ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ଆଜି ଆର୍ଥିକ ଲାଭର ସମ୍ଭାବନା ରହିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ଯା ଆସିପାରେ । ଆଜି ଆପଣଙ୍କ ଧ୍ୟାନ ଜଲ୍ଦି ଲାଭ ହେଉଥିବା ବ୍ୟବସାୟରେ ହଟିକି ସୁରକ୍ଷିତ ବ୍ୟବସାୟ ଆଡକୁ ଅଧିକ ଆକର୍ଷିତ ହେବ । ଆପଣଙ୍କ ଖରଚରେ ବୃଦ୍ଧି ହୋଇପାରେ । କାର୍ଯ୍ୟ ସ୍ଥଳରେ ଭଲ ପ୍ରଦର୍ଶନ କରିବେ ।
ବୃଷ :- ବୃଷ ରାଶିର ଲୋକଙ୍କୁ ଛୋଟ ମୋଟ ବୁଝାମଣା କରିବା ଲାଭବାନ ରହିବ । ଦାଂପତ୍ଯ ଜୀବନ ଜୀଉଁ ଥିବା ଲୋକଙ୍କୁ ଆଜି ଦିନ ବହୁତ ଭଲ ରହିବ । ଆଜି ଆପଣ ପରିବାର ବିଷୟରେ କିଛି ବଡ ନିର୍ନୟ ନେବା ପାଇଁ ଚେଷ୍ଟା କରିବେ । କାମ ପାଇଁ ଆଜିର ଦିନ ବହୁତ ଫଳଦାୟୀ ରହିବ । ଖର୍ଚରେ କମି ଆସିପାରେ । ପଢାରେ ସଫଳତା ପ୍ରାପ୍ତି ହେବ ।
ମିଥୁନ :- ଆଜି ଆପଣ ଏମିତି ଲୋକଙ୍କ ସହିତ ଯୋଡିହେବେ, ସେମାନେ ଆପଣଙ୍କର ସବୁ ପ୍ରକାର ସାହାର୍ଯ୍ୟ ପାଇଁ ରେଡି ରହିବେ । ଆପଣ କୌଣସି ଭାବିଥିବା କାର୍ଯ୍ୟ ପୁରା ହେବ । କୌଣସି ଜରୁରୀ କାମରେ ପରିବାରର ପୁରା ସହଯୋଗ ମିଳିବ । ଆପଣଙ୍କୁ କିଛି ଭଲ ଖବର ମିଳିପାରେ । ଆପଣ ରୋଜଗାର ମାମଲାରେ କାହାର ସାହାର୍ଯ୍ୟ ନେବେ, ଯାହା ଆପଣଙ୍କ ପାଇଁ ଫାଇଦା ହୋଇପାରେ ।
କର୍କଟ :- କର୍କଟ ରାଶି ଲୋକଙ୍କ ବୁଦ୍ଧିମତା ଓ ଦୂରଦର୍ଶିତା ସମାଜରେ ତାରିଫ ହେବ । ଆପଣଙ୍କୁ ଖର୍ଚରେ ବହୁତ ବୃଦ୍ଧି ହୋଇପାରେ, ଯାହାକୁ ସମୟ ପୂର୍ବରୁ କରିନେବ ଉଚିତ । ଧନ ନିବେଶରେ ବଞ୍ଚିକି ରୁହନ୍ତୁ । ଚାକିରି କ୍ଷେତ୍ରରେ ଜଡିତ ଥିବା ଲୋକଙ୍କ କୌଣସି ଜିଦି ଗ୍ରାହାକଙ୍କ ସହିତ ଡିଲ କରିବାକୁ ପଡିପାରେ ।
ସିଂହ :- ଆପଣଙ୍କ ପାଇଁ ଆଜିର ଦିନ ସାମାନ୍ଯ ରହିବ । ଆପଣଙ୍କୁ ପଇସାର ଲାଭ ହେବ । ନିଜ ଉଶ୍ଚାହ ବନାଇ ରଖନ୍ତୁ କାରଣ ଏହା ଦ୍ଵାରା ହିଁ ଆପଣଙ୍କ ସବୁ ଅସୁବିଧା ଦୂର ହୋଇବ । ଆପଣ ନିଜ ରାଗ ଉପରେ ସଂଯମତା ରକ୍ଷା କରନ୍ତୁ, କାରଣ କୌଣସି ଭଲ କାମ ମଧ୍ୟ ବିଗିଡି ଯାଇପାରେ । ଭାଗ୍ଯର ଆପଣଙ୍କୁ ସାଥ ମିଳିବ । ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ । ଆପଣ ଭଲ କାମରେ ଖରଚ କରିବେତ ମହିଳା ମିତ୍ରଙ୍କ ତରଫରୁ ଲାଭ ମିଳିବାର ଯୋଗ ବନିବ ।
କନ୍ୟା :- କନ୍ୟା ରାସୀ ଲୋକଙ୍କୁ ବ୍ୟବସାୟରେ ଲାଭ ହୋଇପାରେ ତଥା ଚାକିରିରେ ଉନ୍ନତି ହୋଇପାରେ । ଆପଣଙ୍କ ଆର୍ଥିକ ପକ୍ଷ ମଜଭୁତ ରହିବ । ପାରିବାରିକ କାର୍ଯ୍ୟକୁ ପୁରା କରିବାରେ ଆଜି ଆପଣ ସଫଳ ରହିବେ । କୌଣସି ଜରୁରୀ କାମରେ ସାଥିଙ୍କ ସହଯୋଗ ମିଳିବ । ଆପଣ ଆଖପାଖ ଲୋକଙ୍କ ସହିତ ସହାନଭୁତି ବନାଇ ରଖିବେ । କିଛି ଲୋକ ଆପଣଙ୍କ ପାଇଁ ଖାସ ପ୍ରମାଣିତ ହେବେ । ଅନିଦ୍ରା ବା ଚିନ୍ତାରେ ପୀଡିତ ଥିବା ଲୋକଙ୍କୁ ସାବଧାନ ରହିବେ । କୌଣସି ଯାତ୍ରାରେ ଗଲେ ଅସୁବିଧା ହୋଇପାରେ ।
ତୁଳା :- ଆଜିର ଦିନ ଆପଣଙ୍କ ପାଇଁ ବହୁତ ଶୁଭ ଫଳଦାୟୀ ହେବ । ପ୍ରେମ ଜୀବନ ପାଇଁ ଦିନଟି ସାମାନ୍ଯ ଭଲ ରହିବ ଓ ଆପଣଙ୍କୁ ମିଳାମିଶା ଫଳ ମିଳିବ । ଆପଣଙ୍କ ପ୍ରିୟ ଲୋକଙ୍କ ପାଇଁ କୌଣସି କୁଟିଳ କଥା କୁହନ୍ତୁ ନହିଁ । ପରିବାର ସଦସ୍ୟଙ୍କ ଘରର ମାହୋଲ ଖୁସି କରିବାରେ ଚେଷ୍ଟା କରନ୍ତୁ । କାମ ମାମଲାରେ ଦିନଟି ଆପଣଙ୍କ ପକ୍ଷରେ ରହିବ । କୌଣସି ଭଲ ଜାଗାକୁ ଯିବାର ଯୋଗ ବନୁଛି ।
ବିଛା :- ଆଜି ଆପଣଙ୍କୁ କିଛି ଗୁରୁତ୍ବପୂର୍ଣ ନିସ୍ପତି ନେବାକୁ ପଡିପାରେ । ପରିଶ୍ରମ ଓ ଲଗନ ପୂର୍ବକ କାର୍ଯ୍ୟ କରିବାରେ ଆଜି ଆପଣଙ୍କୁ ଭଲ ସଫଳତା ମିଳିବ । ପରିଶ୍ରମ ଉପରେ ଭରସା କରିବା ଶିଖ । କାର୍ଯ୍ୟ କ୍ଷେତ୍ରରେ ଲାଭ ମିଳିବ । ଜୀବନ ସାଥି ଆପଣଙ୍କ ଉପରେ ଟିକେ ରାଗି ପାରନ୍ତି । ପ୍ରଭାବଶାଳି ଓ ପ୍ରତିଷ୍ଠିତ ଲୋକଙ୍କା ସହିତ ଦେଖା ହୋଇପାରେ । ମନ ବହୁତ ଖୁସି ରହିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ ।
ଧନୁ :- ଆଜି ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ସାହାର୍ଯ୍ୟ କରିପାରନ୍ତି । ମଧୁମେହ ରୋଗୀଙ୍କୁ ସାବଧାନ ରହିବାର ଆବଶ୍ୟକତା ଅଛି । ଅଧିକ ଧାନ କମାଇବା ପାଇଁ ଆପଣଙ୍କୁ କୌଣସି ନୂଆ ସାଧନ ମିଳିପାରେ । ବେତନ ଭୋଗ୍ୟ ଲୋକଙ୍କୁ ଲାଭ ମିଳିବ, କିନ୍ତୁ ବେପାରୀ ମାନଙ୍କୁ ଅଧିକ ଚେଷ୍ଟା କରିବାକୁ ହେବ । ପ୍ରେମ ସମ୍ବନ୍ଧରେ ନିଜ ଭିତରେ ଭଲ ସମ୍ପର୍କ ସ୍ଥାପନ କରିବା ପାଇଁ ଭଲ ସମୟ ରହିଛି ।
ମକର :- ଆଜି ଦିନ ଭାଗ୍ୟଶାଳୀ ରହିବ । ମନରେ ବହୁତ ପ୍ରକାର ବିଚାର ଚାଲିବ । ଧର୍ମ କର୍ମ ଓ ପୂଜା ପଥରେ ଆପଣଙ୍କ ମନ ଲାଗିବ। କିଛି ଦାନ ପୂଣ୍ୟର କାମ କରିପାରିବେ । କାର୍ଯ୍ୟ କ୍ଷେତ୍ରରେ ପିତା ଓ ବରିଷ୍ଠ ଜନଙ୍କ ସହଯୋଗ ମିଳିବ । ଆର୍ଥିକ ମାମଲାରେ ଭାଗ୍ଯର ସହଯୋଗ ମିଳିବ । ଯାହା ଆପଣ ନିଜ ଲୋକଙ୍କ ସହିତ ସେୟର କରିବେ ।
କୁମ୍ଭ :- କୁମ୍ଭ ରାଶିର ଲୋକ ଆଜି ଉଚ ଅଧିକାରୀଙ୍କ ସହିତ କଥା ହେବା ସମୟରେ ଶାଳୀନତା ରଖନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ କିଛି ବାଧାର ସାମ୍ନା କରିବାକୁ ପଡିପାରେ । ନିଜ ଶିନିୟର ମାନଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନହିଁ । ଧନ କମେଇବା ପାଇଁ ଏହା ଏକ ଉପଯୁକ୍ତ ଦିନ ରହିବ। ନିଜ ଶରୀରର ଯତ୍ନ ରଖନ୍ତୁ । ଯାତ୍ରାରେ ଯାଇ ଖୁସି ଅନୁଭବ କରିବେ । ବ୍ୟବସାୟିକ ସ୍ଥାନରେ ଅନୁକୂଳ ବାତାବରଣ ହେବ ।
ମୀନ :- ଆଜି ଆପଣଙ୍କ ଆର୍ଥିକ ପକ୍ଷ ସାମାନ୍ଯ ରହିବ । ଆଜି ଆପଣ ନିଜ ପ୍ରିୟ ଲୋକଙ୍କୁ ଅନୁଭବ କରାଇବା ପାଇଁ ସବୁ ସମ୍ଭବ ଉପାୟ ବିଷୟରେ ଭାବିବେ । ସ୍ୱାସ୍ଥ୍ୟ ଓ ମନ ଦୁଇଟିର ଅନୁକୂଳତା ଦ୍ଵାରା ଖ୍ଯମତରୁ ଅଧିକା କାମ କରିପାରିବେ । ଗୃହିଣୀ ମାନେ ନିଜେ ଘର କାମରେ ବ୍ୟସ୍ତ ରହିବେ । କିଏ ଆପଣଙ୍କ ଜୀବନରେ ସକାରାତ୍ମକ ଚେଞ୍ଜେସ ଆଣିପାରେ । ଚାକିରିରେ ନିଜଠୁ ଜୁନିଅର ଲୋକଙ୍କ ସହିତ ବିବାଦ କରନ୍ତୁ ନହିଁ ।