ବୁଧବାର 15 ଜାନୁୟାରୀ 2020- ଗଣେଶ ଠାକୁରଙ୍କ କୃପାରୁ ଏହି ୭ଟି ରାଶିଙ୍କ ଜୀବନ ରେ ଆଜି ଖୁସି ପ୍ରାପ୍ତ ହବ ଓ କିଛି ବଡ ଉପଲବ୍ଧି ମଧ୍ୟ ପାଇବେ

ଆମେ ଆପଣଙ୍କୁ ବୁଧବାର ଦିନ ୧୫ ଯାନୁଆରୀ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ବିରୋଧୀମାନଙ୍କ ଠାରୁ ଦୂରେଇ ରୁହନ୍ତୁ, ସମସ୍ଙ୍କୁ ନିଜ କଥା କୁହନ୍ତୁ ନାହିଁ, ନଚେତ କିଛି ଖରାପ ହୋଇ ପାରେ ସାବଧାନ ହୋଇ ରୁହନ୍ତୁ । ଆଜି ପ୍ରମୋଶନ ପାଇବା ସମ୍ଭାବନା ଅଟେ, ଜୀବନସାଥି ସହ ପ୍ରେମ ସହ କଥା ହୁଅନ୍ତୁ । ପାରିବାରିକ ଜୀବନ ସୁଖମୟ ଅଟେ, ସନ୍ତାନ ଦାଇତ୍ବ ପରି ପୂର୍ଣ ହୋଇ ପାରେ । କାର୍ଯ୍ୟ ରେ ଯାହା ଫଳ ପ୍ରାପ୍ତ ହେଉଛି ତାକୁ ମାନିକି ଚାଲନ୍ତୁ ।

ବୃଷ :

ଆଜି ଆପଣ ନିଜ ନିୟନ୍ତ୍ରଣ ହରେଇବେ ସେଥିପାଇଁ ନିଜକୁ ସମ୍ଭାଳିବା ପାଇଁ ଚେଷ୍ଟା କରନ୍ତୁ, ଧନ ଆପଣଙ୍କ ଜୀବନରେ ଆସିବାର ସମ୍ଭାବନା ଅଟେ । ଆଜି ଆପଣଙ୍କୁ ମହିଳା ସମ୍ପର୍କୀୟ ପାଇଁ ଚିନ୍ତା ହୋଇ ପାରେ, ହନୁମାନ ଚାଳିଶା ପାଠ କଲେ ଆପଣଙ୍କ କଷ୍ଟ ଦୂର ହୋଇବ, ଏବଂ ପରିବାର ରେ ଖୁସି ଆସିବ ।

ମିଥୁନ :

ଆପଣଙ୍କ ସପନ ଆଜି ପୂର୍ଣ ହୋଇବ, ବେକାର ଯାତ୍ରାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ସାମାଜିକ କାର୍ଯ୍ୟ କରିବା ପାଇଁ ପ୍ରେରଣା ପ୍ରାପ୍ତ ହୋଇବ । ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ ।

କର୍କଟ :

ଲୋକ ଆଜି ନିଜ ଜୀବନସାଥୀ ଦ୍ଵାରା ବହୁତ ସାହାଜ୍ଯ ପ୍ରାପ୍ତ କରିବେ, କିନ୍ତୁ ଆପଣଙ୍କୁ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ ଅଟେ । ଅନ୍ୟ ସାହାଜ୍ଯ ଦ୍ଵାରା ଆପଣ ଲାଭ ପ୍ରାପ୍ତ କରିବେ, ସରକାରୀ ଲାଭ ପ୍ରାପ୍ତି କରିବେ । ଆଜି ଭାବି ଚିନ୍ତି କାମ କରନ୍ତୁ ଏହା ଆପଣଙ୍କ ପାଇଁ ଉଚିତ ଅଟେ, ଆଜି ଆପଣ ବୁଢୀ ପ୍ରୟୋଗ କରନ୍ତୁ ଆପଣଙ୍କ ଜୀବନ ପ୍ରତି ଭଲ ରହିବ ।

ସିଂହ :

ଆଜି କରିଥିବା ନିବେଶ ଆପଣଙ୍କ ପାଇଁ ବହୁତ ଲାଭ କାରୀ ଅଟେ, ଧର୍ମ କର୍ମ କାର୍ଯ୍ୟରେ ଆପଣଙ୍କ ରୁଚି ରହିବ, ସରକାରୀ କାର୍ଜ୍ଯାଳୟ ରେ ଅଟକି ଥିବା କାର୍ଯ୍ୟ ଆଜି ପୂର୍ଣ ହୋଇବେ । ଆଜି ଦିନ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତ ରୁହନ୍ତୁ । ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ ।

କନ୍ୟା :

ଆଜି ଆପଣଙ୍କ ଜୀବନରେ କିଛି ଅସମ୍ଭବ ହବାର ସମ୍ଭାବନା ଅଟେ ମନ ଅଜଣା ଦର ପ୍ରତି ଚିନ୍ତିତ ରହିବ । ଆଜି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅସୁବଧା ବଢି ପାରେ, ଆଜି ସଫଳତା ପାଇଁ ଆପଣଙ୍କୁ ଦିନ ରାତି କଠିନ ପରିଶ୍ରମ କରିବାକୁ ପଡିବ । କିଛି ଲୋକ ପାରିବାରିକ ସମସ୍ଯା ସାମ୍ନା କରିବେ, କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ ।

ତୁଳା :

ଆଜି ପାରିବାରିକ ସୁଖ ଏବଂ ସମୃଦ୍ଧି ରେ ବୃଦ୍ଧି ହୋଇବ, କିଛି ଧନ ରାଶି ଆପଣଙ୍କ ଖର୍ଚ ହୋଇ ପାରେ । ଆଜି ଆପଣ ନିଜ କାର୍ଯ୍ୟ ସ୍ଥଳ ରେ ସମ୍ମାନିତ ହୋଇ ପାରନ୍ତି, ମାନସିକ ଶାନ୍ତି ପ୍ରାପ୍ତ କରିବେ । କାରୋବାର ବଢେଇବା ପାଇଁ ଯାତ୍ରା କରି ପାରନ୍ତି, ସମ୍ପର୍କ ଭଲ ହୋଇବ, ଜୀବନସାଥୀ ଆଜି ଆପଣଙ୍କୁ କିଛି ଉପହାର ଦେଇ ପାରନ୍ତି ।

ବିଛା :

ଆଜି ଆପଣଙ୍କ ପାରିବାରିକ ସମସ୍ଯା ଦୂର ହୋଇବ, ଘର ଝଗଡା ଆପଣଙ୍କ ପାଇଁ ହାନିକାରକ ଅଟେ । ଆଜି ଘରେ ଦୁଖ ପାଇଁ ଘର ବାତାବରଣ ଦୂଷିତ ଅଟେ, ଧର୍ଜ୍ୟ ରାଖୀ କାର୍ଯ୍ୟ କରନ୍ତୁ । ଚାକିରି ରେ ଅଫସର ଲୋକଙ୍କ ସହ ଭୁଲ ବୁଝା ମଣା ହୋଇ ପାରେ । ଆଜି ମନ କୌଣସି ପ୍ରକାର ଭୟ ପାଇଁ ଚିନ୍ତା ।

ଧନୁ :

ନୂଆ ଭାବନା ବା ଚିନ୍ତନ ଆପଣଙ୍କ ପାଇଁ ଲାଭକାରୀ ହୋଇ ପାରେ, ଶତ୍ରୁମାନେ ଆଜି ଆପଣଙ୍କୁ ହାନି କରିବା ପାଇଁ ଚେଷ୍ଟା କରି ପାରନ୍ତି । ଆଜି ପୂର୍ବ ପୁରୁଷଙ୍କ କାରୋବାର ବଢିବାକୁ ଲାଗିବ, ଚାକିରି ରେ ପରିବର୍ତନ ସମ୍ଭାବନା ହୋଇ ପାରେ । ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ ।

ମକର :

ଆଜି ଆପଣଙ୍କୁ ନିଜ ଭଲ ପାଇବା ମିଳିବ ଯାହା ପାଇଁ ଆପଣ ଅପେକ୍ଷା କରି ଥିଲେ, ବ୍ୟବସାୟ ପାଇଁ ଦୂର ଯାତ୍ରା ଯିବାକୁ ପଡି ପାରେ । ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ । କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ଅତ୍ୟଧିକ କଷ୍ଟ କରିବାକୁ ପଡିବ, ଆସା ନିରାଶା କଥା ମନ ଭିତରେ ଚିନ୍ତା ଉତପନ କରି ପାରନ୍ତି ।

କୁମ୍ଭ :

ଏହି ରାଶି ଲୋକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତି, ଗାଡି ଧ୍ୟାନ ସହ ଚଳେଇବା ପାଇଁ ରଖନ୍ତୁ । ଆଜି ଆପଣଙ୍କୁ ସବୁ କ୍ଷେତ୍ର ରେ ସଫଳତା ପ୍ରାପ୍ତ ହୋଇବ । ଆଜି ପାରିବାରିକ ଦାଇତ୍ବ ବଢିବାକୁ ଲାଗିବ, ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ ।

ମୀନ :

ଆର୍ଥିକ ସମୟ ଭଲ ରହିବ, ଆପଣ ନୂଆ ଚାକିରି ଖୋଜିବାରେ ଲାଗିବେ, ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । କୌଣସି ନିଷ୍ପତ୍ତି ତୁରନ୍ତ କଲେ ଆପଣଙ୍କୁ ଅସୁବିଧା ହୋଇ ପାରେ , ଆଜି ଆଇନ କାର୍ଯ୍ୟ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଉଚିତ ଅଟେ, ଆଜି ଦିନ ଆପଣଙ୍କ ପାଇଁ କଷ୍ଟକର ହୋଇ ପାରେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ ।

Leave a Reply

Your email address will not be published. Required fields are marked *