ମାର୍ଗଶିର ଶେଷ ଗୁରୁବାର ୫ ଡିସେମ୍ବର 2019 – ଏହି ୭ଟି ରାଶି ମହିଳା ହୋଇବେ ଭାଗ୍ୟଶାଳି, ମା ଲକ୍ଷ୍ମୀ କରିବେ ଆଶୀର୍ବାଦ

ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ବାହାର କାମ ଆପଣଙ୍କ ପାଇଁ ଲାଭକାରୀ ଅଟେ, ଆଜି ପ୍ରଥମେ ସେହି କାମ କରନ୍ତୁ ଯାହା ଆପଣଙ୍କ ପାଇଁ ଅତି ଆବଶ୍ୟକ ଅଟେ । ସ୍ୱାସ୍ଥ୍ୟ ବହୁତ ଭଲ ରହିବ, ନୂଆ କାମ ପ୍ରାରମ୍ଭ ପାଇଁ ଏହା ଶୁଭ ସମୟ । ନିଜ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଭବିଷ୍ୟତରେ ଆପଣଙ୍କୁ ହାନି ହୋଇ ପାରେ । ଦୁର୍ଘଟଣା ପାଇଁ ଶାରୀରିକ ଆଘାତ ସମ୍ଭବ ଅଟେ, ମହିଳା ଏହି ଦିନ ଶାନ୍ତ ଓ ପବିତ୍ର ରୁହନ୍ତୁ ।

ବୃଷ ରାଶି :

ଯେଉଁ ଲୋକ ବ୍ୟବସାୟ କରୁଛନ୍ତି ତାଙ୍କୁ ବହୁତ ଭଲ ଲାଭ ପାଇବେ, ପ୍ରପର୍ଟୀ ଓ ଗାଡି ଗୁଡିକ ରେ ନିବେଶ ସମ୍ଭବ ଅଟେ । ଶତ୍ରୁ ଆଘାତ କରିବା ପାଇଁ ଚେଷ୍ଟା କରିବେ କିନ୍ତୁ, କିଛି ଅନିଷ୍ଠ ହେବ ନାହିଁ । ପ୍ରେମ ସମ୍ପର୍କ ଭଲ ରହିବ, ବିଦ୍ୟାର୍ଥୀମାନଙ୍କ ପାଇଁ ଦିନ ଅତ୍ୟନ୍ତ ଶୁଭ ଅଟେ । କିଛି ସରକାରୀ କାମ ଯାହା ଅଟକିଥିବ ଆଜି ପୂର୍ଣ ହୋଇ ପାରେ, ଆପଣଙ୍କ ମନ ପସନ୍ଦ ଜିନିଷ ଆପଣ ଉପହାର ରେ ପାଇ ପାରନ୍ତି ।

ମିଥୁନ ରାଶି :

ଆଜି କଥା ସ୍ପଷ୍ଟ ହବାରୁ ସମସ୍ୟା ସମାଧାନ ହୋଇବ, ଆପଣ ସାଙ୍ଗମାନଙ୍କ ସହ ନୂଆ କାମ ଆରମ୍ଭ କରି ପାରନ୍ତି ଏବଂ ଆପଣ ଏହା ଦ୍ଵାରା ସମସ୍ତଙ୍କ ସମର୍ଥନ ମଧ୍ୟ ପାଇବେ । ଆଜି ଆପଣଙ୍କ ସ୍ଵଭାବ ଅଡୁଆ ରହିବ, କିନ୍ତୁ ଚେଷ୍ଟା କରନ୍ତୁ ଅନ୍ୟ କେହି ଆପଣଙ୍କ ଏହି ସ୍ଵଭାବ ଦ୍ଵାରା ପ୍ରଭାବିତ ନହୁଅନ୍ତୁ ।

କର୍କଟ ରାଶି :

କାମକାର୍ଯ୍ୟ ରେ କୌଣସି ପ୍ରକାର ଅସୁବିଧା ଆସିଲେ କିଛି ଶିଖିବା ପାଇଁ ମିଳିବ, ଯେଉଁ ଲୋକ କଳା ପ୍ରେମୀ ଅଛନ୍ତି ତାଙ୍କ ପାଇଁ ଅନେକ ନୂଆ ରାସ୍ତା ଖୋଲିବ । କାର୍ଯ୍ୟକ୍ଷେତ୍ର ରେ ପ୍ରଗତି ପାଇବେ, ବଡ ଲୋକଙ୍କ ସହ ଝଗଡା କରନ୍ତୁ ନାହିଁ ଆପଣଙ୍କ ପାଇଁ ଭଲ ହବ । ଆଜି ଆପଣଙ୍କୁ ବହୁତ ଲୋକ ସାହାଯ୍ୟ କରିବେ, ଆସନ୍ତା ସମୟ ଆପଣଙ୍କ ପାଇଁ ସୁଖମୟ ରହିବ ।

ସିଂହ ରାଶି :

ସାମାଜିକ ଦ୍ରୁଷ୍ଟି ଅନୁଯାଇ ଅପମାନିତ ହୋଇ ପାରନ୍ତି, କାହା ସହ ଝଗଡା ମଧ୍ୟ ହୋଇ ପାରେ । ପରିଶ୍ରମ ଫଳ ପ୍ରାପ୍ତ ହେବ, ସାଙ୍ଗ ବା ସମ୍ପର୍କୀୟ ଲୋକଙ୍କୁ ସାହାଯ୍ୟ କରିବାର ଯୋଗ ଅଛି । କଥା ଓ ବ୍ୟବହାର ନରମ ରଖିବା ପାଇଁ ଭଗବାନ ଗଣେଶ କୁହନ୍ତି, କୌଣସି ମହତ୍ବପୂର୍ଣ ଲୋକ ଦେଖା ହୋଇ ପାରନ୍ତି । ମହିଳାଙ୍କ ପାଇଁ ସବୁଜ ରଙ୍ଗ  ବହୁତ ଶୁଭ ଅଟେ ।

କନ୍ୟା ରାଶି :

ଆଜି ଆପଣ ନିଜ କାମ ପାଇଁ ସତର୍କ ରୁହନ୍ତୁ, ଅତ୍ୟଧିକ ହଇରାଣ ହବାରୁ ବଞ୍ଚନ୍ତୁ ଏବଂ ଧର୍ଯ୍ୟ ରଖନ୍ତୁ ଅଧିକ ସୁଖୀ ରହିବେ । ପ୍ରୟାସ କଲେ ସଫଳତା ନିଶ୍ଚିନ୍ତ ପାଇ ପାରିବେ, ସାଙ୍ଗ ବା ପ୍ରେମୀ ବା ଅନ୍ୟ କାହା ସହ ବିତେଇଥିବା ସମୟ ଅତ୍ୟନ୍ତ ଉପଯୋଗୀ ହୋଇପାରେ । ଏହି ରାଶି ର ବେରୋଜଗାର ଲୋକଙ୍କୁ ଚାକିରି ମିଳିବାର ଯୋଗ ହେଉଛି ।

ତୁଳା ରାଶି :

ଆଜି ଆପଣଙ୍କୁ ନିଜ ଉପରେ ନିୟନ୍ତ୍ରଣ ରଖିବା ଉଚିତ ଅଟେ, ଆପଣଙ୍କୁ ନିଜ ମନ ଇଛା କାମ ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ । ଯଦି ଯାତ୍ରା ଆବଶ୍ୟକ ଅଟେ ତେବେ ନିଜ ଜିନିଷ ଧ୍ୟାନ ରଖନ୍ତୁ କାହିଁକିନା କିଛି ହାନି ହୋଇ ପାରେ । ଚାକିରି କରୁଥିବା ଲୋକଙ୍କ ପାଇଁ ସମୟ ଭଲ ଅଟେ, ଯଦି ସମ୍ଭବ ଅଟେ ତେବେ ଆଜି ଯାତ୍ରା କରନ୍ତୁ ନାହିଁ ।

ବିଛା ରାଶି :

ଆଜି ଆପଣଙ୍କ ଭାବନା ଓ ପରିଶ୍ରମ ର ବହୁତ ଭଲ ବାଲାନ୍ସ ରହିବ । ଆଜି ଆପଣ ସବୁ ଦିଶା ରେ ପ୍ରୟାସ କରି ପାରନ୍ତି, ଯେଉଁ କାମ କରୁଛନ୍ତି ତାହା ଉପରେ ବିଶ୍ଵାସ ରଖନ୍ତୁ ନୂଆ କାମ ପାଇଁ ବହୁତ ଉତ୍ତମ ଆସାର ହେଉଛି । ଆପଣ ଯେତିକି ପରିଶ୍ରମ କରିବେ ସେତିକି ଫଳ ପାଇ ପାରିବେ ।

ଧନୁ ରାଶି :

ଆଜି ଆପଣ ସମୟ ଅନୁସାରେ ନିଜକୁ ସଜାଗ କରିବା ପାଇଁ ଚେଷ୍ଟା କରିବେ । ଆଜି ଆପଣଙ୍କ କାର୍ଯ୍ୟସ୍ଥଳ ରେ କିଛି ଭଲ ହେବ ନାହିଁ, ମାଲିକ କୌଣସି ପ୍ରକାର କଥା ପାଇଁ ଆଗରୁ ୱାର୍ନିଗ ଦେଇ ପାରନ୍ତି । ଆପଣଙ୍କ ମନ ଆଜି ଧାର୍ମିକ ରହିବ ଓ ପୂଜା ରେ ମନ ଲାଗିବ । ନୂଆ କାମ ପାଇଁ ଅସୁବିଧା ହୋଇପାରେ କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ କାମ ହୋଇଯିବ ।

ମକର ରାଶି :

ଆଜି ଆପଣ ଲାଭ ଅବସର ପାଇପାରିବେ, ବ୍ୟବସାୟ ରେ ନୂଆ କାମ ଆରମ୍ଭ ହେବ । କାମ କାର୍ଯ୍ୟ ପାଇଁ ନୂଆ କିଛି ଆପଣଙ୍କ ସାମନାକୁ ଆସିବ, କିନ୍ତୁ କୌଣସି କାମ ପାଇଁ ହଡବଡ ହୁଅନ୍ତୁ ନାହିଁ । ଆପଣଙ୍କ ଜୀବନ ବଦଳି ପାରେ ଯୋଗ ହେଉଛି, ଭାଗ୍ୟ ସାହାଯ୍ୟ କରି ପାରେ ।

କୁମ୍ଭ ରାଶି :

ଆଜି ଆପଣଙ୍କୁ ନିଜ କ୍ଷମତାର ଉପଯୋଗ କରିବା ଆବଶ୍ୟକ ଅଟେ, ଏହା ଏକ ଲାଭକାରୀ ଦିନ ହୋଇପାରେ । ଆଜି ଆପଣ ନିଜ ଘନିଷ୍ଟ ଲୋକଙ୍କ ସହ ସନ୍ଧ୍ୟା ବିତେଇବେ । ଆଜି ଆପଣ କାର୍ଯ୍ୟ ଜାଗା ରେ ଆପଣ ଖୁସି ଓ ଅନୁଭବିତ ରହିବେ । ଦିନ ଭଲ ଭାବରେ କାଟିବା ପାଇଁ ସାଙ୍ଗମାନେ ବା ପରିବାର ଲୋକଙ୍କ ସହ ସମୟ ବିତାନ୍ତୁ ଦିନ ମଙ୍ଗଳ ମୟ ହେବ । ବିପି ଓ ମଧୁମେହ ଲୋକଙ୍କୁ ସାବଧାନ ରହିବା ଉଚିତ ।

ମୀନ ରାଶି :

ଆଜି ଆପଣ ପୁରୁଣା ସବୁ କାମ ସାରି ଦେବେ, ଘର ବଡ ଲୋକ ଏମିତି କିଛି କହି ପାରନ୍ତି ଯାହା ଜୀବନ ରେ ବହୁତ ମୂଲ୍ଯବାନ ଓ କାମ ରେ ଆସି ପାରେ । ଧନ ଲାଭ ଓ ଆର୍ଥିକ ସହଯୋଗ ହବ । କାମ ପାଇଁ କାହା ସହ କଥା ହବାକୁ ପଡିପାରେ, ସାଙ୍ଗମାନଙ୍କ ସାହାଯ୍ୟ ରେ କାମ ହବ । ବ୍ୟବହାର ଓ ସଫଳ କାମ ପାଇଁ ଆଜି ଆପଣ ପ୍ରଶଂସା ପାଇବେ ଏବଂ ନିଜ କଥା ବାର୍ତ୍ତା ପାଇଁ ମଧ୍ୟ ସୁଖ ପାଇବେ ।

Leave a Reply

Your email address will not be published. Required fields are marked *