ବୁଧବାର ୬ ନଭେମ୍ବର 2019 – ଏହି ରାଶିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ, ଉନ୍ନତି ପାଇଁ ନୂଆ ରାସ୍ତା ମିଳିବ

ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ଆପଣ ଟଙ୍କା ପଇସା ବିଷୟ ରେ ବଡ ନିଷ୍ପତ୍ତି ନବାରେ ସାବଧାନ ରୁହନ୍ତୁ, ଆପଣଙ୍କୁ ବିଶ୍ରାମ କରିବା ଆବଶ୍ୟକ ଅଟେ । ଭାଗ୍ୟ ଭରପୁର ଲାଭ ମିଳିବ କିନ୍ତୁ ଏହା ଆପଣଙ୍କ ଉପରେ ଅଛି ଯେ ଆପଣ କେଉଁ ପ୍ରକାର ଉପଯୋଗ କରିବେ । ସନ୍ତାନ ତରଫରୁ ଶୁଭ ସମାଚାର ପାଇବେ, ପରିବାର ଓ ଜୀବନସାଥୀ କାମ ରେ ବ୍ୟସ୍ତ ରହିବେ ।

ବୃଷ :

ଆଜି ଆପଣଙ୍କ କାମ ବହୁତ ଧୀରେ ହେବ, ଆଜି ଗୋଟେରୁ ଅଧିକ ଜାଗରୁ ଧନ ଲାଭ ହେବ । ଆଜି ଆପଣଙ୍କୁ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ ନହେଲେ ବଡ ଅସୁବିଧା ରେ ପଡି ପାରନ୍ତି । କୌଣସି ବିଶିଷ୍ଠ ଲୋକ ସହ ଦେଖା ସାକ୍ଷାତ ହେବ, ସନ୍ତାନ ପାଠ ପାଇଁ ଖର୍ଚ ବଢିବ । ଆପଣଙ୍କ ନିଷ୍ପତ୍ତି ଓ ପରାକ୍ରମ କ୍ଷମତା ବଢିବ, ପୁରୁଣା ସାଙ୍ଗ ସହ ଦେଖା ହୋଇପାରେ ।

ମିଥୁନ :

ଆଜି ଆପଣଙ୍କ ପ୍ରତିଷ୍ଠା ଲୋକଙ୍କ ଆଗରେ ବଢିବ ଏବଂ କାର୍ଯ୍ୟ କ୍ଷେତ୍ର ରେ ଆପଣ କିଛି ଭଲ କରିବେ ଯାହା ଦ୍ଵାରା ଆପଣଙ୍କ ସମ୍ମାନ ବଢିବ । ଆପଣ ନିଜ ସାହସ ଦ୍ଵାରା କିଛି ନିଷ୍ପତ୍ତି ନେଇ ପାରନ୍ତି କିନ୍ତୁ ତାହା ପାଇଁ ଆପଣଙ୍କୁ କଠୋର ପରିଶ୍ରମ କରିବାକୁ ପଡିବ । ଆଜି କୌଣସି ନିର୍ଧନ ଲୋକକୁ ନିଜ ହାତ ରେ ଖାଇବା ଦାନ କରନ୍ତୁ ଦିନ ଅତ୍ୟନ୍ତ ଶୁଭକାରୀ ହେବ ।

କର୍କଟ :

ଆଜି ଆପଣଙ୍କୁ ଆର୍ଥିକ ଲାଭ ହେବ, ଅଲଗା ଲୋକଙ୍କ ଠାରୁ ଆସା ରଖନ୍ତୁ ନାହିଁ ପୂର୍ଣ୍ଣ ହେବ ନାହିଁ । ଏମିତି ଲୋକଙ୍କ ସହ ରୁହନ୍ତୁ ଯିଏ ଆପଣଙ୍କୁ ଭବିଷ୍ୟତ ରେ ଆଗକୁ ଯିବା ପାଇଁ ମତ ଦେଇ ପାରିବେ ବା ସାହାଯ୍ୟ କରି ପାରନ୍ତି । ଝଗଡା ରେ ପଡନ୍ତୁ ନାହିଁ ଦୁଷ୍ଟ ଲୋକ ହାନି କରି ପାରନ୍ତି, ବ୍ୟର୍ଥ ବିବାଦରେ ପଡନ୍ତୁ ନାହିଁ ଆପଣଙ୍କ ପାଇଁ ଉଚିତ ନୁହଁ । ଘର ପରିବାର ସୁଖ ଶାନ୍ତି ରେ ରହିବେ, ଆପଣଙ୍କ ଭାବନା ଓ ଚିନ୍ତା ଧାରା ବଦଳିବ ।

ସିଂହ :

ସିଂହ ରାଶି ଲୋକଙ୍କ ପାଇଁ ଆଜି ଦିନ କଠିନ ପରିଶ୍ରମର ଅଟେ ଏବଂ ଏହି କାରଣରୁ ଆପଣ ଚିନ୍ତିତ ରହିବେ । ବେକାରି ଦୂର ହେବ ଏବଂ କୌଣସି ବଡ କାମ ହାତକୁ ଆସିବ । ଉପହାର ପ୍ରାପ୍ତି ହେବ ଓ ଯାତ୍ରା ଲାଭକାରୀ ହେବାର ଯୋଗ ହେଉଛି । ଅଲଗା କାମ ପାଇଁ କାହାର ସାହାଯ୍ୟ ପାଇ ପାରନ୍ତି, ପୁରୁଣା ଝଗଡା ଝାଣ୍ଟି ସରିଯିବ ।

କନ୍ୟା :

ଆଜି ଦିନ ଆରମ୍ଭରୁ ଭଲ ରହିବ, ନିଜ ଲକ୍ଷକୁ ଧ୍ୟାନରେ ରଖି ପରିଶ୍ରମ କରନ୍ତୁ ଆପଣ ସଫଳତା ଅବଶ୍ୟ ପାଇବେ । ହଡବଡ ହେଲେ ହାନି ହୋଇପାରେ ସାବଧାନ ରୁହନ୍ତୁ, ଆପଣଙ୍କ କାର୍ଯ୍ୟ ରେ ଉନ୍ନତ୍ତି ଦେଖାଯିବ । ନକାରାତ୍ମକ ବିଚାର ମନକୁ ଆସି ପାରେ ତାକୁ ଦୂରେଇ ରଖନ୍ତୁ, ଲୋକଙ୍କ ଉପରେ ଅତିବିଶ୍ଵାସ କରିବା ଉଚିତ ନୁହେଁ ବଞ୍ଚିକରି ରୁହନ୍ତୁ । କୌଣସି ଜିନିଷକୁ ଛୋଟ ଭାବନ୍ତୁ ନାହିଁ ।

ତୁଳା :

ନୂଆ ସମ୍ବନ୍ଧ ସହ ନିକତମ ସମ୍ପର୍କ ଆପଣଙ୍କ ପାଇଁ ଲାଭକାରୀ ଅଟେ, ଆଜି ଆପଣଙ୍କୁ ଆର୍ଥିକ ଲାଭ ମିଳିବ ଓ ବ୍ୟବସାୟ ରେ ହଟାତ ବୃଦ୍ଧି ହେବାର ସଂକେତ ଦେଖା ଯିବ । ଚାକିରି ଜାଗାରେ ନିଜ ସାଥିମାନଙ୍କ ସହଯୋଗ ପ୍ରାପ୍ତ ହେବ, ଆଜି ବହୁମୂଲ୍ୟ ବସ୍ତୁ ଦ୍ଵାରା ଲାଭ ପାଇବେ । କୌଣସି ଧାର୍ମିକ ସ୍ଥଳ ରେ ଯାଇ ପାରନ୍ତି ବା ଯାତ୍ରା କରି ପାରନ୍ତି ମନକୁ ସୁଖ ଓ ଶାନ୍ତି ପ୍ରାପ୍ତ ହେବ ।

ବିଛା :

ଆଜି ପରିବାର ରେ ସୁଖ ଶାନ୍ତି ଓ ସମୃଦ୍ଧି ବାତାବରଣ ହୋଇ ରହିବ, ମାନ ସମ୍ମାନ ପ୍ରାପ୍ତି ହେବ । ଅଲଗା ଲୋକ ବିନା କାରଣରୁ ଆପଣଙ୍କ ସହ ଝଗଡା କରି ପାରନ୍ତି ସମ୍ଭାଳି କରି ରହିବେ । ବଡ କମ୍ପାନୀ ରୁ ଚାକିରି ପାଇଁ ଡାକେରା ଆସି ପାରେ, ରାଜନୈତିକ ଲୋକଙ୍କୁ ମାନ ସମ୍ମାନ ରେ ବୃଦ୍ଧି ହେବ । ଆଜି ଯେଉଁ ଲୋକ ନୂଆ କାମ ଆରମ୍ଭ କରିବା ପାଇଁ ଚାହୁଞ୍ଚନ୍ତି ସେ ଆରମ୍ଭ କରନ୍ତୁ ନାହିଁ ଦିନ ଭଲ ନାହିଁ ।

ଧନୁ :

ମନ ଧ୍ୟାନ ଦେଇ ପ୍ରୟାସ କଲେ ଆସନ୍ତା ଦିନମାନଙ୍କ ରେ ଆପଣଙ୍କ ଅବସ୍ତା ସୁଧୁରିବ । ବାହାର କାମ ଅଧିକ ରହିବ କିନ୍ତୁ ଆପଣଙ୍କ ମନ ଘର ଲୋକଙ୍କ ସହ ସମୟ କଟେଇବା ରେ ଲାଗି ରହିବ । ସରକାରୀ ଲୋକଙ୍କ ପାଇଁ ଦିନ ସଫଳ ଅଟେ, ଆପଣ ଯେଉଁ କାମ ପରିଶ୍ରମ ରେ କରୁଛନ୍ତି ସେହାକୁ ମନ ଦେଇ କରନ୍ତୁ ଆପଣଙ୍କୁ ଭଲ ସଫଳତା ମିଳିବାର ଆଶା ଅଛି । ଉଧାରୀ ପାଇଁ ମନ ଚିନ୍ତିତ ରହି ପାରେ ମନ ଶାନ୍ତି ପାଇଁ ଆଧ୍ୟାତ୍ମିକ କାମରେ ରୁଚି ବଢିବ ।

ମକର :

ଆଜି ପରି ଦିନରେ ଆଇନ କାମ ଦୂରେଇ ଯିବ, ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ, ଗୋଟେ ଛୋଟ କିନ୍ତୁ ଆକର୍ଷକ ଅବସର ଆପଣଙ୍କ ପାଇଁ ଖୋଲିବାର ସମ୍ଭାବନା ଅଛି । ପ୍ରେମ ସମ୍ବନ୍ଧ ରେ ଆସୁଥିବା ଅସୁବିଧା ଆଜି ଖୋଲିକି ସାମ୍ନାକୁ ଆସିବ, ଲଭ ଲାଇଫ କଥା ଆଗକୁ ଆସିବ । ଅଚଳ ସମ୍ପତ୍ତି କାରୋବାର ରେ ଆପଣଙ୍କୁ ଲାଭ ହୋଇ ପାରେ ।

କୁମ୍ଭ :

ଆଜି ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ, ଜୀବନର ସବୁଠାରୁ କଠିନ ପରିସ୍ଥିତି ରେ ବି ଆପଣ ନିଜ ଜୀବନସାଥୀ ସାହାଯ୍ୟ ପାଇ ପାରିବେ । ଆପଣଙ୍କ ଖର୍ଚ୍ଚ ଆପଣଙ୍କ ଆୟ ରୁ ଅଧିକ ହେବ, ବିନା କାରଣ ଖର୍ଚ୍ଚ ରୁ ବଞ୍ଚନ୍ତୁ ନଚେତ କାନ୍ଦିବାକୁ ପଡି ପାରେ । ଆଜି ଏହି ରାଶି ଲୋକ ନବା ଦବା ରେ ସାବଧାନ ରୁହନ୍ତୁ, ଆଜି ଆପଣ ବ୍ୟର୍ଥ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ ।

ମୀନ :

ଆଜି ନୂଆ କାମ ପାଇଁ ମନ ଖୁସି ରହିବ କିନ୍ତୁ ଅଧିକ ଉତ୍ସାହ ହାନି କରିପାରେ ଏହାର ବି ଧ୍ୟାନ ରଖନ୍ତୁ । ଆଜି ଆପଣଙ୍କୁ କିଛି ଭଲ ଖବର ମିଳି ପାରେ । ଆଜି ଆପଣ ଅଲଗା ଲୋକଙ୍କୁ ସାହାଯ୍ୟ କରିବେ ଓ ହୃଦୟରୁ ସେବା ମଧ୍ୟ କରିବେ । ଶାରୀରିକ ଓ ମାନସିକ ରୂପରେ ସ୍ଵସ୍ଥ ରହିବେ, ଆର୍ଥିକ ଲାଭର ସଂଯୋଗ ହେଉଛି । ଆଜି ଖର୍ଚ ବଢି ପାରେ କିନ୍ତୁ ବେକ୍ତିଗତ ସମ୍ବନ୍ଧ ଭଲ ହୋଇବେ ।

Leave a Reply

Your email address will not be published. Required fields are marked *