ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ଓ ଆପଣ ଶାସନ ଦ୍ଵାରା ସଂମାନିତ କରାଯିବାର ସମ୍ଭାବନା ରହିଛି । ଯଦି ଆପଣ କୌଣସି ବ୍ୟକ୍ତି, ବ୍ଯାଙ୍କ ଓ ସଂସ୍ଥାରୁ ରୁଣ ନେଣ ପାଇଁ ଭାବୁଛନ୍ତିତ ଏହି ଭାବନକୁ ମନରୁ ହଟାଇ ଦିଅନ୍ତୁ । ଆଜି ନେଇଥିବ ରୁଣକୁ ଭରିବା ବହୁତ କଠିନ ଅଟେ । ପୁରୁଣା ମିତ୍ରଙ୍କ ସହଯୋଗ ମିଳିବ ଏବଂ ଭଲ ମିତ୍ର ମଧ୍ୟ ବଢିବ । ଆଜି ପତ୍ନୀ ପକ୍ଷରୁ ଉତ୍ତମ ସହଯୋଗୀ ପ୍ରାପ୍ତ ହୋଇପାରେ । ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।
ବୃଷ :- ଆଜିର ଦିନ ଆପଣଙ୍କ ପାଇଁ ବହୁତ ଶୁଭ ଅଟେ ଓ ଆଜି ଆପଣା ବହୁତ ବ୍ୟସ୍ତ ମଧ୍ୟ ରହିବେ । ବେସୀ ଦୌଡା ଦୌଡି କରନ୍ତୁ ନହିଁ, ପାଦ ଖଣ୍ଡିଆ ଲାଗିବାର ଭୟ ରହିଛି । ଆଜି ଆପଣଙ୍କୁ ବହୁତ ସମଯରୁ ରହିଯାଇଥିବା କିଛି କାମରେ ଲାଭ ପ୍ରାପ୍ତ ହେବ । ଆଜି ଅଟକି ଥିବା କାର୍ଯ୍ୟ ପୁରା ହେବ । କୌଣସି କାମରେ ବିନିମୟ କରିବାକୁ ପଡିବାତ ହୃଦୟ ଖୋଲିକି କର । ଆଗକୁ ଯାଇ ଲାଭ ହେବ । ଭାଗ୍ୟ ୭୮ ପ୍ରତିଶତ ସହଯୋଗ କରିବ ।
ମିଥୁନ :- ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ କିନ୍ତୁ ଆଜି ଆପଣଙ୍କ ହାତରୁ ବହୁତ ପଇସା ମଧ୍ୟ ଖରଚ ହୋଇପାରେ । ଯଦି ଆପଣ କୌଣସି ଶାରୀରିକ ରୋଗରେ ପୀଡିତ ଅଛନ୍ତି ଆଜି କଷ୍ଟରେ ବୃଦ୍ଧି ହୋଇପାରେ । ସାମାଜିକ କ୍ରିୟା କଳାପରେ ବ୍ଯବଧାନ ଆସିପାରେ । ଆପଣଙ୍କର ଧର୍ମ ଓ ଆଧ୍ୟାତ୍ମ ପ୍ରତି ରୁଚି ବଢିବ । ସନ୍ତାନ ପକ୍ଷରୁ ହର୍ଷ ବର୍ଦ୍ଧକ ସମାଚାର ମିଳିବ । ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।
କର୍କଟ :- ଆଜିର ଦିନ ଆପଣଙ୍କ ପାଇଁ ଉତ୍ତମ ଅଟେ । ଆଜି ଆପଣଙ୍କୁ ପରିଶ୍ରମରୁ ଲାଭ ହେବ । ମାତା ପିତାର ସହଯୋଗ ଓ ଆଶୀର୍ବାଦରୁ ଆପଣଙ୍କୁ ଖୁସି ମିଳିବ । ଆଜି କୌଣସି କାରଣରୁ ଶଶୁର ଘର ପକ୍ଷରୁ ଅଭିମାନ ବଢିପାରେ । ମଧୁର ବାନୀର ପ୍ରୟୋଗ କରନ୍ତୁ । ଅନ୍ଯଥା ସମ୍ପର୍କରେ କଟୁତା ଆସିପାରେ । ଆଜି ଭାଗ୍ୟ ୮୬ ପ୍ରତିଶତ ସହଯୋଗ କରିବ ।
ସିଂହ:- ଆଜି ଆପଣ ସାମାଜିକ ଗତି ବିଧି ଗୁଡ଼ିକ ପ୍ରତି ଆକର୍ଷିତ ରହିବେ ,ସିଏ ବନ୍ଧୁମାନଙ୍କ ଯଥେଷ୍ଟ ପିଇବା ପାଇଁ କେଉଁଠି ବାହାରକୁ ଯିବା ହେବ ବା ରାତ୍ରିଭୋଜନ ଖାଇବାର ହେବ । ଏହା ଆପଣଙ୍କ ମଜ୍ଜା କରିବାର ସମୟ ଅଟେ । ଆଜିର ଦିନ ଆପଣଙ୍କପାଇଁ ଭଲ ଏବଂ ଲାଭଦାୟୀ ହେବ । ମିତ୍ର, ବନ୍ଧୁ-ବାନ୍ଧବମାନଙ୍କ ଏବଂ ପଡ଼ୋଶୀମାନଙ୍କ ସାଥିରେ ଆପଣଙ୍କ ସମ୍ବନ୍ଧ ଭଲ ରହିବ । ଆର୍ଥିକ ରୂପରେ ଆଜି ଆପଣ ସଜାଗ ରହିବେ । ଭାବି ବିଚାରି ଧନର ନିବେଶ କରନ୍ତୁ,ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।
କନ୍ୟା :- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ହେବ ଓ ନିଜ ଭିତରେ ନିର୍ଭୀକତା ଭାବ ରହିବ । ଆପଣ ନିଜ କାମକୁ ସହଜତା ସହିତ ପୁରା କରିପାରିବେ । କଠିନ କାର୍ଯ୍ୟ ଆପଣା ସହଜରେ କରିବେ । ମାତା ପିତାଙ୍କ ସୁଖ ସହଯୋଗ ପ୍ରାପ୍ତ ହେବ । ବ୍ୟର୍ଥ ବ୍ୟୟ ଆପଣଙ୍କ ହାତରେ ଆଜି ହୋଇପାରେ । ମନରୁ ଲୋକଙ୍କ ଭଲ ଭାବିବେ କିନ୍ତୁ ଲୋକ ଏହାର ଆପଣଙ୍କର ମଜବୁରି ବା ସ୍ଵାର୍ଥ ବୁଝିବେ । ବ୍ୟାପାରରେ ଧାନ ଲାଭ ହେବ । ଆଜି ଭ୍ଜ୍ଞା ୮୦ ପ୍ରତିଶତ ସହଯୋଗ କରିବେ ।
ତୁଳା :- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଓ ଆପଣଙ୍କ ଅଧିକାରରେ ବୃଦ୍ଧି ହେବାର ଦିନ ଅଟେ । ଆପଣ ପରଲୋକଙ୍କ ପାଇଁ ବହୁତ ଭଲ ଭାବନ୍ତି କିନ୍ତୁ ଲୋକ ଲୋକ ଆପଣଙ୍କ ପାଇଁ ଭାବନ୍ତି ନହିଁ । ଆଜି ଆପଣ ନିଜ ଗୁରୁଙ୍କ ପ୍ରତି ପୂର୍ଣ ଭକ୍ତି ଭାବ ଓ ନିଷ୍ଠା ରଖନ୍ତୁ । ଆଜି ନୂଆ କାମରେ ନିବେଶ କରିବେତ ବହୁତ ଭଲ ହେବ ଓ ଏଥିରେ ଲାଭ ପ୍ରାପ୍ତ ହେବ ।
ବିଛା :- ଆଜି କୌଣସି କାରଣ ପାଇଁ ଆପଣଙ୍କ ମନ ଅଶାନ୍ତ ରହିବ । ଶେଥି ପାଇଁ ଆପଣଙ୍କୁ ଦୁଃଖ ହୋଇପାରେ । ବ୍ୟାପାର ବୃଦ୍ଧି ପାଇଁ କରାଯାଇଥିବା ପ୍ରୟାସ ନିଷ୍ଫଳ ହୋଇପାରେ । ସନ୍ଧ୍ଯା କାଳ ପର୍ଯ୍ୟନ୍ତ ଆପଣ ଧର୍ଜ୍ୟ ଓ ପ୍ରତିଭା ଦ୍ଵାରା ଶତ୍ରୁ ପକ୍ଷ ଉପରେ ବିଜୟ ପ୍ରାପ୍ତ କରିବାରେ ସଫଳ ହେବେ । ଆଜି ଭାଗ୍ୟ ୭୯ ପ୍ରତିଶତ ସହଯୋଗ କରିବ ।
ଧନୁ :- ଆଜି ଆପଣଙ୍କ ଦିନ ବହୁତ ଖାସ ଅଟେ ଓ ଆପଣଙ୍କୁ ବିଦ୍ୟା ଓ ଜ୍ଞାନର ପ୍ରାପ୍ତି ହେବ । ଆପଣଙ୍କ ଭିତରେ ଦାନ ପୂଣ୍ୟ ଓ ପରୋପକାର ଭାବ ବିକଶିତ ହେବ । ଆପଣ ଧାର୍ମିକ ଅନୁଷ୍ଠାନରେ ମନ ଲଗାଇକି କାମ କରିବେ ଓ ଆପଣଙ୍କ ମନରେ ଆସ୍ଥା ବଢିବ । ଆପଣଙ୍କ ଭାଗ୍ଯର ପୁରା ସହଯୋଗ ମିଳିବ । ଆଜି ଭାଗ୍ୟ ୮୯ ପ୍ରତିଶତ ସହଯୋଗ କରିବ ।
ମକର :- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ଓ କୌଣସି ମୁଲ୍ଯବନ ବସ୍ତୁ ଆପଣଙ୍କୁ ଉପହାରରେ ମିଳିପାରେ । ଅନାବଶ୍ୟକ ଖର୍ଚ ଆପଣଙ୍କୁ କରିବାକୁ ପଡିପାରେ ଓ ତାକୁ ଆପଣଙ୍କୁ କରିବାକୁ ପଡିପାରେ । ଶଶୁର ଘର ପକ୍ଷରୁ ସନମାନ ମିଳିପାରେ । ଆପଣଙ୍କ ବ୍ୟବସାୟରେ ମଧ୍ୟ ଆପଣଙ୍କ ମନ ଲାଗିବ ଏବଂ କୌଣସି ରହିଯାଇଥିବା କାର୍ଯ୍ୟ ପୁରା ହେବ । ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।
କୁମ୍ଭ :- ଆଜିର ଦିନ ଆପଣଙ୍କର ଶୁଭ ଅଟେ ଓ ବୁଦ୍ଧି ବିବେକର ସହିତ କାମ କଲେ ଲାଭବାନ ହୋଇପାରନ୍ତି । ଆପଣ ସୀମିତ ଓ ଆବଶ୍ୟକ ଅନୁସାରେ ହିନ ବ୍ୟୟ କରନ୍ତୁ । ଆପଣଙ୍କୁ ଆପଣଙ୍କ ପରିଜନଙ୍କ ଦ୍ଵାରା ବିଶ୍ବାସ ଘାତକ ହେବାର ସମ୍ଭାବନା ରହିଛି । ସନ୍ଧ୍ଯାରୁ ନେଇ ରାତି ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡିପାରେ, ଯାହା ଲାଭ ରହିବ । ଭାଗ୍ୟ ୭୬ ପ୍ରତିଶତ ସହଯୋଗ କରିବ ।
ମୀନ :- ଆଜିର ଦିନରେ ଆପଣଙ୍କ ଘରେ କୌଣସି ଶୁଭ ଚର୍ଚାର ଆୟୋଜନ ହୋଇପାରେ । ପୁଅ କି ଝିଅ ବିବାଦର ଆସି ସମାଧାନ ହୋଇପାରେ । ଖୁସି ମିଜାଜ ବ୍ୟକ୍ତିତ୍ବ ହେବା କାରଣରୁ ଅନ୍ୟ ବ୍ୟକ୍ତି ଆପଣଙ୍କ ସହିତ ସମ୍ବନ୍ଧ ବନାଇବାର ଚେଷ୍ଟା କରିବେ । ସାମାଜିକ ସନମାନ ମିଳିବ ଦ୍ଵାରା ଆପଣଙ୍କୁ ଖୁସି ହେବ ଓ ମନୋବଳ ବଢିବ । ଆଜି ଭାଗ୍ୟ ୬୮ ପ୍ରତିଶତ ସହଯୋଗ କରିବ ।