ଶୁକ୍ରବାର ୫ ଫେବୃଆରୀ ୨୦୨୧ ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି 4ଟି ରାଶିକୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।


ମେଷ :- ଆଜିର ଦିନ ପରୋପକାରରେ ବ୍ଯତୀତ ହେବ । ଅନ୍ୟର ସାହାର୍ଯ୍ୟ କରିବା ଦ୍ଵାରା ଶାନ୍ତି ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପକ୍ଷରୁ କିଛି ପରିବର୍ତନ ହୋଇପାରେ, ଯେଉଁଥିରେ ଆପଣଙ୍କ ସାଥିର ମନ ଖରାପ ହୋଇପାରେ । କିନ୍ତୁ ଆପଣ ଆପଣଙ୍କର ସଦ ବ୍ଯବହାର ଦ୍ଵାରା ମହୋଲକୁ ଠିକ କରିବାରେ ସଫଲ ହେବ । ପତ୍ନୀର ସ୍ୱାସ୍ଥ୍ୟ ଖରାପ ହେବ କାରଣରୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ନୂଆ ଅବସର ପ୍ରାପ୍ତ ହେବ । ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।

ବୃଷ :- ଆଜିର ଦିନ ପରିବାର ଲୋକଙ୍କ ସହିତ ବ୍ଯତୀତ ହେବ । ଭାଗ୍ଯର ସହଯୋଗ ମିଳିବା ସହିତ ଖୁସି ଖବର ମଧ୍ୟ ମିଳିବ । ସ୍ୱାସ୍ଥ୍ୟ ପ୍ରତୀ ସଚେତ ରହିବାର ଆବଶ୍ୟକ ରହିଛି । ବହୁତ ଦିନର କାର୍ଯ୍ୟକୁ ପୁରା କରିବାରେ ସହଯୋଗ ମିଳିବ ଆଉ ଛାତ୍ରର ବୌଧିକ କ୍ଷମତାର ବିକାଶ ମଧ୍ୟ ହେବ । ମାତା ପକ୍ଷରୁ ବହୁତ ସହଯୋଗ ମିଳିବ ଓ ପାରିବାରିକ ସମ୍ପତି ମିଳିବ ର ବହୁତ ସମ୍ଭାବନା ରହିଛି । ଭାଗ୍ୟ ୮୬ ପ୍ରତିଶତ ସହଯୋଗ ମିଳିବ ।

ମିଥୁନ :- ଅଧିକାରୀଙ୍କ ସହଯୋଗ ଦ୍ଵାରା କୌଣସି ବହୁମୂଲ୍ୟ ବସ୍ତୁ ଅଥବା ସମ୍ପତି ପ୍ରାପ୍ତିର ଅଭିଳାଷ ଆଜି ପୁରା ହେବ । ଏଥିରେ ପିତାଙ୍କ ସହଯୋଗ ମଧ୍ୟ ମିଳିବ । କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତତା ଅଧିକ ରହିବ କିନ୍ତୁ ବ୍ୟର୍ଥ ବ୍ୟୟରୁ ବଞ୍ଚିକି ରୁହନ୍ତୁ ।ଅନୁଭବ ସାହାର୍ଯ୍ୟରୁ କଠିନ ସମସ୍ୟାର ସମାଧାନ ହେବ । ପ୍ରେମ ଜୀବନରେ ମଧୁରତା ଆସିବ । ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।


କର୍କଟ :- ଅଟକି ଥିବା ଧନ ପ୍ରାପ୍ତ ହେବ ଦ୍ଵାରା ବହୁତ ମାତ୍ରାରେ ଧନର ପ୍ରାପ୍ତି ହେବ, ଯେଉଁଥିରେ କୋଷରେ ବୃଦ୍ଧି ହେବ । ବ୍ୟବସାୟକ ଯୋଜନାକୁ ଗତି ମିଳିବ । ସାମାଜିକ କାର୍ଯ୍ୟ କରିବା ଦ୍ଵାରା ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ପାରିବାରିକ ସ୍ଥିତି ଅଶାନ୍ତ ହୋଇପାରେ କିନ୍ତୁ ଭାଇ ଭଉଣୀଙ୍କ ସହଯୋଗ ଦ୍ଵାରା ସବୁ ସମସ୍ୟାରୁ ମୁକ୍ତି ମିଳିବ । ନିବେଶ କରିବା ପାଇଁ ସମୟ ଅନୁକୂଳ ଅଟେ । ଭାଗ୍ୟ ୮୬ ପ୍ରତିଶତ ସହଯୋଗ କରିବ ।

ସିଂହ :- ରାଜନୈତିକ କ୍ଷେତ୍ରରେ ଜାତକଙ୍କୁ ସାମାଜିକ କାର୍ଯ୍ୟ କରିବାରେ ସଫଳତା ମିଳିବ ।ନୂଆ କାର୍ଯ୍ୟର ରୂପ ରେଖା ବନାଇବେ । ଛାତ୍ରଙ୍କ ଉଚ ଶିକ୍ଷା ସମ୍ବନ୍ଧିତ ଇଛା ପୁରା ହେବ । ରହିଯାଇଥିବା କମ ସମ୍ପର୍ଣ ହେବ । ବାହାର ଖାଦ୍ଯ ଖାଇବାରୁ ବଞ୍ଚାନ୍ତୁ । ପ୍ରେମ ଜୀବନରେ ବାଣୀ ଉପରେ ନିୟତ୍ରାଣ ରଖିବେତ ସମ୍ପର୍କରେ ମଧୁରତା ଆସିବ । ଭାଗ୍ୟ ୮୪ ପ୍ରତିଶତ ସହଯୋଗ କରିବ ।

କନ୍ୟା :- କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଖ୍ଯାତିର ବିସ୍ତାର ହେବ । ବ୍ୟବସାୟକ ଶତ୍ରୁ ଆପଣଙ୍କ ବୁଦ୍ଧିମତା ଲାଗି ପରାଜିତ ହେବେ ଓ ତାଙ୍କଠୁ ମୁକ୍ତି ମଧ୍ୟ ମିଳିବ । ବିଦେଶରେ ଶୁଭ ସମାଚାର ମିଳିବ ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଆଉ ଆପଣଙ୍କ ଯୋଜନକୁ ଗତି ମିଳିବ । ପ୍ରେମ ଜୀବନରେ ଆପଣଙ୍କ ସନମାନରେ ବୃଦ୍ଧି ହେବ । ବୃଦ୍ଧଜନଙ୍କ ସେବା ତଥା ପୂଣ୍ୟ କାର୍ଯ୍ୟରେ ଧନ ବ୍ୟୟ ହୋଇପାରେ କିନ୍ତୁ ମନ ଖୁସି ରହିବ । ଦାଂପତ୍ଯ ଜୀବନରେ ସୁଖଦ ସ୍ଥିତି ରହିବ । ଭାଗ୍ୟ ୮୬ ପ୍ରତିଶତ ସହଯୋଗ କରିବ ।


ତୁଳା :- ଛାତ୍ରଙ୍କୁ ଶିକ୍ଷା ବା ପ୍ରତିଯୋଗୀତା କ୍ଷେତ୍ରରେ ବିଶେଷ ଉପଲବ୍ଧିର ଯୋଗ ବନୁଛି । କାର୍ଯ୍ୟ କ୍ଷେତ୍ରରେ ବାକ ପଟୁତା ବିଶେଷ ସନମାନ ଦେବ, ଏହା ସହିତ ନୂଆ କାର୍ଯ୍ୟ କରିବାର ସୁଯୋଗ ମିଳିବ । ପାରିବାରିକ ବିଜନେସରେ ବୃଦ୍ଧି ପାଇଁ ଜୀବନ ସାଥିର ସହଯୋଗ ମିଳିବ । ସନ୍ତାନ ବିବାହର ଚିନ୍ତା ସମାପ୍ତ ହେବ, ବିବାହ ପାଇଁ ଭଲ ପ୍ରସ୍ତାବ ସାମନାକୁ ଆସିପାରେ । ଭାଗ୍ୟ ୮୪ ପ୍ରତିସତ ସହଯୋଗ କରିବ ।

ବିଛା :- ବେରୋଜଗାର ଯୁବକ ମାନଙ୍କୁ ରୋଜଗାରର ପ୍ରାପ୍ତି ହେବ । ପରିବାରରେ କଥା ଉପରେ ସଂଯମତା ରଖନ୍ତୁ ଅନ୍ଯଥା ବିପରୀତ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ବ୍ୟାପାରରେ କୌଣସି ବାରିସ୍ଥଙ୍କ ସହଯୋଗ ଆର୍ଥିକ ପକ୍ଷକୁ ମଜଭୁତ କରିବ । ଆପଣଙ୍କ ମାନ ସନମାନରେ ବୃଦ୍ଧି ହେବ ଆଉ ରହିଯାଇଥିବା କାର୍ଯ୍ୟ ସିଧ ହେବ । ପ୍ରିୟ ଜନଙ୍କ ସହିତ ଭେଟ ଫାଇଦା ଆଣିପାରେ ଆଉ ସମ୍ବନ୍ଧରେ ମଧୁରତା ଆସିବ । ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।

ଧନୁ :- ଆଜି ଘରର ଜରୁରୀ ଜିନିଷର କିଣାକିଣିରେ ଧନ ଖର୍ଚ ହୋଇପାରେ । ସାଂସାରିକ ସୁଖ ବୋଗ ସାଧନାରେ ବୃଦ୍ଧି ହେବ । ଅଧିନସ୍ଥ କର୍ମଚାରୀ ବା କୌଣସି ସମ୍ପର୍କୀୟଙ୍କ କାରଣରୁ ମାନସିକ ଚିନ୍ତା ବଢିପାରେ । କାର୍ଯ୍ୟ କ୍ଷେତ୍ରରେ ଆପନ୍ନକ ବିରୁଦ୍ଧରେ ଷଡଯନ୍ତ୍ର ବିଫଳ ହୋଇପାରେ । କୋର୍ଟ କଚେରୀ କାର୍ଯ୍ୟରେ ଆପଣଙ୍କୁ ବିଜୟ ମିଳିପାରେ । ଆଉ ଉନତିର ମାର୍ଗ ପ୍ରଶସ୍ତ ହେବ । ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।


ମକର :- ବ୍ୟବସାୟକ କ୍ଷେତ୍ରରେ ମନ ଅନୁକୂଳ ଲାଭ ହେବର ଖୁସି ହେବ । ଯଦି ଆପଣ ଚାକିରି ପରିବର୍ତନ କରିବା ବିଷୟରେ ଭାବୁଛନ୍ତି ତେବେ ସମୟ ଆପଣଙ୍କ ପାଇଁ ବହୁତ ଅନୁକୂଳ ଅଟେ । ଛାତ୍ରଙ୍କୁ କୌଣସି ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବ ଓ ପାରିବାରିକ ଉତ୍ତର ଦାୟିତ୍ଵ ପୂର୍ଣ ହେବ । ଛୋଟ ସଦସ୍ୟଙ୍କ ସହିତ ଭଲ ସମୟ ବ୍ଯତୀତ ହେବ । ଭାଗ୍ୟ ୮୪ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :- ଆଜିର ଦିନ ମାଧ୍ୟମ ଫଳଦାୟୀ ହେବ । ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ, ଯାହାର ଫାଇଦା କାର୍ଯ୍ୟ କ୍ଷେତ୍ରରେ ଦେଖିବାକୁ ମିଳିବ । କୌଣସି ପରିଚିତ ଲୋକଙ୍କ ମାଧ୍ୟମରେ ବ୍ଯବସାୟିକ ମାମଲାରେ ପ୍ରତିବନ୍ଧକ ଦୂର ହେବ । ପତ୍ନୀର ଶରୀର ଖରାପ ହେବ ଦ୍ଵାରା ବହୁତ ଟଙ୍କା ଖର୍ଚ ଓ ଦୌଡା ଦଉଡି କରିବାକୁ ପଡିପାରେ କିନ୍ତୁ ସନ୍ଧ୍ୟାରେ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଛାତ୍ର ଭବିଷ୍ୟର ଯୋଜନକୁ ମଜଭୁତ କରିବା ପାଇଁ ଏକାଗ୍ରତା ସହିତ କାମ କରନ୍ତୁ । ଭାଗ୍ୟ ୮୨ ପ୍ରତିଶତ ସହଯୋଗ କରିବ ।

ମୀନ :- ଯୋଜନା ବଦ୍ଧ ଦ୍ଵାରା କରାଯାଇଥିବା କାମ ଲାଭ ମିଳିବ । ପାରିବାରିକ ବିଜନେସରେ ବୃଦ୍ଧି ହେବ ଦ୍ଵାରା ମନ ଖୁସି ରହିବ । ବୈବାହିକ ଜୀବନ ଆନନ୍ଦ ଦାଯକ ହେବ ଓ ପାଖ କି ଦୂର ଯାତ୍ରା କରିବାକୁ ପଡିପାରେ । ବିଦ୍ୟାର୍ଥୀଙ୍କୁ ମାନସିକ ବୌଧିକ ଭାରରୁ ମୁକ୍ତି ମିଳିବ । ପରିବାର ବିଜନେସରେ ମାତା ପିଙ୍କ ସହଯୋଗ ଓ ଆଶୀର୍ବାଦ ଉପଯୋଗୀ ସିଧ ହେବ । ଭାଗ୍ୟ ୮୭ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *