ଶୁକ୍ରବାର 19 ଫେବୃଆରୀ 2021- ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି 2ଟି ରାଶିକୁ ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।


ମେଷ :- ଆଜି ବାଣୀ ଓ ବ୍ୟବହାର ଉପରେ ସଂଯମତା ରକ୍ଷା କରନ୍ତୁ ଏହା ଦ୍ଵାରା ଆପଣଙ୍କର ହିତ ହୋଇବ । ଚାକିରି ବ୍ୟବସାୟରେ ସ୍ଥିତି ସାମାନ୍ଯ ରହିବ, ଲାଭ ମଧ୍ୟ ମିଳିବ । ଅନିଦ୍ରାର ଶିକାର ହେବେ । ଅଫିସରେ ସହକର୍ମୀଙ୍କ ସହିତ ମ୍ୟାନେଜ କରିବାରେ କଷ୍ଟ ହୋଇପାରେ । ନିଜ ମନ କଥା କାହା ଆଗରେ କୁହନ୍ତୁ ନହିଁ, ସାଙ୍ଗ ରୂପରେ ଶତ୍ରୁ ମଧ୍ୟ ହୋଇପାରନ୍ତି ।

ବୃଷ :- ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପ୍ରୟାସ ସଫଳ ହେବ । ନେଗେଟିଭ କଥା ମନରେ ଆସିବାକୁ ଦିଅନ୍ତୁ ନହିଁ । ଆଜି ଦିନ ଆପଣଙ୍କ ପାଇଁ ବହୁତ ଭଲରେ କଟିବ । ଜୀବନସାଥି ସହିତ ପ୍ରେମ ଓ ଆକର୍ଷଣରେ ବୃଦ୍ଧି ହେବ । ବ୍ୟାପାର ମାମଲାରେ ଭଲ ପରିଣାମ ମିଳିବ । ସମୟ ହିସାବରେ ଭୋଜନ ନମିଳିବା ଦ୍ଵାରା କ୍ରୋଧ ଆସିପାରେ ।ଖର୍ଚ ଟିକେ ବଢିବ କିନ୍ତୁ ଆପଣଙ୍କୁ ଟିକେ ଶାନ୍ତି ମିଳିବ । ପାରିବାରିକ ଜୀବନ ଖୁସିରେ ବିତିବ ।

ମିଥୁନ :- ଆଜିର ଦିନରେ ଦାୟିତ୍ଵ ଅଧିକ ମିଳିବ । ଆପଣଙ୍କ ଦିନର ଆରମ୍ଭ ବ୍ୟାୟମରୁ ଆରମ୍ଭ କରନ୍ତୁ । ଆଜି ଯେତେ ପରିଶ୍ରମ କରିବେ ଭାଗ୍ୟ ସେତେ ଅଧିକ ସହଯୋଗ କରିବ । ଭାଇ ଭଉଣୀଙ୍କା ସହଯୋଗ ମିଳିବ । ଆଜି ସାମାଜିକ ସ୍ତରରେ ଅଧିକ ବ୍ୟସ୍ତ ରୁହନ୍ତୁ ନହିଁ, ନହେଲେ ଆପଣ ନିଜ ପାଇଁ ସମୟ ବାହାର କରିପାରିବେ ନହିଁ । ବ୍ୟାପାରୀ ବର୍ଗ ଧନରବ୍ୟୟ ବହୁତ ଭାବିଚିନ୍ତି କରିବେ । ସାମାଜିକ କ୍ଷେତ୍ରରେ ପ୍ରଭାବ ଓ ପ୍ରତିଷ୍ଠାର ପ୍ରାପ୍ତ ହେବ । ଜୀବନ  ସାଥିଠୁ ପ୍ରେମ ଓ ସହଯୋଗ ମିଳିବ ।


କର୍କଟ :- ବ୍ୟବସାୟୀ ଲୋକ ବହୁତ ଭଲ କରିବେ ଯେବେ ଲାଭ କମାଇବା ସମୟ ଆସିବ । ଆପଣଙ୍କ ଜୀବନରେ ବହୁତ ବଡ ଚେଞ୍ଜେସ ଆସିବ ଯାହା ଆପଣ କେବେ ଭାବି ନଥିବେ । ଯାହାର ଆଜି ଜନ୍ମ ଦିନ ଅଛି ତାକୁ ଆଜି ମନ ପସନ୍ଦିତ ଉପହାର ମଧ୍ୟ ମିଳିବ । ଅନାବଶ୍ୟକ କଥାରେ ପଡନ୍ତୁ ନହିଁ । ଆପଣଙ୍କୁ କଠୋରତା ଓ ରାଗର ସାମ୍ନା କରିବାକୁ ପଡିପାରେ ।

ସିଂହ :- ପାଖାପାଖି ସମ୍ପର୍କରେ ହଠାତ ଓଲଟିବାର ଯୋଗ ରହିଛି । ଯେଉଁ ଲୋକ ଶେୟର ମାର୍କେଟରେ ନିବେଶ କରିବାକୁ ଚହୁଁଛନ୍ତି ତାଙ୍କ ପାଇଁ ଦୀନ ବହୁତ ଭଲ ଅଟେ । ଲାଗୁଛି ଧନର ବହୁତ ବୃଦ୍ଧି ହୋଇପାରେ । ବେକାର ଖର୍ଚକୁ ରୋକିପାରିବେ । ଆପଣଙ୍କ ରହିଯାଇଥିବା କାର୍ଯ୍ୟ ହେବାକୁ ଲାଗିବ । ସାମାଜିକ ସମାରୋହ ଦ୍ଵାରା ଆପଣଙ୍କୁ ବହୁତ ଭଲ ସୁଯୋଗ ମିଳିବ । ସାଙ୍ଗ ସାଥିଙ୍କ ସହିତ କଥା ବାର୍ତା ହୋଇବ ଓ ସହଯୋଗ ମଧ୍ୟ ମିଳିବ ।

କନ୍ୟା :- ଆଜି ଆପଣଙ୍କ ଭଲ ବ୍ୟବହାର ପାଇଁ ସମଯରେ ଆପଣଙ୍କ ମାନସନମାନ ବଢିବ । ଆଜି ଜମିବାଡିର ସମସ୍ୟାର ସମାଧାନ ହୋଇବ । ଧାର୍ମିକ ଭାବନା ବଢିବ । ଯୋଗରେ ରୁଚି ବଢିବ । ଅଫିସରେ ଆପଣଙ୍କ କାର୍ଯ୍ୟର ବହୁତ ତାରିଫ ହେବ, ଯେଉଁଥିରେ କାର୍ଯ୍ୟ କରିବାର ଊର୍ଜା ପ୍ରାପ୍ତ ହେବ । ଆଜି କୌଣସି ପ୍ରକାର ଯୁକ୍ତିତର୍କ କରନ୍ତୁ ନହିଁ । ନିଜ ପ୍ରଦର୍ଶନକୁ ବହୁତ ଭଲ କରିବାର ଅଛି ଓ ନିଜକଷ୍ଟକୁ ଉଜାଗର କରିବାକୁ ହେବ ।


ତୁଳା :- ଆପଣଙ୍କ ପରିଶ୍ରମର ଫଳ ମିଳିବାରେ ସମୟ ମିଳିବ । ଜିଦିରେ କୌଣସି ନିସ୍ପତି ନିଅନ୍ତୁ ନହିଁ, ଯାହା ଜୀବନରେ ଆଗକୁ ଯାଇ ଆପଣଙ୍କୁ ପସ୍ତାଇବାକୁ ପଡିପାରେ । ସ୍ୱାସ୍ଥ୍ୟ ପୀଡିତ ରହିବା ଓ କାମରେ ବିଳମ୍ବ ହେବ । ଘରେ ମାର ସାନିଧ୍ୟ ଲାଭ ହେବ, ମହତ୍ଵ ପୂର୍ଣ ବିଷୟ ଉପରେ ତାଙ୍କର ଅନୁମତି ମିଳିବ । ପ୍ରେମ ଜୀବନରେ ଆଜିର ଦିନ ଅଧିକ ଅନୁକୂଳ ନୁହେଁ । ନିଜ ପ୍ରିୟ ଲୋକକୁ ମନାଇବା ପାଇଁ କିଛି ବାକି ରଖନ୍ତୁ ନହିଁ । ଆପଣ ନିଜର ଅଲଗା ଇମେଜ ବନାଇବାରେ ସଫଳ ରହିବେ ।

ବିଛା :- ଘରେ ଖୁଶିର ମହୋଲ ଆପଣଙ୍କ ଚିନ୍ତାକୁ କମ କରିବ । ଆଜି ଆପଣ ଚାକିରି ଜରିଆରେ ବହୁତ ଭଲ ଅନୁଭବ କରିବେ । ଆମଦାନୀ ଓ ଧନ ଗମନରେ ଗତିଶୀଳ ବନିବ । କୌଣସି ନୂଆ ପ୍ରସ୍ତାବ ମିଳିପାରେ । ବିଦେଶୀ କମ୍ପାନୀ ସହିତ ସମ୍ବନ୍ଧିତ ବ୍ୟାପାର କରୁଥିବା ବ୍ୟାପାରୀଙ୍କୁ ଖ୍ଯାତି ହୋଇପାରେ । ବ୍ୟସ୍ତତାର ସହିତ କୌଣସି ନିସ୍ପତି ନିଅନ୍ତୁ ନହିଁ ।

ଧନୁ :- ଆଗକୁ ବଢିବା ପାଇଁ ଛୋଟ ଚୂତ ସୁଯୋଗ ମିଳିପାରେ । କାର୍ଯ୍ୟ ସ୍ଥଳରେ ଜିନିଷ ବହୁତ ସହଜରେ ଆଗକୁ ବଢିବ । ଛାତ୍ର ମାନଙ୍କ ପାଇଁ ଏହା ଏକ ସକାରାତ୍ମକ ଦିନ ଅଟେ । ଆପଣଙ୍କ ସିନିୟର ଆପଣଙ୍କୁ ମହତ୍ଵ ପୂର୍ଣ କାମରେ ସମର୍ଥନ କରିବେ । କୌଣସି ପ୍ରକାର  ଶିକ୍ଷାକୁ ଗ୍ରହଣ କରିବା ପାଇଁ ଯୋଜନା କରିବା ବହୁତ ଭଲ ହେବ । ସକର୍ଙ୍କ ସହିତ କାମ କରୁଥିବା ଲୋକ ବାଯୁତ ଭଲ କାମ କରିବେ । ଭୌତିକ ସୁଖରେ ବୃଦ୍ଧି ହେବ ।


ମକର :- ଆଜି ଚାକିରିରେ ସ୍ଥାନ ପରିବର୍ତନ ହୋଇପାରେ । ସମସ୍ୟାରୁ ମୁକ୍ତି ମିଳିବ । ଆଜି ପ୍ରେମୀଙ୍କ ପାଇଁ ବହୁତ ଭଲ ସମୟ ଆସିବ । ପ୍ରମୋଶନରେ ସୁଧାର ଆଣିବା ପାଇଁ ଅଧିକ ତେଜିରେ କାମ କରିବାକୁ ହେବ । ମନରେ ବିଚାର ଆସିବା ଯିବା ଲାଗିରହିବ । ଭବିଷୟର କଲ୍ପନାରେ ବ୍ୟସ୍ତ ହୋଇପାରନ୍ତି । ପରିବାରରେ ସାମାନ୍ଯ ସ୍ଥିତି ରହିବ । ଆଜି ଶେୟର ରେ ନିବେଶ କରନ୍ତୁ ବହୁତ ଭଲ ରହିବ ।

କୁମ୍ଭ :- ରୋମାନ୍ସ ପାଇଁ ସମୟ ବହୁତ ଭଲ ରହିଛି । ପରିବାରରେ ଭଲ ସମୟ ବିତାଇବେ । ଘର ଖର୍ଚ ହୋଇପାରେ । ପରିବାରରେ ଆଜିର ଦିନ ବହୁତ ଭଲ ରହିବ । କାମ ମାମଲାରେ ଆଜିର ଦିନ ଆପଣଙ୍କ ପାଇଁ ଅନୁକୂଳ ରହିବ । ଖରାପ ସମୟର ଶେଷ ହୋଇଛି ଯେଉଁଥିରେ ଆପଣଙ୍କର ସବୁ କାମରେ ସଫଳତା ମିଳିବ । ଆପଣଙ୍କ ଭାଇ ଭଉଣୀଙ୍କୁ କିଛି ଅସୁବିଧା ହୋଇପାରେ । ମାନସିକ ରୂପରେ ଚିନ୍ତିତ ରହିବେ ।

ମୀନ :- ଚାକିରିରେ ପରିବର୍ତନର ସମ୍ଭାବନା ରହିଛି । ପାରିବାରିକ ମହୋଲ ମଧ୍ୟ ସୌହାର୍ଦପୂର୍ଣ ରହିବ । ଆପଣଙ୍କ ଛୁଆ ଆପଣଙ୍କୁ ଖୁସିରେ ରହିବା ପାଇଁ କାରଣ ଦେବ । ଆପଣଙ୍କ ପିଲା ଆପଣଙ୍କୁ କୌଣସି ମହତ୍ଵ ପୂର୍ଣ କଥା ବିଷୟରେ ସଜେସନ ଦେଇପାରନ୍ତି । ଆପଣ ଆପଣଙ୍କ ପରିବାର ଲୋକଙ୍କ ସହିତ ଭୁଲ ବୁଝାମଣା କରିପାରନ୍ତି । ସନ୍ତାନ ପ୍ରାପ୍ତିର ଯୋଜନା ବନାଇ ପାରନ୍ତି ।

Leave a Reply

Your email address will not be published. Required fields are marked *