ଶନିବାର 2 ନଭେମ୍ବର 2019- ଶନିଦେବଙ୍କ କୃପାରୁ ଏହି ୪ଟି ରାଶିମାନଙ୍କ ଖରାପ ଦିନ ସମାପ୍ତ ହୋଇଯିବ

ଶନିଦେବଙ୍କ କୃପାରୁ ଏହି ୪ଟି ରାଶିମାନଙ୍କ ଖରାପ ଦିନ ସମାପ୍ତ ହୋଇଯିବ, ଆଜି ଶନିଦେବଙ୍କ କୃପା ହେବ ଭୁଲ କାମ ବି ଭଲ ହେଇଯିବ, ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣଙ୍କ ଯୋଜନା ଅନ୍ତିମ ସମୟ ରେ ବଦଳିବ ଯାହା ଭାବିଥିବେ ସେହା ହେବ ନାହିଁ, କୌଣସି ବିପଦସଙ୍କୁଳ କାର୍ଯ୍ୟ କରନ୍ତୁ ନାହିଁ ଏବଂ ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ । ଖେଳ ଖେଳୁଥିବା ଲୋକଙ୍କ ପାଇଁ ଲାଭକାରୀ ପ୍ରଦର୍ଶନ ଦିନ ଅଟେ, ପ୍ରେମ ପ୍ରସଙ୍ଗ ପାଇଁ ଆଜି ର ଦିନ ଭଲ ହବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ନହେଲେ କାମ ଖରାପ ହୋଇପାରେ ।

ବୃଷ ରାଶି :

ଆଜି ଦିନ ସଫଳତା ପାଇଁ ଗରିବ ଲୋକଙ୍କୁ ଦାନ କରନ୍ତୁ ତାଙ୍କ ଆବଶ୍ୟକତା ଅନୁଯାଇ ଦିନ ଲାଭକାରୀ ହବ, ସରକାରୀ ଚାକିରିଆ ଲୋକଙ୍କ ପାଇଁ ପଦୋନ୍ନତି ହୋଇ ପାରେ । ଏମିତିଆ କାମ କରନ୍ତୁ ଯାହା ଆପଣଙ୍କୁ ସୁଖ ଓ ଶାନ୍ତି ପ୍ରଦାନ କରିବ, କୌଣସି ବଡ ସମାରୋହ ରେ ଯାଇ ପାରନ୍ତି ।

ମିଥୁନ ରାଶି :

ଆଜି ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ, ଆଜି ଆପଣଙ୍କ ରାଗ ଯୋଗୁ ଭଲ କାମ ବି ଖରାପ ହୋଇପାରେ ସେଥିପାଇଁ ଧ୍ୟାନ ଦେଇ କାମ କରନ୍ତୁ ଓ ରାଗନ୍ତୁ କମ । ଯଦି ବଡ ଲୋକଙ୍କ ଆଶୀର୍ବାଦ ନେଇ ନୂଆ ବ୍ୟବସାୟ ଆରମ୍ଭ କରିବେ ଲାଭ ପ୍ରାପ୍ତ ହେବ, ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

କର୍କ ରାଶି :

ଯଦି ଆଜି ଆପଣ ନିଜ ଭାବନା ଆଉ କାହା ଉପରେ ଜବରଦସ୍ତି କରିବେ, ତାହେଲେ ସମ୍ପର୍କ ଖରାପ ହୋଇପାରେ ଚେଷ୍ଟା କରନ୍ତୁ ନିଜ କଥା ନିଜ ଯାଏଁ ରଖିବା ପାଇଁ । ଯଦି ଜମି ନବା ପାଇଁ ଭାବୁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ସମୟ ଅଟେ । ଏମିତି ସମ୍ଭାବନା ଅଛି କି ଆପଣ ଆଉ କାହା ଉପରେ ଅଧିକ ଖର୍ଚ୍ଚ କରିବେ, ଗହଣା ଦୋକାନୀମାନଙ୍କ ପାଇଁ ଲାଭକାରୀ ଦିନ ଅଟେ ।

ସିଂହ ରାଶି :

ଆଜି ଅଫିସ ରେ କାହା ସହ ମତଭେଦ ହୋଇପାରେ, ଜୀବନସାଥିଙ୍କ ହଟାତ କାମ କାରଣରୁ ଆପଣଙ୍କ ଯୋଜନା ଖରାପ ହୋଇପାରେ । ହୃଦୟ ରୋଗୀଙ୍କୁ ସତର୍କ ରହିବା ଆବଶ୍ୟକ ଅଟେ । ସେମିନାର ଓ ପ୍ରଦର୍ଶନୀ ଆପଣଙ୍କୁ ନୂଆ ଜ୍ଞାନ ଓ ନୂଆ ସମ୍ପର୍କ ଦେଇ ପାରନ୍ତି । ଆର୍ଥିକ ସମସ୍ଯା ଦୂର ହବ, ଜୀବନସାଥୀ ସହ ଆବଶ୍ୟକ ଜିନିଷ କିଣା-କିଣି କରି ପାରିବେ ।

କନ୍ୟା ରାଶି :

ଆଜି କାର୍ଯ୍ୟ ଫଳ ଆପଣଙ୍କ ପାଇଁ ଲାଭକାରୀ ହେବ । ବହୁତ ଭଲ ସାଙ୍ଗ ଦେଖା ହୋଇପାରନ୍ତି, ନିଜ ଜୀବନସାଥି ଦ୍ଵାରା କୁହାଯାଇଥିବା ମିଛ ଆପଣଙ୍କୁ ଆହତ କରିବ । ଧାର୍ମିକ କାମ ପାଇଁ ଦିନ ଅତି ଶୁଭ ଅଟେ, ସବୁ କଥା ପାଇଁ ଅତ୍ୟନ୍ତ ଧ୍ୟାନ ଦେଇ କାମ କରନ୍ତୁ ।

ତୁଳା ରାଶି :

ଆଜି ଆପଣଙ୍କୁ କାମ ରେ ଧନ ଲାଭ ହବାର ଯୋଗ ହେଉଛି । ମାଙ୍ଗଳିକ କାମ ରେ ସମ୍ମିଳିତ ହୋଇପାରନ୍ତି, ପରିବାର ରେ କୌଣସି କଥା ପାଇଁ ଚିନ୍ତା ହୋଇପାରେ । ଆଜି ଆପଣ ଅଧିକ ଦିନ ପାଇଁ ଯାତ୍ରା ରେ ଯାଇ ପାରନ୍ତି, କାର୍ଯ୍ୟ କ୍ଷେତ୍ର ରେ ବହୁତ ଭଲ ପରିଣାମ ପାଇପାରିବେ ।

ବିଛା ରାଶି :

ଆଜି ଦିନ ଆପଣଙ୍କ ପାଇଁ ଶୁଭକାରୀ ଅଟେ, କାର୍ଯ୍ୟକ୍ଷେତ୍ର ରେ ଉନ୍ନତି ଦେଖିବାକୁ ପାଇବେ । ଅଟକିଥିବା ଧନ ପ୍ରାପ୍ତ ହୋଇପାରେ, ଅଖାଡୁଆ କଥା କହିବାରୁ ବଞ୍ଚନ୍ତୁ ଏହା ଆପଣଙ୍କ କାମ ଖରାପ କରି ପାରେ । ଆଜି ଆପଣ କିଛି ନୂଆ ସାହସପୂର୍ଣ୍ଣ କାମ କରିବେ, ସମସ୍ୟାର ସାମ୍ନା ଧର୍ଯ୍ୟ ରେ କରନ୍ତୁ ପରିଣାମ ଭଲ ରହିବ ।

ଧନୁ ରାଶି :

ଆଜି ଚାକିରି ଚିନ୍ତା ଦୂର ହବାର ଯୋଗ ହେଉଛି, ମନ ରେ ଶାନ୍ତି ଓ ଖୁସି ହେବ । ଆପଣ କଥାକୁ ସମ୍ଭାଳିବା ପାଇଁ ଚେଷ୍ଟା କରିବେ କିନ୍ତୁ ଛୁଆ ଆପଣଙ୍କ ବିରୂଦ୍ଧ ରେ ଯାଇ ପାରନ୍ତି ଧ୍ୟାନ ରଖନ୍ତୁ । ପରିବାର ରେ ମାନ ସମ୍ମାନ ବଢିବ, କିଛି ନୂଆ ବାହନ ଆଣିବାର ଯୋଗ ଅଛି । ନିଜ ଲୋକଙ୍କ ମଧ୍ୟ ରେ କଥା ଖରାପ ହୋଇପାରେ, ଖେଳ ଲୋକଙ୍କ ପାଇଁ ପ୍ରଗତି ସମୟ ଅଟେ ।

ମକର ରାଶି :

ମକର ରାଶି ଲୋକଙ୍କୁ ନିଜ କଥାରେ ରସ ଆଣିବାକୁ ପଡିବ, ଯାହା ଦ୍ଵାରା ସବୁ କାର୍ଯ୍ୟ ପୂର୍ଣ୍ଣ ହେବ ଓ ରାଜକୀୟ କାର୍ଯ୍ୟ ଜଲ୍ଦି ହବାର ସମ୍ଭାବନା ଅଛି । ଆଜି ହଟାତ କାହା ସହ ଦେଖା ହେଇ ପାରେ, ଆଜି ଲୋକଙ୍କ ଧ୍ୟାନ ଆପଣଙ୍କ ଉପରେ ରହିବ । ପରିଶ୍ରମ ର ଫଳ ପାଇବେ କିନ୍ତୁ ନିଜ କାମ ନିଷ୍ଠା ରେ ପୂର୍ଣ୍ଣ କରନ୍ତୁ , ଆର୍ଥିକ ଲାଭ ହବ ।

କୁମ୍ଭ ରାଶି :

ଆଜି ପାରିବାରିକ ଦାୟିତ୍ଵ ବଢି ପାରେ, ପରିବାର ସହ ବ୍ଯତୀତ ସମୟ ଆପଣଙ୍କୁ ଊର୍ଜା ଦେଇ ପାରେ ସେଥିପାଇଁ ସମୟ ବାହାର କରି ଛୁଆଙ୍କ ସହ ଓ ପରିବାର ସହ ରୁହନ୍ତୁ । ଆଜି ପରିଶ୍ରମ ସାହାଯ୍ୟ ରେ କାର୍ଯ୍ୟ ପୂର୍ଣ୍ଣ ହବାର ଆସାର ଅଛି, ଭାଗ୍ୟବୃଦ୍ଧି ହେବ । ନିଜ ପ୍ରେମୀ ଆଗରେ କୌଣସି ଫାଲତୁ କଥା ପାଇଁ ମାନନ୍ତୁ ନାହିଁ ।

ମୀନ ରାଶି :

ଆଜି ଆପଣଙ୍କ ଆଖ ପାଖ ଲୋକ ଆପଣଙ୍କ ଠାରୁ ଉପାୟ ମାଗି ପାରନ୍ତି । ଚାକିରି କରୁଥିବା ଲୋକଙ୍କ ପାଇଁ ଭଲ ସମୟ ଅଟେ । ଜୀବନସାଥୀ ଖରାପ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟ ପ୍ରଭାବିତ ହେବ । ଆଜି ଦିନ ଆପଣଙ୍କ ପାଇଁ ଅନୁକୂଳ ଅଟେ, ନକାରାତ୍ମକ ଚିନ୍ତାଧାରା ଉତ୍ସାହ କମ କରିପାରେ ।

Leave a Reply

Your email address will not be published. Required fields are marked *