ସୋମବାର 3 ଫେବୃୟାରି 2020- ଆଜି ଏହି ୭ଟି ରାଶି ଉପରେ କୁବେର କରିବେ ଧନ ବର୍ଷା

ଆମେ ଆପଣଙ୍କୁ ସୋମବାର ଦିନ ୩ ଫେବୃୟାରି ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ଆପଣଙ୍କୁ ମାଁ ବାପାଙ୍କ ସାହାଜ୍ଯ ଅତ୍ୟଧିକ ପ୍ରାପ୍ତ ହୋଇବ, ଆଜି ରାଗ ଓ ନକାରାତ୍ମକ ବିଚାର ଠାରୁ ଯେତେ ପାରୁଛନ୍ତି ଦୂର ରୁହନ୍ତୁ । ହଟାତ ଖର୍ଚ ବଢିବାରୁ ଆପଣଙ୍କ ମନ ଅଶାନ୍ତ ରହିବ । ଆଜି ଆପଣଙ୍କ ଆର୍ଥିକ ସ୍ଥିତି ବଦଳିବାକୁ ଲାଗିବ, ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ଦିନ ଅଟେ । ଆଜି ଆପଣଙ୍କ କଥା ପ୍ରଭାବ ଅନ୍ୟ ଲୋକଙ୍କ ଉପରେ ଉତ୍ତମ ରହିବ ଏବଂ ଆପଣଙ୍କ ମାନ ପ୍ରତିଷ୍ଠାରେ ବଢିବ ।

ବୃଷ :

ଶାରୀରିକ କଷ୍ଟ କାମରେ ଅସୁବିଧା ଆସି ପାରେ, ଆପଣଙ୍କ ପାଇଁ ଛୋଟ ଛୋଟ ନିବେଶ କରିବା ଉଚିତ , ଘରୋଇ ସୁଖ ସୁବିଧା ବଢିବାକୁ ଲାଗିବ, ଉଧାର ଟଙ୍କା ବା ଅଟକି ଥିବା ଧନ ଆଜି ଆପଙ୍କୁ ପ୍ରାପ୍ତି ହବ । ଆଜି ଆପଣ ଧନ ନିବେଶ କଲେ ବହୁତ ଲାଭ ପ୍ରାପ୍ତ କରିବେ, କିନ୍ତୁ ଚାକିରି କ୍ଷେତ୍ର ରେ କିଛି ଚିନ୍ତା ବିଷୟ ଅଟେ ।

ମିଥୁନ :

ବିବାହିତା ଦମ୍ପତି ମଧ୍ୟରେ ଛୋଟ ଛୋଟ କଥା ପାଇଁ ଭୁଲ ବୁଝା ମନା ହୋଇ ପାରେ , ନୂଆ ସାଙ୍ଗ ହୋଇବେ । ମନକୁ ନିୟନ୍ତ୍ରିତ କରି ଆଗକୁ ବଢିବା ଉଚିତ ଅଟେ, ଚାକିରି ଲୋକଙ୍କ ପାଇଁ ସ୍ଥିତି ସାମାନ୍ଯ ରହିବ । ଆଜି ଶେୟର ମାର୍କେଟ ରେ ନିବେଶ କରିବା ପାଇଁ ଆପଣଙ୍କୁ ଅବସର ପ୍ରାପ୍ତ ହୋଇବ, ବ୍ୟାପାରିମାନଙ୍କ ଯୋଜନା ସଫଳ ରହିବ, ଆଜି ଆପଣ ନିଜ କାର୍ଯ୍ୟ ଦ୍ଵାରା ସମସ୍ତଙ୍କୁ ଖୁସି କରିବେ ।

କର୍କଟ :

ଆଜି ଆପଣ ନୂଆ ବ୍ୟବସାୟ ପାଇଁ ଟଙ୍କା ନିବେଶ କଥା ଯୋଜନା କରି ପାରିବେ, ରାଜନେତିକ କ୍ଷେତ୍ର ରେ ଆପଣଙ୍କ ପ୍ରଭାବ ବଢି ପାରେ ,ବ୍ୟବସାୟ ବଢିବାକୁ ଲାଗିବ, ପରିବର୍ତନ ପ୍ରକୃତି ନିୟମ ଅଟେ । ଆଜି ଆପଣଙ୍କ ଯାତ୍ରା ମହଙ୍ଗା ହୋଇ ପାରେ କିନ୍ତୁ ଏହା ସହ ଯାତ୍ରା ଲାଭକାରୀ ମଧ୍ୟ ରହିବ । ପରିବାର ରେ ମାଙ୍ଗଳିକ କାର୍ଯ୍ୟ ସମ୍ଭବ ଅଟେ, ନୂଆ କାର୍ଯ୍ୟ ବା ନୂଆ ଚାକିରି ପାଇଁ ବହୁତ ଶୁଭ ସମୟ ଅଟେ ।

ସିଂହ :

ବ୍ୟବସାୟ ଏବଂ ଅନ୍ୟ ଭୁଲ ଠାରୁ କିଛି ଶିଖିବା ପାଇଁ ଚେଷ୍ଟା କରନ୍ତୁ, ଆପଣଙ୍କ ଜୀବନ ବହୁତ ସୁଖମୟ ହବାକୁ ଯାଉଛି । ଚାକିରି ରେ ଅଫସର ଲୋକଙ୍କ ସହ ଭୁଲ ବୁଝା ମଣା ହୋଇ ପାରେ । ସମସ୍ତଙ୍କୁ ସାହାଜ୍ଯ କରିବା ଆପଣଙ୍କ ଅଭ୍ଯାସ ସମାପ୍ତ ହୋଇ ଜୀବ କାହିଁକିନା ଆପଣଙ୍କ ଆବଶ୍ୟକତା ସମୟରେ ଆପଣଙ୍କ ସହ କେହି ନଥିବେ ।

କନ୍ୟା :

ଆଜି ଆପଣଙ୍କୁ ଯାହା ହେଲଲେ ମଧ୍ୟ କାମ କରିବାକୁ ପଡିବ, ଆଜି ଆପଣଙ୍କୁ ଗାଡି ଏବଂ ମଶିନ ଜିନିଷ ଠାରୁ ଦୂରେଇ ରହିବା ଉଚିତ ଅଟେ । ଆଜି ଆପଣଙ୍କୁ ରୋଜଗାର ପାଇଁ ବହୁତ ପ୍ରକାର ନୂଆ ରାସ୍ତା ମିଳିବ, ଆଜି ଚାକିରିଆ ଲୋକ ନିଜ କାର୍ଯ୍ୟସ୍ଥଳ ରେ ବରିଷ୍ଠ ଅଧିକାରୀମାନଙ୍କ ବିଶ୍ଵାସ ଜିତ୍ୟ ପାରିବେ ।

ତୁଳା :

ଆଜି ଆପଣ ନିଜ ପୁରୁଣା ସାଙ୍ଗମାନଙ୍କ ସହ ଭୁତ ଭଲ ସମୟ ବିତେଇବେ, ବହୁତ ସମୟ ଧରି ଚାଲୁ ଥିବା ସମସ୍ଯା ଆଜି ସରିବ । ଆଜି ସନ୍ତାନ ଦେହ ଖରାପ ପାଇଁ ଆପଣଙ୍କ ଦିନ ବ୍ୟସ୍ତ ଏବଂ ଚିନ୍ତା ପୂର୍ଣ ରହିବ, ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ ।ଭୁଲ ବୁଝା ମଣା ପାଇଁ ସମ୍ପର୍କ ଖରାପ ହୋଇ ପାରେ ।

ବିଛା :

ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ , ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ଅଟେ । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ ।

ଧନୁ :

ଆଜି କମ ସମୟରେ ଆପଣଙ୍କ କାର୍ଯ୍ୟ ପୂର୍ଣ ହୋଇବ, ଆଜି ଆପଣଙ୍କ ଅଟକି ଥିବା ଧନ ଆପଣଙ୍କୁ ମିଳିବ । ବ୍ୟବସାରେ ଆଜି ଆପଣ ଲାଭପୂର୍ଣ ସୌଦା କରିବେ ।ହଡ ବଡ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ଆପଣଙ୍କ ପାଇଁ ଅସୁବିଧା ଆରମ୍ଭ ହୋଇ ପାରେ । ପରିବାର ଲୋକ ଆଜି ଆପଣଙ୍କୁ ପ୍ରତେକ କାମରେ ସାହାଜ୍ଯ କରିବେ, ପରିବାର ବାତାବରଣ ସୁଖଦ ରହିବ ।

ମକର :

ଆଜି ନୂଆ ସାଙ୍ଗ ହୋଇବେ ଯିଏ ଆପଣଙ୍କ ବ୍ୟବସାରେ ବହୁତ ସାହାଜ୍ଯ କରିବେ, ଖରାପ ଖାଦ୍ଯ ପଦାର୍ଥ ଖାଇ ଆପଣ ନିଜ ସ୍ୱାସ୍ଥ୍ୟ ଖରାପ କରି ପାରନ୍ତି, ଆପଣଙ୍କ ପାଖରେ ନିଜ ଆୟ ଦ୍ଵାରା କିଛି ନୂଆ ଏବଂ ଲାଭକାରୀ କାର୍ଯ୍ୟ କରିବା ପାଇଁ ବୁଢୀ ଏବଂ ଶକ୍ତି ରହିବ । ଆଜି ଆପଣଙ୍କୁ ନିଜ ତରଫରୁ ଆଗକୁ ଯାଇ ଲୋକଙ୍କ ସହ ମିସିବା ପାଇଁ ଚେଷ୍ଟା କରିବା ଉଚିତ ଅଟେ ।

କୁମ୍ଭ :

ଆଜି କାର୍ଯ୍ୟ କ୍ଷେତ୍ର ରେ ଅନୁକୂଳ ରହିବ, କହିବା ଆଗରୁ ନିଜ କଥା ଉପରେ ଧ୍ୟାନ ଦିଅନ୍ତୁ । ଆଜି କିଛି ଲୋକଙ୍କ ଦ୍ଵାରା ଶୁଭ କାମ ପାଇଁ ସାହାଜ୍ଯ ପ୍ରାପ୍ତ କରିବେ, ଆପଣ ନିଜ ସମ୍ପର୍କୀୟ ବା ଅନ୍ୟ ଲୋକଙ୍କ ଅସୁବିଧା ସମାଧାନ କରିବା ପାଇଁ ସକ୍ଷମ ରହିବେ । ନିଜ ପରିବାର ଲୋକଙ୍କ ସହ କଠୋର ବ୍ୟବହାର ଆପଣଙ୍କ ଶାନ୍ତି ଖରାପ କରି ପାରେ ସେଥିପାଇଁ ସମସ୍ତଙ୍କ ସହ ନରମ ହୋଇ କଥା କୁହନ୍ତୁ ।

ମୀନ :

ଆଜି ଆପଣ ଖରାପ କାମ ଠାରୁ ଦୂରେଇ ରୁହନ୍ତୁ, ପାଠ ପ୍ରତି ରୁଚି ରହିବ, କୌଣସି ନୂଆ କାମ ପାଇଁ ଆପଣ ନିବେଶ କରିବେ । ବହୁତ ବ୍ୟସ୍ତ ରହିଲେ ମଧ୍ୟ ବିଶେଷ କାର୍ଯ୍ୟ ପାଇଁ ସମୟ ବାହାର କରିବେ, ଲୋକଙ୍କୁ ଆଜି ଟିକେ ମାନସିକ ଚିନ୍ତା ରହିବ, ସକାରାତ୍ମକ ରହିଲେ ଆପଣଙ୍କ ସବୁ କାର୍ଯ୍ୟ ଭଲରେ ଭଲରେ ହୋଇ ଜୀବ ।

Leave a Reply

Your email address will not be published. Required fields are marked *