମଉକା ମିଳିବ । ସେଇ ସୁଯୋଗକୁ ଚିହ୍ନି ତାକୁ କାମରେ  ଲଗାଇବା ଆପଣଙ୍କ ଦାୟିତ୍ଵ ଅଟେ । ଆପଣଙ୍କୁ ସଫଳତା ପାଇବା ପାଇଁ ଏବେ ଟିକେ ପ୍ରୟାସ କରିବାର ଆବଶ୍ୟକତା ରହିଛି । ଆଉ ସୁଯୋଗ ବାର ବାର ଆସିନଥାଏ । ଆପଣଙ୍କ ପାଇଁ ଏହି ସମୟ ବହୁତ ଭଲ ଅଟେ । ଲାଭ ଉଠାନ୍ତୁ । ଆଜି ଭାଗ୍ୟ ୮୧ ପ୍ରତିଶତ ସହଯୋଗ କରିବ ।

ସିଂହ :-

ଆଜି ଗ୍ରହର ସ୍ଥିତି ଆପଣଙ୍କୁ ଲାଭ ଦେବ ଓ ଆଜିର ଦିନ ଆପଣଙ୍କ ପାଇଁ ଖୁସିରେ ଭରା ରହିବ । କାହା ସହିତ ବାଦବିବାଦ ଓ ଯୁକ୍ତି ତର୍କରେ ଆପଣଙ୍କ ଜିତ ହୋଇପାରେ । ବିଜନେସ କାମରେ କାହାର ସହାୟତା ନେବାକୁ ପଡିପାରେ । ଆପଣ ଏବେ କୌଣସି ନୂଆ ଡିଲ ସାଇନ କରିବେ । ସବୁ ନୂଆ କାମରେ କାନୁନି ଉପରେ ଭଲସେ ନଜର  ରଖନ୍ତୁ, ତେବେ ଆପଣଙ୍କୁ ଲାଭ ହେବ ।

କନ୍ୟା :-

ଆଜି ଦିନ ଆପଣ କାମର ବୋଝରେ ଡୁବିକି ରହିବେ । ଆଜି ଆପଣଙ୍କୁ ବହୁତ ସାରା ଦାୟିତ୍ଵ କରିବାର ଦିନ ଅଟେ । ଘରର ସବୁ ଅଧା ରହିଥିବା କାମକୁ ପୁରା କରିବାର ସୁଯୋଗ ମିଳିବ । ଆଉ ଅଥିରେ ଆପଣଙ୍କୁ ସଫଳତା ମଧ୍ୟ ମିଳିବ । ସନ୍ଧ୍ଯା ସମୟରେ ଆପଣଙ୍କ ପ୍ରିୟ ଲୋକଙ୍କ ସହିତ ବୁଲିବାର ପ୍ଳାନ ବନାଇ ପାରନ୍ତି ।  ଆପଣଙ୍କ ମନ ପ୍ରସନ୍ନ ରହିବ । ବିଜନେସରେ କୌଣସି ପ୍ରକାର ରିସ୍କ ନିଅନ୍ତୁ ନହିଁ ।

ତୁଳା :-

ଆଜି ଆପଣ ଆପଣଙ୍କ ପୁରୁଣା ବାକି ଦେବାରେ ସଫଳ ହେବେ ଓ ସମ୍ଭବ ହେଲେ ଆପଣ ଆଉ କିଛି ଲୋକଙ୍କୁ ଉଧାର ମଧ୍ୟ ଦେବେ । ଆଜି ଆପଣ କୌଣସି ଜରୁରୀ ସପିଙ୍ଗ କରିପାରନ୍ତି । ଆପଣଙ୍କ ପଇସା ଠିକସେ ରଖନ୍ତୁ । ଅମିତି ଜିନିଷ କେବେବି କିଣନ୍ତୁ ନହିଁ ଯାହା ଆପଣଙ୍କ କାମରେ ଆସିବ ନହିଁ । ଏହା ଦ୍ଵାର ଆପଣଙ୍କ ସମୟ ଖରାପ ହେବ ଓ ଲାଭ ନହିଁ ।

ବିଛା :-

ଆଜିର ଦିନ ବହୁତ ବ୍ୟସ୍ତତାର ସହିତ କଟିବ ଓ ଆପଣଙ୍କୁ କାମରେ ଫସିବାକୁ ପଡିପାରେ । ଦିନର ପ୍ରଥମ ଭାଗରେ ସମ୍ଭବ ହୋଇପାରେ କୌଣସି ଜରୁରୀ କମ ଆସିପାରେ । ଆଉ ଆପଣଙ୍କୁ ଆପଣଙ୍କ ସମୟ ଦେବାକୁ ପଡିପାରେ । ବହୁତ ପୁରୁଣା ସାଙ୍ଗ ଆସିପାରେ । ଯଦି ଉଧାର ମାଗନ୍ତି ତେବେ ଆପଣ ଆପଣଙ୍କ ସେଭିଙ୍ଗ ଉପରେ ନଜର ପକାନ୍ତୁ । ଫାଲଟୁ ଖର୍ଚ ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ଆଜି ଭାଗ୍ୟ ୮୯ ପ୍ରତିଶତ ସହଯୋଗ କରିବ ।

ଧନୁ :-

ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ କିଛି ନୂଆ ଉତ୍ତର ଦାୟିତ୍ଵ ପ୍ରାପ୍ତ ହୋଇପାରେ । କୌଣସି କ୍ରିଏଟିଭ କମରେ ଆପଣଙ୍କ ରୁଚି ବଢିପାରେ । ଜରୁରୀ ଜିନିଷ କିଣିବାରେ ସନ୍ଧ୍ଯା ସମୟ ବିତିବ । ଘରେ ଗୁରୁଜନ ମାନଙ୍କ ସହିତ ଯୁକ୍ତି କରନ୍ତୁ ନହିଁ । ଏହା ସବୁ ଘରର ଶାନ୍ତି ପାଇଁ ଠିକ ନୁହେଁ । ଆପଣଙ୍କ ମନ କୌଣସି କାରଣରୁ ଅଶାନ୍ତି ହୋଇପାରେ । ଯଦି ଆପଣଙ୍କୁ କିଏ ସଜେସନ ଦିଏ ତାହେଲେ ତାକୁ ସୁନନ୍ତୁ କରଣ କେତେବେଳେବି ଦରକାର ହୋଇପାରେ ।

ମକର :-

ଆଜି ସକାଳୁ ଆପଣ ଊର୍ଜାରେ ଭରା ରହିବେ ଓ ମନ ପ୍ରଶନ୍ନ ଓ ଆନନ୍ଦ ମୟ ରହିବ । ଚାକିରି କ୍ଷେତ୍ରରେ ଆପଣଙ୍କୁ ଆଜି ସଫଳତା ମିଳିପାରେ । ଆପଣଙ୍କ ଭିଆରେ ନୂଆ ଶକ୍ତି ଓ ଏନର୍ଜି ରହିବ । କୌଣସି ଲଭ ଆଫେୟାରକୁ ନେଇ ଆପଣ ବହୁତ ଖୁସି ରହିବେ । ହୃଦୟ କଥା କହିବାର ଏହା ସବୁଠୁ ଭଲ ସମୟ ଅଟେ । ଆପଣଙ୍କୁ ଏହି ସମୟରେ କାମ ହେବାର ଦେଖାଯିବ । ଆଜି ଭାଗ୍ୟ ୮୪ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :-

ଆଜିର ଦିନର ପ୍ରଥମ ଭାଗରେ ଆପଣଙ୍କୁ ଅଳ୍ପ ଧନର ଲାଭ ହେବାର ସମ୍ଭାବନା ଅଛି । କୌଣସି ଚାକିରି ଆରମ୍ଭରେ ଛୋଟ ବା ବଡ ହୋଇନଥାଏ । ଥରେ ଖାଲି ଅନୁଭବ ହୋଇଗଲେ ଦୁନିଆ ମୁଠିରେ ରହିବ । ଆପଣଙ୍କୁ ମନ ଲଗାଇ କାମ କରିବା ଉଚିତ । ଅବଏ କରିଥିବା ପରିଶ୍ରମ ଆପଣଙ୍କୁ ଭବିଷ୍ୟତରେ କାମରେ ଆସିବ । ଆଜି  ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

ମୀନ :-

ଆଜି ଆପଣ ନିଜ ଭିତରେ ଖୁସିରେ ରହିବେ । କୌଣସି ବିରୋଧୀ ଆଲୋଚନାକୁ ଧ୍ୟାନରେ ରଖନ୍ତୁ ନହିଁ  ଆଉ ନିଜ କାମ ଉପରେ ଧ୍ୟାନ ରଖନ୍ତୁ । ସଫଳତା ଦିନେ ନା  ଦିନେ ଆପଣଙ୍କୁ ମିଳିବ । ମନ ପୁରା ଆପଣଙ୍କ ସହଯୋଗ କରିବ । ମାନ ସନମାନରେ ବୃଦ୍ଧି ହେବ । ଆଜି ଭାଗ୍ୟ ୯୦ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *