ଗିରଫ ହେଲେ ରସିକିଆ ସାହିତ୍ଯ ଓ ସଂସ୍କୃତ ସାର । ମିଛ ପ୍ରତିଶ୍ରୁତି ଦେଇ ଅ-ସ-ଦା-ଚ-ର-ଣ ପାଇଁ କରିଥିଲେ ଉଦ୍ୟମ । ଜଙ୍ଗଲ ରାସ୍ତାରେ ଏକ ଛାଡି ଫେରାର ହୋଇଥିଲେ । ହଁ ଦର୍ଶକ ବନ୍ଧୁ ପେସା ଶିକ୍ଷକତା ନିଶା କିନ୍ତୁ କିଛି ଅଲଗା । ସ୍କୁଲରେ ସାହିତ୍ଯ ଓ ସଂସ୍କୃତ ପଢାଉଥିବା ବେଳେ ଛାତ୍ରୀ ଙ୍କୁ ଭଲ ପାଇ ବସିଲେ । ଖାଲି ଭଲ ପାଇଲେ ତାହା ନୁହେଁ ବରଂ ତାଙ୍କୁ ମିଛ ପ୍ରତିସ୍ରୁତି ଦେବାକୁ ପଛାଇଲେନି ।
ଏମିତିକି MBD କିଣିବାକୁ କହିଲେ ଆଉ ବାଇକରେ ବି ବସାଇ ନେଲେ । କିନ୍ତୁ ସାରା ଙ୍କ ମନରେ ଥିବା ମନ୍ଦ ଉଦ୍ଦେଶ୍ୟର ଟେର ପାଇ ନ ଥିଲେ ଛାତ୍ରୀ ଜଣକ । ସାର ଙ୍କ ସହ ଗାଡିରେ ଯାଉଥିବା ବେଳେ ନିଛାଟିଆ ରାସ୍ତା ଦେଖି ଅ-ସ-ଦା-ଚ-ର-ଣ କରିବାକୁ ଉଦ୍ୟମ କରିଲେ । ହେଲେ ଛାତ୍ରୀ ଜଣକ ଚିତ୍କାର କରିବାରୁ ଜଙ୍ଗଲରେ ଛାଡି ଫେରାର ମାରିଲେ ଶିକ୍ଷକ ଜଣକ ।
ଆଉ ପୁରା ଘଟଣା ଜଣା ପଡିବା ପରେ ଏବେ ଗି-ର-ଫ ହୋଇଛନ୍ତି ରସିକିଆ ସାର । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅ-ସ-ଦା-ଚ-ର-ଣ କରିଲେ ସାହିତ୍ଯ ସାର । ଅ-ଭି-ଯୋ-ଗ ଆସିବା ପରେ ଗି-ର-ଫ ହୋଇ ଜେଲ ଗଲେ । ଗି-ର-ଫ ହୋଇଥିବା ସାର ହେଉଛନ୍ତି ଖପରାଖୋଲ କଡ ଗାଁ ର ସତ୍ୟ ନାରାୟଣ ନାୟକ । ଯୋଗୀମୁଣ୍ଡା ହାଇ ସ୍କୁଲରେ ସଂସ୍କୃତ ଓ ସାହିତ୍ଯ ପାଠ ପଢାଉ ଥିଲେ ।
ହେଲେ ପାଠ ପଢାଉ ପଢାଉ ନବମ ଶ୍ରେଣୀ ଛାତ୍ରୀ ଙ୍କୁ ମିଛ ପ୍ରେମ ଜାଲରେ ଫସାଇଥିଲେ । ଏହା ପରେ MBD ବହି କିଣି ଦେବାକୁ କହି ପାଟଣାଗଡ କୁ ଯିବାକୁ କହିଥିଲେ । ଏମିତିକି ନିଜ ବାଇକରେ ବସାଇ ଛାତ୍ରୀ ଙ୍କୁ ବି ଆଣିଥିଲେ । ଯୋଗୀମୁଣ୍ଡା ରୁ ପାଟଙ୍ଗାଦ କୁ ପକ୍କା ରାସ୍ତା ଥିବା ପରେ ବି ଜଙ୍ଗଲ ଦେଇ ଯାଉଥିଲେ । ଏହି ରାସ୍ତା ରେ ନିଛାଟିଆ ସ୍ଥାନ ଦେଖି ଛାତ୍ରୀ ଙ୍କୁ ଅ-ସ-ଦା-ଚ-ର-ଣ କରିବାକୁ ଉଦ୍ୟମ କରିଲେ ।
ହେଲେ ସାର ଙ୍କ କଥାରେ ଛାତ୍ରୀ ଜଣକ ରାଜି ନ ହେବା ସହ ପାଟି କରିଥିଲେ । ପରେ ଘଟଣା ସ୍ଥଳରୁ ସାର ଫେରାର ମାରିଥିଲେ । ଘଟଣା ପରେ ପରିବାର ପକ୍ଷରୁ ଥାନାରେ ଅ-ଭି-ଯୋ-ଗ କରାଯିବା ପରେ ସାର ଙ୍କୁ ଗି-ର-ଫ କରିବା ସହ ଡାକ୍ତରୀ ମାଇନା କରାଇଛି ପୋଲିସ । ଏହା ସହ ବଲାଙ୍ଗୀର କୋର୍ଟ କୁ ସାର ଙ୍କୁ ଚାଲାଣ କରାଜିଥିବା ପାଟଣାଗଡ ଉପକୁଣ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ଏବେ ନୁହେଁ ପୂର୍ବରୁ ମଧ୍ୟ ଏମିତି ସ-ଙ୍ଗି-ନ ଅ-ଭି-ଯୋ-ଗ ସାର ଙ୍କ ନାଁ ରେ ଆସିଛି । ଆଉ ଏବେ ପୁଣି ଥରେ ଏମିତି ମାମଲା ସମାନ କୁ ଆସିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ସହ ପୁରା ଘଟଣାର ଯାଞ୍ଚ ହେବାକୁ ଦାବି ହୋଇଛି । ସେପଟେ ଶିକ୍ଷକ ଙ୍କର ପ୍ରତିକ୍ରିୟା ମିଳିପାରି ନାହି ।ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।