ବୁଧବାର 4 ଡିସେମ୍ବର 2019 – ଆଜି ଏହି ୨ଟି ରାଶି ଉପରେ ପ୍ରସନ୍ନ ଅଛନ୍ତି ଶ୍ରୀ ଗଣେଶ, ପୂରଣ କରିବେ ସମସ୍ତ ମନୋବାଞ୍ଛା

ଆମେ ଆପଣଙ୍କୁ ବୁଧବାର ୦୪ ଡ଼ିସେମ୍ବରର ରାଶିଫଳ କହିବାକୁ ଯାଉଛୁ । ଆମ ଜୀବନରେ ରାଶିଫଳର ମହତ୍ଵ ବହୁତ ରହିଥାଏ । ରାଶିଫଳ କାରଣରୁ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ଆମେ ଅନୁମାନ ଲଗାଇଥାଉ । ରାଶିଫଳର ନିର୍ମାଣ ଗ୍ରହ ଓ ନକ୍ଷତ୍ରଙ୍କ ଚଳନକୁ ନେଇ ହେଇଥାଏ । ପ୍ରତିଦିନ ଗ୍ରହଙ୍କ ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଏହି ରାଶିଫଳରେ ଆପଣଙ୍କୁ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ବୈବାହିକ ଜୀବନ ସହ ଜଡିତ ସମସ୍ତ ସୂଚନା ମିଳିବ । ତେବେ ଆଜିର ରାଶିଫଳ ପଢନ୍ତୁ ।

ମେଷ ରାଶି :-

ମେଷ ରାଶିର ବିଦ୍ୟାର୍ଥୀ ମାନେ ଆଜି କଠିନତାରେ ଗତି କରିବେ । ସମ୍ପର୍କୀୟଙ୍କ ସହ ମତଭେଦ ନ ହେବା ପାଇଁ ଧ୍ୟାନ ଦେବେ । ଆପଣ ଶେୟର ବଜାର, ବାହାନ ଓ ସମ୍ପତିରେ ନିବେଶ କରିବାକୁ ଯୋଜନା କରିପାରନ୍ତି । ଚାକିରି କ୍ଷେତ୍ରରେ ଆପଣଙ୍କୁ କୌଣସି ବଡ କମ୍ପାନୀରେ ଚାକିରି ମିଳିପାରେ । ମହିଳାମାନେ ଯଦି କୌଣସି ଘରୋଇ ବ୍ୟବସାୟ ଆରମ୍ଭ କରିବାକୁ ଚହୁଁଛନ୍ତି ତେବେ ଆଜିର ଦିନ ଶୁଭମୟ ହେବ ।

ବୃଷ ରାଶି :-

ଆଜି ପାରିବାରିକ ଜୀବନ ଆନନ୍ଦମୟ ହେବା ସହ କୌଣସି ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହେଇପାରେ । କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଚାକିରି କ୍ଷେତ୍ରରେ ଆପଣଙ୍କର ଉନ୍ନତି ଘଟିବ । ବନ୍ଧୁଙ୍କ ସହ ସମ୍ପର୍କରେ ମତଭେଦ ଦେଖା ଦେଇପାରେ । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ ।

ମିଥୁନ ରାଶି :-

ଆଜି ଆପଣଙ୍କୁ ଏକୁଟିଆ ଅନୁଭବ ହେବ ଯାହାଫଳରେ ଆପଣ ଉଦାସ ରହିବେ । ବ୍ୟବସାୟ କ୍ଷେତ୍ରରେ ଆପଣ ସଫଳ ହେବେ । ଆଜି ଆପଣ ଟଙ୍କା ପଇସା ପାଇଁ ଚିନ୍ତିତ ହେଇ ପାରନ୍ତି । ଯଦି ଆପଣ ଚାକିରୀ ଖୋଜୁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ । ଅଫିସରେ ଆପଣଙ୍କୁ ନିଜର ସହକର୍ମୀଙ୍କ ଠାରୁ ସହାୟତା ମିଳିବ ।

କର୍କଟ ରାଶି :-

ଆଜି ଆପଣ ସମସ୍ତ ପରିସ୍ଥିରେ ନିଜକୁ ଆୟତରେ ରଖିବାକୁ ଚେଷ୍ଟା କରିବେ କାରଣ ଆପଣ ସମ୍ମୁଖରେ କିଛି ଅସୁବିଧା ଆସିପାରେ । ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଏହା ସତ୍ବେ ମଧ୍ୟ ସମୟ ଅନୁକୂଳ ରହିବ । ଆୟରେ ବୃଦ୍ଧି ହେବ । ପାରିବାରିକ ଜୀବନ ଅନୁକୂଳ ରହିବ ।

ସିଂହ ରାଶି :-

ଆଜି ଆପଣ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ, ମନରୁ ନକରାତ୍ମକ ଶକ୍ତିକୁ ବାହାର କରି ଦିଅନ୍ତୁ । ବାଦ-ବିବାଦରେ ପସନ୍ତୁ ନାହିଁ । ପ୍ରେମ କ୍ଷେତ୍ରରେ ଆପଣ ଭାଗ୍ଯବାନ ରହିବେ । ନିଜର ଶତୃଙ୍କ ଠାରୁ ସାବଧାନ ରହିବେ । ବ୍ୟବସାୟ କ୍ଷେତ୍ରରେ ଆପଣ ଉନ୍ନତି କରି ପାରନ୍ତି ।

କନ୍ୟା ରାଶି :-

ଆଜି ଆପଣ ନିଜ ଜୀବନରେ ବ୍ୟବସାୟ କିମ୍ବା ଚାକିରି କ୍ଷେତ୍ରରେ ବଡ ସଫଳତା ଅର୍ଜନ କରିବେ । ନିଜର ପରିଶ୍ରମ ବଳରେ କାର୍ଯ୍ୟରେ ସଫଳତା ହାସଲ କରିବେ । ନିଜର ମିତ୍ର ମାନଙ୍କ ଠାରୁ ସହଯୋଗ ମିଳିବ । ଆଜିର ଦିନ ଆପଣଙ୍କ ପାଇଁ ଅନୁକୂଳ ରହିବ ।

ତୁଳା ରାଶି :-

ଆଜି ଆପଣଙ୍କର ନହେଉଥିବା କାର୍ଯ୍ୟ ହେଇଯିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ । ମିତ୍ରଙ୍କ ଠାରୁ ଉପଦେଶନେଇ ସାବଧାନତାର ସହ ଆଗକୁ ବଢନ୍ତୁ । ଆପଣଙ୍କର ସକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ଉନ୍ନତି ପଥରେ ନେଇଯିବ । ନିଜର ଭବିଷ୍ୟତ ପାଇଁ ଆପଣ କିଛି ନୂଆ ପଦକ୍ଷେପ ନେଇ ପାରନ୍ତି ।

ବିଛା ରାଶି :-

ଆଜି ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ପ୍ରାପ୍ତ କରିବେ । ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ବାଦ-ବିବାଦ ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ, ତେଣୁ ଆପଣ ଆଜି କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ । ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ ରାଶି :-

ଆଜି ଆପଣଙ୍କ ସମ୍ପର୍କରେ ମନ ମିଳନ ହେଇପାରେ । ଜୀବନରେ ଉନ୍ନତି କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଆଜି ଆପଣଙ୍କୁ କୌଣସି କ୍ଷେତ୍ରରେ କିଛି ସଫଳତା ମିଳିବାର ଆଶା ବହୁତ କମ ରହିଛି । ନିଜର ଓ ନିଜ ପରିବାର ବର୍ଗଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ମକର ରାଶି :-

ଆଜି ସମସ୍ତ ନିସ୍ପତି ବୁଝି ବିଚାରୀ ନିଅନ୍ତୁ । ଆଜି ସମ୍ପତି ବିକ୍ରି କିମ୍ବା କ୍ରୟ କରିବା ପାଇଁ ଆପଣଙ୍କ ପାଇଁ ଅନୁକୂଳ ରହିବ । ସ୍ୱାସ୍ଥ୍ୟ ସାମାନ୍ଯ ଖରାପ ରହିବା । ଆପଣଙ୍କ ପ୍ରେମ ସମ୍ବଧରେ ଘନିଷ୍ଠତା ରହିବ । ନିଜର ଶତୃଙ୍କଠାରୁ ବିଜୟ ପ୍ରାପ୍ତ କରିବେ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ଶୁଭମୟ ଅଟେ ।

କୁମ୍ଭ ରାଶି :-

ଚାକିରି କ୍ଷେତ୍ରରେ ନିଜର ସହକର୍ମୀଙ୍କ ସହଯୋଗ ପ୍ରାପ୍ତ ହେବ । ନୂତନ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରି ପାରନ୍ତି । ଆଜି ବ୍ୟାପାର କ୍ଷେତ୍ରରେ କାହା ଉପରେ ଆଶ୍ରିତ ରୁହନ୍ତୁ ନାହିଁ । ଆଜି ପାରିବାରିକ ଜୀବନ ସୁଖମୟ ରହିବ । ଆଜି ଦୂରରୁ ଆପଣଙ୍କୁ କିଛି ଖୁସି ଖବର ମିଳିପାରେ ।

ମୀନ ରାଶି :-

ଆଜି ଆପଣଙ୍କର ମାନ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବ୍ୟାପାର କ୍ଷେତ୍ରରେ ସଫଳତା ମିଳିବ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । କୁସଙ୍ଗ ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । କୌଣସି ନୂଆ କାର୍ଯ୍ୟ କରିବା ପୂର୍ବରୁ ଭାବି ଚିନ୍ତି ନିସ୍ପତି ନିଅନ୍ତୁ । ଆଜିର ଦିବସ ଆପଣଙ୍କ ପାଇଁ ଅନୁକୂଳ ରହିବ କିନ୍ତୁ କିଛି ଦିଗରେ ସାବଧାନତା ଅବଲମ୍ବନ କରିବେ ।

ଉପରେ ଦିଆ  ଯାଇଥିବା ତଥ୍ୟ କିଛି ବ୍ୟକ୍ତିଙ୍କ ଜାତକ କାରଣରୁ ଭିନ୍ନ ହେଇପାରେ, ତେଣୁ ସଠିକ ତଥ୍ୟ ପାଇଁ କୌଣସି ପଣ୍ଡିତ କିମ୍ବା ଜୋତିଶଙ୍କ ପରାମର୍ଶ ନିଅନ୍ତୁ ।

Leave a Reply

Your email address will not be published. Required fields are marked *