ବୁଧବାର 11 ଡିସେମ୍ବର 2019 – ଏହି ଚାରୋଟି ରାଶିଙ୍କ ଭାଗ୍ୟ ନବ ନୂଆ ମୋଡ, ଗଣେଶ ପ୍ରଭୁ ସବୁ କଷ୍ଟରୁ କରିବେ ମୁକ୍ତ

ରାଶିଫଳ ଆମ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ଅଟେ, ଯାହା ପ୍ରତ୍ୟକ ଲୋକଙ୍କ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଏହା ପ୍ରତ୍ୟକ ଦିନ ଗ୍ରହ ଚଳନ କୁ ନେଇ ଗଣନା କରାଯାଏ । ନକ୍ଷତ୍ର ଓ ଚନ୍ଦ୍ରର ସ୍ଥିତିକୁ ନେଇ ପ୍ରତ୍ୟକ ଦିନର ରାଶି ଫଳ ଗଣନା କରାଯାଏ ।  ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ନିଜ କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ନିଜ କାର୍ଯ୍ୟ ଦ୍ଵାରା ନିଜ ବସକୁ ଖୁସି କରିବା ପାଇଁ ପରିଶ୍ରମ କରିବାକୁ ପଡି ପାରେ । ଆଜି କାର୍ଯ୍ୟ ଘୁଞ୍ଚେଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ, ଧନ ଖର୍ଚ ଠାରୁ ସାବଧାନ ରହିବା ପାଇଁ ଚେଷ୍ଟା କରନ୍ତୁ । ନିଜ ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ, ନୂଆ ସମ୍ବନ୍ଧ ଅଣିଷ୍ଠକର୍ତା ହୋଇ ପାରନ୍ତି । ସମ୍ପର୍କୀୟ ଓ ସାଙ୍ଗମାନଙ୍କ ସହ ବିବାଦ କରନ୍ତୁ ନାହିଁ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ।

ବୃଷ ରାଶି :

ଆଜି ବ୍ୟବସାୟ ରେ ବହୁତ ବଡ ଲାଭ ହାତକୁ ଆସି ପାରେ, ପ୍ରେମ ସମ୍ବନ୍ଧ ଭଲ ରହିବ । ବାକି ଥିବା ଟଙ୍କା ଆଜି ପାଇବାର ଯୋଗ ଅଛି, ଯଦି ଆପଣ ବିଦେଶ ଯିବା ପାଇଁ ଚାହାନ୍ତି ତେବେ ଆଗକୁ ବଢିବା ପାଇଁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ, ଆପଣଙ୍କୁ ନିଜ ପରିବାର ଲୋକଙ୍କୁ ଠାରୁ ବିଶେଷ ସାହାଯ୍ୟ ପାଇବେ । କୌଣସି ତିର୍ଥଯାତ୍ରା ରେ ଯାଇ ପାରନ୍ତି ।

ମିଥୁନ ରାଶି :

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତା କାରଣ ହୋଇ ପାରେ, ପ୍ରଶାସନିକ ସେବା ତଥା ରାଜନୀତିଜ୍ଞଙ୍କ ସଫଳତା ମନ ଖୁସି ରହିବ । ସନ୍ତାନ ପକ୍ଷରୁ ଅସୁବିଧା ଦୂର ହେବ ଏବଂ ସମାଧାନ ପ୍ରାପ୍ତ ହବ । ବ୍ୟାଙ୍କ ସହ ଲେନ ଦେନ ମାମଲାରେ ସାବଧାନ ରୁହନ୍ତୁ, ଅସୁବିଧା ହୋଇ ପାରେ । ଦିନ ଯାକ କଷ୍ଟ ପରିସ୍ଥିତି ସନ୍ଧ୍ୟା ରେ କମି ପାରେ, ପରିବାର ରେ ଭାଇ କୁଟୁମ୍ବ ସହ ଭଲ ପାଇବା ରହିବ ।

କର୍କଟ ରାଶି :

ଆଜି ଆପଣଙ୍କ ଦ୍ଵାରା ହୋଇ ଥିବା କାର୍ଯ୍ୟରୁ ସମାଜ ଅଧିକ ରୁ ଅଧିକ ଲୋକଙ୍କର ଭଲ ହବ, ଗତ କ୍ଷେତ୍ର ରେ ହଟାତ ଲାଭ ପ୍ରବଳ ସଂକେତ ଅଛି । ଯେଉଁ ବିଦ୍ୟାର୍ଥୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତାଙ୍କ ପରୀକ୍ଷା ଭଲ ହୋଇବ । ଧନ ଆଗମନ ହୋଇ ପାରେ, ଆଜି ଆପଣଙ୍କୁ ସଂଘର୍ଷ ପରେ ସଫଳତା ପ୍ରାପ୍ତ ମିଳିବ । ବେରୋଜଗାର ଲୋକଙ୍କ ପାଇଁ ଏହି ଦିନ କିଛି ଭଲ ଈଷାରା କରୁଅଛି ।

ସିଂହ ରାଶି :

ଆଜି ଅଳ୍ପ ପରିଶ୍ରମ ରେ ଆପଣଙ୍କୁ ଭଲ ଲାଭ ମିଳି ପାରେ, କୌଣସି ନିଷ୍ପତ୍ତି ନବା ଆଗରୁ ନିଜ ଖର୍ଚ ଉପରେ ଧ୍ୟାନ ଦିଅନ୍ତୁ । କିଛି ନୂଆ ଶିଖିବା ପାଇଁ ଅବସର ମିଳି ପାରେ, ହସ୍ତାକ୍ଷର କରିବା ଆଗରୁ ସବୁ କାଗଜ ପତ୍ର ଭଲ ଭାବରେ ପଢି ନିଅନ୍ତୁ । ଶାନ୍ତି ଓ ସୁଖ ଅନୁଭବ ପାଇଁ ପରିବାର ଓ ସାଙ୍ଗ ସହ ସମୟ ବିତାନ୍ତୁ ।

କନ୍ୟା ରାଶି :

ଆଜି ଆପଣଙ୍କୁ ନିଜ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦବା ଉଚିତ, ଆଜି ଆପଣଙ୍କ ବହୁତ କାର୍ଯ୍ୟ ପୂର୍ଣ୍ଣ ହବ । ଆଜି ଆପଣଙ୍କୁ ସବୁ ପ୍ରକାର ଲାଭ ମଧ୍ୟ ମିଳି ପାରେ, ଭଲ ଭାବେ ଚିନ୍ତନ କରି ନିଷ୍ପତ୍ତି ନେଲେ ଲାଭକରି ହବ । ବ୍ୟବସାଇକ ଯାତ୍ରା ସଫଳ ହେବ, ଜୀବନସାଥୀ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ରହିବ । ଗାଇକୁ କଦଳୀ ଖୁଆନ୍ତୁ, ନିର୍ଦ୍ଧାର କାର୍ଯ୍ୟ ପୂର୍ଣ ନହେଲେ ମନ ଖରାପ ହୋଇବ ।

ତୁଳା ରାଶି :

ଆପଣଙ୍କ ଘରେ କୌଣସି ଲୋକ ଆପଣଙ୍କୁ ସାହାଯ୍ୟ କରି ପାରନ୍ତି, ସାର୍ବଜନିକ ଜୀବନ ରେ ମାନ ପ୍ରତିଷ୍ଠା ବୃଦ୍ଧି ହୋଇବ । ନିଜ ମାଁ ବାପାଙ୍କୁ ସତ କୁହନ୍ତୁ ନିଷ୍ପତ୍ତି ଆପଣଙ୍କ ପକ୍ଷ ରେ ହବ, ପରିବାର ଲୋକ ଆପଣଙ୍କ ପକ୍ଷ ରେ ରହିବେ । ବହୁତ ପୁରୁଣା ସାଙ୍ଗ ଦେଖା ହୋଇ ପାରନ୍ତି ।

ବିଛା ରାଶି :

ବିଛା ରାଶି ଲୋକଙ୍କୁ ଆଜି ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ, ବ୍ୟବସାୟରେ ଧନ ଲାଭ ହବାର ଯୋଗ ହେଉଛି । ଧନ ପ୍ରାପ୍ତି ସୁଜଗ ଅଟେ, ସନ୍ତାନ ପାଇଁ ଟିକେ ଚିନ୍ତିତ ରହିବେ ଏବଂ ଅସୁବିଧା ମଧ୍ୟ ହୋଇ ପାରେ । ରୋଜଗାର ବଢିବାରେ ଲାଗିବ, ବ୍ୟବସାଇକ ଯାତ୍ରା ସଫଳ ରହିବ ।

ଧନୁ ରାଶି :

ବ୍ୟବସାଇକ ଲୋକଙ୍କ ପାଇଁ ସମୟ ଉତ୍ତମ ଅଟେ, ସରକାରୀ କାର୍ଯ୍ୟ ପାଇଁ ସଫଳତା ପ୍ରାପ୍ତ ହବ । ଆଜି ଆପଣ ନିଜ ସଫଳତା ଆନନ୍ଦ ପାଇ ପାରିବେ, ଅବିବାହିତ ଲୋକଙ୍କ ପାଇଁ ନୂଆ ସମ୍ବନ୍ଧ ଆସି ପାରେ । ବହୁତ ଦିନ ଧରି ଅଟକିଥିବା କାର୍ଯ୍ୟ ପୂର୍ଣ ହୋଇ ପାରେ । ନିଜ କ୍ରୋଧ ଓ ଉତ୍ତେଜନା ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମକର ରାଶି :

ଆପଣଙ୍କୁ କୌଣସି ପ୍ରକାର ସର୍ପ୍ରାଇଜ ମିଳି ପାରେ, ପରିବାର ଖର୍ଚ ଏହି ଦିନୁ ବଢିବାକୁ ଲାଗିବ । ଅଧା କାମ ପୂର୍ଣ କରିବା ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ । ବ୍ୟବସାଇକ ଲୋକଙ୍କ ପାଇଁ ସମୟ ଲାଭକାରୀ ଅଟେ, ଭାଗ୍ୟ ସାହାଯ୍ୟ ପାଇବେ, ଶିକ୍ଷା କାର୍ଯ୍ୟ ପାଇଁ ମାନ ସମ୍ମାନ ବଢିବ ।

କୁମ୍ଭ ରାଶି :

ଆଜି ଆପଣଙ୍କର କାହା ସହ ଭୁଲ ବୁଝାମଣା ହୋଇ ପାରେ, ପାରିବାରିକ ଜୀବନ ସାମାନ୍ୟ ରହିବ । ଆଜି ଆପଣଙ୍କୁ ନିଜ ସମୟ ଉଚିତ ଭାବରେ ଉପଯୋଗ କରିବାର ଆବଶ୍ୟକ ଅଟେ, ନିଜ ମନ ବଳ ବଢେଇବା ପାଇଁ ଚେଷ୍ଟା କରିବେ, ହାନି ହବାର ଯୋଗ ହେଉଛି ।

ମୀନ ରାଶି :

ଆଜି ଆପଣଙ୍କୁ ଆପଣଙ୍କ ମନ ଅନୁଯାଇ ଜୀବନସାଥୀ ପ୍ରାପ୍ତ ହବ, ରୋଜଗାର ପାଇଁ ବହୁତ ପ୍ରକାର ରାସ୍ତା ଆପଣଙ୍କ ପାଇଁ ଖୋଲି ଯିବ । ଆଜି ନୂଆ ସାଙ୍ଗ ହୋଇବେ କିନ୍ତୁ ଟିକେ ସତର୍କ ରୁହନ୍ତୁ କାହିଁକିନା ଏଠାରୁ ବହୁତ ସ୍ଵାର୍ଥପର ହୋଇ ପାରନ୍ତି, ଅନ୍ୟ କାହା ପ୍ରଗତି ଦେଖି ଦୁଃଖୀ ହୁଅନ୍ତୁ ନାହିଁ, ପରିଶ୍ରମ କଲେ ଲାଭ ଅବଶ୍ୟ ମିଳିବ ।

Leave a Reply

Your email address will not be published. Required fields are marked *