ଶନିବାର 15 ଫେବୃୟାରି 2020 – ଶନିଦେବଙ୍କ କୃପାରୁ ଏହି ୫ଟି ରାଶିଙ୍କ ସବୁ ସମସ୍ୟା ହେବ ଦୂର

ଆମେ ଆପଣଙ୍କୁ ଶନିବାର ଦିନ ୧୫ ଫେବୃୟାରି ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇ ଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଦାମ୍ପତ୍ୟ ଜୀବନ ସୁଖମୟ ହବ, ଆପଣଙ୍କ ଭଲ ବ୍ୟବହାର ଦ୍ଵାରା ଅନ୍ୟ ଲୋକ ଆପଣଙ୍କ ପ୍ରତି ଆକର୍ଷିତ ହୋଇବେ । ଆପଣ ନିଜ ମନ ଇଛା କ୍ଷେତ୍ର ରେ ବୃଦ୍ଧି ପାଇବେ, ପ୍ରସିଦ୍ଧ ଲୋକଙ୍କ ସହ ମିଳା ମିଶା ଆପଣଙ୍କୁ ନୂଆ ରାସ୍ତା ଏବଂ ଯୋଜନା ଦେଖା ଜୀବ । ଶିକ୍ଷା କ୍ଷେତ୍ର ରେ ଆଜି ଆପଣଙ୍କୁ ସଫଳତା ପ୍ରାପ୍ତ ହବ, ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି ତେବେ ଆପଣ ନିଜକୁ ପାଠରେ ଆଗକୁ ଦେଖିବାକୁ ପାଇବେ ।

ବୃଷ :

ଆଜି ଆପଣ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ଏହା ଦ୍ଵାରା ବହୁତ ପ୍ରକାର ସଫଳତା ପ୍ରାପ୍ତ କରି ପାରିବେ । ଆଜି ଆପଣ କାହାକୁ ବି ଧନ ଉଧାର ଦିଅନ୍ତୁ ନାହିଁ ଆପଣଙ୍କ ରାଶି ଅନୁଯାଇ ଧନ ଆଜି ଗଲେ ଫେରିବ ନାହିଁ । ଧନ ସମ୍ବନ୍ଧିତ ଲାଭ ହବାର ସମ୍ଭାବନା ଅଛି । ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ଅତ୍ୟଧିକ କଷ୍ଟ କରିବାକୁ ପଡିବ ।

ମିଥୁନ :

ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ପାଇଁ ଉତେଜିତ ହୋଇବ, କୌଣସି ବୁଦ୍ଧିମାନ ଲୋକ କଥା ପାଇଁ ଆପଣଙ୍କୁ ବହୁତ ଭଲ ଲାଭ ପ୍ରାପ୍ତ ହବ । ବଡ ଲାଭ ହବାର ସମ୍ଭାବନା ଅଛି, ଆଜି ଆପଣ ଯୋଗ୍ୟ ଲୋକଙ୍କ ସହ ସମ୍ପର୍କ ଗଢି ପାରିବେ । ଆପଣଙ୍କୁ ନିଜ କାମ ପାଇଁ ଟାଇମ ତେବଲ ବନେଇକି ଚଳିବା ଆବଶ୍ୟକ ଅଟେ ତେବେ ଯାଇ ଆପଣଙ୍କ କାର୍ଯ୍ୟ ପୂର୍ଣ ହବ ନଚେତ କାମ ଅପୂର୍ଣ ରହିବ ।

କର୍କଟ :

ଆଜି ଆପଣ କାହା କଥା ମାନି କୌଣସି ନିଷ୍ପତ୍ତି କରନ୍ତୁ ନାହିଁ, ନଚେତ ଆପଣଙ୍କୁ କାନ୍ଦିବାକୁ ପଡି ପାରେ ସେଥିପାଇଁ ସଚେଟ ରୁହନ୍ତୁ । ଆଜି କୌଣସି ନିଷ୍ପତ୍ତି ଜଲ୍ଦି ଜଲ୍ଦି କରନ୍ତୁ ନାହିଁ ସବୁ ଖରାପ ହୋଇ ପାରେ ଭଲ କାମ ମଧ୍ୟ ଖରାପ ହୋଇ ପାରେ ଧ୍ୟାନ ରଖନ୍ତୁ, ଏବଂ ସନ୍ତାନ ସାହାଜ୍ଯ ଏବଂ ଭଲ ପାଇବା ପ୍ରାପ୍ତ ହବ, ବିଦ୍ୟାର୍ଥୀମାନଙ୍କ ପାଠ ଉପରେ ମନ ରହିବ ।

ସିଂହ :

ଆଜି ଆପଣ ପରିବାର ସହ କେଉଁ ଜାଗା ବୁଲିବାକୁ ଯାଇ ପାରନ୍ତି, ବ୍ୟବସାୟ ବା ଚାକିରି ରେ କିଛି ଚିନ୍ତାପୂର୍ଣ ସ୍ଥିତି ହୋଇ ପାରେ । ଆଜି ଆପଣଙ୍କୁ ନୂଆ ଏବଂ ତୀର୍ଥ ସ୍ଥାନ ବୁଲିବା ପାଇଁ ଯୋଗ ହେଉଛି, ନିଜ କାମ ଏବଂ ଶବ୍ଦ ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଆପଣ ନିଜ ମୁଣ୍ଡ ଥଣ୍ଡା କରି କାମ କରନ୍ତୁ ଆପଣଙ୍କ ପାଇଁ ଲାଭକାରୀ ହବ । ଆଜି ଦିନ ଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ ।

କନ୍ୟା :

ଆଜି ଆପଣ ନିଜ ପରିଶ୍ରମ ଏବଂ ସମ୍ପୂର୍ଣ କାମ ପାଇଁ ଅନ୍ୟ ଲୋକଙ୍କ ଠାରୁ ଆଗେଇ ରହିବେ । କିଛି ଲୋକ ପାରିବାରିକ ସୁଖ ଶାନ୍ତି ପାଇଁ ବୁଲିବାକୁ ଯାଇ ପାରନ୍ତି, କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ ।ଆଜି ଆପଣଙ୍କ ଘରେ କିଛି ବିଶେଷ ସମ୍ପର୍କୀୟ ଲୋକ ଆସି ପାରନ୍ତି, ଗରିବ ଲୋକଙ୍କୁ ଖାଇବା ବାଣ୍ଟିଲେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । ଆଜି ବହୁତ ପ୍ରକାର କାମ ପାଇଁ ଆପଣଙ୍କ ମୁଣ୍ଡ ବୁଲିବ ।

ତୁଳା :

ଆଜି ଆପଣଙ୍କ ଘରେ ସୁଖ ଶାନ୍ତି ରହିବ, ପ୍ରେମିକା ଦ୍ଵାରା କିଛି ବିଶେଷ ଉପହାର ପ୍ରାପ୍ତ ହୋଇ ପାରେ । ପ୍ରେମ ସମ୍ପର୍କ ପାଇଁ ଏହି ସମୟ ବହୁତ ଭଲ ଅଟେ, ଆର୍ଥିକ ଲାଭ ପାଇଁ ସମୟ ବହୁତ ଶୁଭ ଅଟେ । ମନେ ରଖନ୍ତୁ ଖରାପ ଜିନିଷ ଅଧିକ ଆକର୍ଷିତ ହୋଇ ଥାଏ କିନ୍ତୁ ଏହାର ପରିଣାମ ମଧ୍ୟ ଖରାପ ହୋଇ ଥାଏ । ଭଲ ଲୋକଙ୍କ କଥା ଶୁଣନ୍ତୁ ଏବଂ ବଡ କଥା ମାନି ଚଳନ୍ତୁ ଆପଣଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ।

ବିଛା :

ଆପଣ ପାଠ ପାଇଁ କିଛି ଚିନ୍ତିତ ରହି ପାରନ୍ତି ଏହା ଆପଣଙ୍କ ପାଇଁ ମଧ୍ୟ ହୋଇ ପାରେ ନଚେତ ଯଦି ସନ୍ତାନ ଅଛି ତେବେ ସନ୍ତାନ ପାଠ ଚିନ୍ତା ମଧ୍ୟ ହୋଇ ପାରେ । ଆଜି ଆପଣ ନିଜ ସାଙ୍ଗମାନଙ୍କ ସହ ଦେଖା କରି ପାରିବେ । ଆପଣଙ୍କ ଦ୍ଵାରା କରା ଯାଇ ଥିବା କାର୍ଯ୍ୟ ସମାଜ ଏବଂ ଆପଣଙ୍କ ପରିବାର ପାଇଁ ଲାଭ ପ୍ରଦ ରହିବ । ପାଠ କ୍ଷେତ୍ର ରେ ମାନ ସମ୍ମାନ ବଢିବ ଏବଂ ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ,

ଧନୁ :

ଆଜି ଆପଣଙ୍କୁ ସେହି ଭଳି ଚାକିରି ମିଳିବ ଯାହା ଅପେକ୍ଷା ଆପଣ କେତେ ଦିନ ଧରି କରୁଥିଲେ । ଆଜି ଆପଣ ଛୋଟ ଯାତ୍ରା ପାଇଁ ଯାଇ ପାରନ୍ତି, ଖର୍ଚ ବଢିବାକୁ ଲାଗିବ । ଆସନ୍ତା ସମସ୍ୟା ପାଇଁ ସତର୍କ ରୁହନ୍ତୁ ଏବଂ ଯୋଜନା ତିଆରି ରଖନ୍ତୁ । ଆପଣଙ୍କ ଗତ କିଛି ସମସ୍ଯା ସମାପ୍ତ ହୋଇ ଯିବାର ସମ୍ଭାବନା ଅଛି । ନୂଆ କାର୍ଯ୍ୟ ପାଇଁ ସ୍ତ୍ରୀ

ମକର :

ଆପଣଙ୍କ ଆତ୍ମବିଶ୍ବାସ ଏବଂ ମନୋବଳ ଆପଣଙ୍କୁ ପ୍ରତେକ ଅସୁବିଧା ରେ ସାହାଜ୍ଯ କରିବ, ଆଜି ଆପଣ ମନ୍ଦିର ଦର୍ଶନ ପାଇଁ ଯାଇ ପାରନ୍ତି । ଆଜି ଆପଣଙ୍କୁ ସମସ୍ତେ ଭଲ ପାଇବେ ଆଜି କେତେକ ଲୋକଙ୍କ ସହ ହୋଇ ଥିବା ଶତ୍ରୁତା ମଧ୍ୟ ସମାପ୍ତ ହୋଇ ଜୀବ । ଆଜି ଆପଣଙ୍କ ପରିବାଋକ ଜୀବନ ଶାନ୍ତିପୂର୍ଣ ରହିବ, ଆପଣଙ୍କ ଉପରେ ଆସୁଥିବା ସବୁ ପ୍ରକାର ସମସ୍ଯା ଆଜି ଦୂର ହୋଇବ ।

କୁମ୍ଭ :

ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ ।ଆଜି ଆପଣଙ୍କ କାର୍ଯ୍ୟ ବହୁତ ଶୀଘ୍ର ହବ ପ୍ରୟାଶ କରନ୍ତୁ, ଆର୍ଥିକ ଲାଭ ପାଇଁ ବହୁତ ଅଧିକ ପରିଶ୍ରମ କରିବାକୁ ପଡି ପାରେ । ସାହିତ୍ୟିକ ଜଗତ ଲୋକଙ୍କୁ ଆଜି ସଫଳତା ପ୍ରାପ୍ତ ହୋଇବ, ବହୁତ ଦିନ ଧରି ହଉଥିବା ଅସୁବିଧା ଆଜି ସମାପ୍ତ ହୋଇବ । ଆଜି ଶେୟର ବଜାର ରେ ନିବେଶ କରିବା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

ମୀନ :

ଆଜି ସଫଳତା ପାଇଁ ଆପଣଙ୍କୁ ଠାକୁରଙ୍କୁ ଧନ୍ୟବାଦ କରିବା ଉଚିତ ଏବଂ ନୂତନ ବର୍ଷରେ ସାରା ବର୍ଷ ପାଇଁ ଆଶୀର୍ବାଦ ମାଗିବା ଉଚିତ ଅଟେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବ୍ୟକ୍ତିଗତ ଖରଚ ବଢିକରି ରହିବ ।ଆଜି ଆପଣଙ୍କୁ ନିଜ ଜୀବନରେ ବହୁତ ସଫଳତା ପ୍ରାପ୍ତ ଯୋଗ ହେଉଛି, ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ସବୁ ପ୍ରକାର ପରିସ୍ଥିତି ଆପଣଙ୍କ ପକ୍ଷ ରେ ହବ ଚିନ୍ତା କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *