ରସୁଣ ଖାଉଛନ୍ତି କି? ତେବେ ଥରେ ନିଶ୍ଚୟ ଦେଖନ୍ତୁ- ଜାଣନ୍ତୁ ଏହି ଭୟଙ୍କର କଥା

ଆପଣ ଯଦି ଜୀବନରେ ସମ୍ପୂର୍ଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ଏହି କଥା ମାନେ ରଖନ୍ତୁ ଯେତେବେଳେ ସକାଳୁ ଉଠିବେ ଏହିଭଳି ଜିନିଷ ଖାଆନ୍ତୁ । ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ । ଏମିତି ବହୁତ ଜିନିଷ ଅଛି ଯାହା ଆପଣ ସକାଳୁ ଉଠି ଖାଇ ପାରିବେ ଶେଠୀ ମଧ୍ୟରୁ ଗୋଟିଏ ହେଉଛି କଞ୍ଚା ରସୁଣ ।

ରସୁଣର ବ୍ୟବହାର ଯଦି ଆପଣ ସକାଳୁ ଉଠି ଖାଇବେ ତେବେ ତାହା ଆପଣଙ୍କ ଶରୀର ପାଇଁ ବରଦାନ ହୋଇଥାଏ । ଆଜିର ଏହି ଲେଖାରେ ଦୁଇଟି ଜିନିଷ ବିଷୟରେ ଆଲୋଚନା କରିବା । ଯାହା ପ୍ରଥମଟି ହେଉଛି କଞ୍ଚା ରସୁଣ ଖାଇବାର ଲାଭ ବିଷୟରେ । ଆପଣଙ୍କୁ କହିବୁଯେ କେଉଁ କେଉଁ ଜାଗାରେ ରସୁଣ ଖାଇବେ ନାହିଁ ।

ଏହି ରସୁଣକୁ ଆୟୁର୍ବେଦରେ ଔଷଧ ବୋଲି କୁହାଯାଇଛି । କିନ୍ତୁ ଗୋଟେ ଅଉଷଧକୁ ବ୍ୟବହାର କରିବାର ଲିମିଟ ମଧ୍ୟ ରହିଥାଏ ଏବଂ ଏହା ସହିତ କିଛି ପ୍ରତିବନ୍ଧକ ମଧ୍ୟ ରହିଥାଏ । ଆପଣ ନିଜକୁ ଓ ପରିବାରକୁ ସୁସ୍ଥ ରଖବାକୁ ଚହୁଁଛନ୍ତି ତେବେ ସକାଳୁ ରସୁଣର ଗୋଟେ କି ଦୁଇଟି କୋଲା ଆଣି ଖାଆନ୍ତୁ । ଯେତେବେଳେ ଆପଣ ସକାଳୁ ଉଠୁଛନ୍ତି ରସୁଣର ଗୋଟେ କୋଲା ଆଣି ଚୋବାଇକି ଖାଆନ୍ତୁ । କିନ୍ତୁ ମାନେ ରଖନ୍ତୁ ପ୍ରଥମେ ଖାଇବାକୁ ଟିକେ ଭଲ ଲାଗେନୀ ।

କିନ୍ତୁ ଏହାର ଲାଭ ବହୁତ ରହିଛି ଯାହାକି ଆମେ ଆଲୋଚନା କରିବା । ଯଦି ଆପଣ ଖାଲି ପେଟରେ ରସୁଣ ଖାଉଛନ୍ତି ତେବେ ପ୍ରଥମ ଲାଭ ହେଉଛିକି କାଶ, ଥଣ୍ଡା, କଫରୁ ମୁକ୍ତି ପାଇବେ । ଜାତି ଆପଣ ଗୋଟିଏ ରସୁଣର କୋଲା ଆଣି ଖାଇବେ ଆପଣ ଥଣ୍ଡା ଶରଦୀଠୁ ସବୁବେଳେ ଦୂରରେ ରହିବେ । ଆଉ ଯଦି ଛୋଟ ପିଲାଙ୍କୁ ଦେବାକୁ ଚାହୁଁଛନ୍ତି ଗୋଟିଏ କୋଲାର ଅଧା ଆଣି ଦେଇପାରିବେ । ଏମିତି କରିବା ଦ୍ଵାରା ଛୋଟ ପିଲାଙ୍କୁ ଥଣ୍ଡା କାଶସ ହେବ ନାହିଁ ।

ଦିତୀୟ କଥା ହେଉଛି ଆପଣଙ୍କ ପେଟ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଥାଏ । ପେଟରେ ଗ୍ୟାସ ହେବା ଗୋଟେ ସାଧାରଣ କଥା, ଏହି ଗ୍ୟାସ ପାଇଁ ମେଡିସିନ ମଦ୍ୟ ଖାଇଥାନ୍ତି । ଯଦି ଆପଣଙ୍କର ଗ୍ୟାସ ସମସ୍ୟା ରହିଛି ପ୍ରତିଦିନ ସକାଳୁ ଗୋଟେ ରସୁଣ ଖାଆନ୍ତୁ । ଏହା ଦ୍ଵାରା ପେଟ ଜନିତ ସବୁ ସମସ୍ୟା ଦୂର ହେବ । ଆଗାମୀ ଲାଭ ହେଉଛି କ୍ୟାନ୍ସରଠୁ ମଧ୍ୟ ଦୂରେଇ ରହିପାରିବେ । କଣ ଆପଣ ଜାଣିଛନ୍ତି ଏହି ରସୁଣ କ୍ୟାନ୍ସର ରୋଗ ମଧ୍ୟ ଭଲ କରିଥାଏ । ଯଦି ଆପଣ କ୍ୟାନ୍ସର ଠୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ସକାଳୁ ଉଠି ରସୁଣର ଗୋଟେ କୋଲା ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *