ସୋମବାର 4 ନଭେମ୍ବର 2019 – ଆଜି ର ଦିନ ଏହି ଛଟି ରାଶିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ

ରାଶିଫଳ ଆମ ଜୀବନ ରେ ଅତି ଆବଶ୍ୟକ ଅଟେ, ରାଶିଫଳ ଦ୍ଵାରା ଜୀବନ ରେ ଆସୁଥିବା ଘଟଣା ବିଷୟ ରେ ଆଭାସ ହୋଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବିବାହିତ ଜୀବନ ବିଷୟ ରେ କୁହା ଯାଇଥାଏ । ଯଦି ଆପଣ ବି ଜାଣିବା ପାଇଁ ଚାହୁଁଛନ୍ତି କି ଆପଣଙ୍କ ଦିନ କି ପରି ଯିବ ତାହେଲେ ଏହାକୁ ପଢନ୍ତୁ ।

ମେଷ :

ଆଜି ଆପଣଙ୍କୁ ବହୁତ ମୁଣ୍ଡ ଖର୍ଚ୍ଚ କରିବାକୁ ପଡିବ, ଭଲ ଭାବରେ ଭାବି ଚିନ୍ତି କୁହନ୍ତୁ । କୌଣସି ସାଙ୍ଗ ସାହାଯ୍ୟ ରେ ଆୟ ବୃଦ୍ଧି ହେବ, ଆର୍ଥିକ ସମସ୍ୟା ଦୂର ହେବ । ବଡ ଲୋକଙ୍କ କଥା ମାନିଲେ ଲାଭ ରେ ରହିବେ, ପରିବାର ଲୋକଙ୍କ ସାଥ ପାଇପାରିବେ ।

ବୃଷ :

ଆର୍ଥିକ ସଫଳତା ଦ୍ଵାରା ଆପଣ ନିଜ ସ୍ଵପ୍ନ କୁ ସାକାର କରିପାରିବେ, ଯଦି ଆପଣ ଅପେକ୍ଷା କରିବେ ନାହିଁ ତାହେଲେ ଅଲଗା କ୍ଷେତ୍ର ରେ ବି ସଫଳତା ପାଇବେ । ମନରେ ନକାରାତ୍ମକ କଥା ବାସ କରିବେ, ଘର କାମ ଗୁଡିକ ହଇରାଣ କରିବେ।

ମିଥୁନ :

ଆଜି ଆପଣଙ୍କୁ ନିଜ ଘର ଲୋକ ବା ବିଶେଷ ଲୋକଙ୍କ ଠାରୁ ଚିନ୍ତା ମିଳି ପାରେ, ଧନ ଲାଭ ପାଇଁ ବହୁତ ଭଲ ଯୋଗ ହୋଇଛି । ଆଜି ଏମିତି ଗୋଟେ ଲୋକ ସହ ଦେଖା ସାକ୍ଷାତ ହବ ଯାହା ଦ୍ଵାରା ଭବିଷ୍ୟ ରେ ବିଜନେସ ରେ ଆପଣଙ୍କୁ ଲାଭ ହବ । ଆଜି ଅଯଥା ଖର୍ଚ୍ଚ କରନ୍ତୁ ନାହିଁ ।

କର୍କ :

ଆଜି ପାରିବାରିକ ସମସ୍ୟା ପାଇଁ ମନ ଚଞ୍ଚଳ ରହିବ, ସାଙ୍ଗମାନଙ୍କ ସହ ବୁଲିବା ପାଇଁ ଯାଇପାରନ୍ତି । ହଟାତ ଆସୁଥିବା କାମ ପାଇଁ ନିଜକୁ ରେଡି ରଖନ୍ତୁ, ଜମି ନବା-ଦବା କାମରେ ଭଲ କି ଜାଣି ବୁଝିକରି କାମ କରନ୍ତୁ । ପାର୍ଟନର ସାହାଯ୍ୟ  ପ୍ରାପ୍ତି ପାଇଁ ଯୋଗ ସୃଷ୍ଟି ହେଉଛି ।

ସିଂହ :

ଆଜି କାମ କମ କରନ୍ତୁ ଓ ଅତ୍ୟଧିକ ଚିନ୍ତା କରନ୍ତୁ ନାହିଁ, କାର୍ଯ୍ୟରେ ନିଜ ବୁଦ୍ଧି ର ପ୍ରୟୋଗ କରନ୍ତୁ । କୌଣସି ପୁରୁଣା ସାଙ୍ଗ ଆସି ପାରନ୍ତି, ଆଜି ଅଯଥା ଚିନ୍ତା କରନ୍ତୁ ନାହିଁ ।

କନ୍ୟା :

ଆଜି ଆପଣ ଯେ କୌଣସି କାମରେ ହାତ ଦେବେ ସେହା ସଫଳ ହେବ, ଆଜି ଆପଣଙ୍କ ସାଙ୍ଗ ଆପଣଙ୍କୁ ଆର୍ଥିକ ସାହାଯ୍ୟ କରିପାରେ । ବଡ ଖର୍ଚ୍ଚ ଅଟକେଇବା ରେ ଆପଣ ସଫଳତା ପାଇବେ, ଆପଣଙ୍କ ଗ୍ରହ ସ୍ଥିତି ବଦଳୁଛି ସେଥିପାଇଁ ଜୀବନ ରେ ବହୁତ କିଛି ବଦଳିବ ।

ତୁଳା :

ଆଜି ଭୌତିକ ସୁଖ-ସୁବିଧା ଆଡକୁ ଅଗ୍ରସର ହେବେ, ଜୀବନସାଥି ସହ ମତଭେଦ ହୋଇପାରେ ।  ଆତ୍ମସମ୍ମାନ ବଢିବ, ସନ୍ଧ୍ୟା ରେ ପରିବାର ଲୋକଙ୍କ ସହ ସମୟ ବିତେଇବେ । ଯଦି ଆପଣ କେଉଁଠି କାମ କରନ୍ତି ତାହେଲେ ଡିମୋଶନ ହୋଇପାରେ ।

ବିଛା :

ଯଦି କୌଣସି ଜରୁରୀ କାମକୁ ସାରିବା ପାଇଁ ଚାହୁଁଞ୍ଚନ୍ତି ତାହେଲେ ଶୁଭ ସମୟ ଅଟେ କିନ୍ତୁ ଏହା ବିଷୟରେ ପୂର୍ଣ୍ଣ ଭାବ ରେ ବୁଝି ରଖନ୍ତୁ । ଶୁଭ ସମୟ ରେ କାମ ସାରିଲେ କାର୍ଯ୍ୟ ସମ୍ପୂର୍ଣ ଓ ସଫଳ ହେବ ।

ଧନୁ :

ଆଜି ଆପଣଙ୍କୁ ଗାଡି ଚଳେଇବା ସମୟରେ ସାବଧାନ ରହିବା ଉଚିତ ଅଟେ, ସମାଜ ରେ ମାନ-ସମ୍ମାନ ବଢିବ । ଆପଣ ଶାରୀରିକ ଓ ମାନସିକ ରୂପ ରେ ପୂର୍ଣତଃ ସ୍ଵସ୍ଥ ରହିବେ ।

ମକର :

ଆଜି ଟଙ୍କା ଚିନ୍ତା ସମାପ୍ତ ହୋଇଯିବ, ଆରାମ ମିଳିବ । ଟଙ୍କା କାମରେ କିଛି ଭଲ ଚାନ୍ସ ମିଳିବ, ସମୟ ଅନୁଯାଇ ଖାଦ୍ୟ ଓ ନିଦ୍ରା ର ଧ୍ୟାନ ରଖନ୍ତୁ । ଆଜି ଆପଣ ଲାଭକାରୀ ଡିଲ କରି ପାରିବେ । ଜମି ବା ଘର କିଣି ପାରିବେ ଯୋଗ ଭଲ ହେଉଛି, ଆତ୍ମବିଶ୍ଵାସ ରଖନ୍ତୁ ।

କୁମ୍ଭ :

ଆଜି ଆପଣ ଚାକିରି ଓ ବ୍ୟବସାୟ ରେ ସହଯୋଗ ରେ ସଫଳତା ପାଇପାରିବେ । ବଡ ବୁଢା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ, ଯଦି କାହାର ଧ୍ୟାନ ଆପଣଙ୍କ ଉପରେ ନାହିଁ ହେଲେ ବି ରାଗନ୍ତୁ ନାହିଁ । ସନ୍ତାନ ଅସଫଳତା ଆପଣଙ୍କୁ ହଇରାଣ କରି ପାରେ, ଆପଣ ନିଜ ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମୀନ :

ଆଜି ପରିବାର ଲୋକଙ୍କ ସହ ଝଗଡା ହୋଇପାରେ ନିୟନ୍ତ୍ରଣ ରେ କଥା ବାର୍ତ୍ତା ହୁଅନ୍ତୁ । ବ୍ୟବସାୟ ହାନୀକୁ ବୁଦ୍ଧି ସହ ସମ୍ଭାଳି ପାରିବେ, ଆଜିଠାରୁ ଆପଣଙ୍କ ଆର୍ଥିକ ସ୍ଥିତି ବଦଳିବା ଆରମ୍ଭ ହେବ । ଆଜି ଘର ନିର୍ମାଣ ବା ଅଲଗା ନିର୍ମାଣ ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ ।

Leave a Reply

Your email address will not be published. Required fields are marked *