ଧନୀ ଝିଅ ଦେଖି ବାର ବାର ବାହା ହେଉଥିଲା ରସିକା ବିଲଡର, ଆଉ ତାଙ୍କ ସହ କରୁଥିଲା ଏଭଳି କାଣ୍ଡ… ସମ୍ପୁର୍ଣ୍ଣ ଘଟଣା ଜାଣି ଆପଣଙ୍କ ପାଦତଳୁ ଖସିଯିବ ମାଟି

କୁହାଯାଏ କି ବିବାହ ଏକ ପବିତ୍ର ବ-ନ୍ଧ-ନ । ଜଣେ ପୁରୁଷ ଓ ମହିଳା ଥରେ ହିଁ ବିବାହ କରି ପାରିବେ । ଜୀବନ ସାରା ଏହି ବ-ନ୍ଧ-ନକୁ ପାଳନ କରିବେ । କିନ୍ତୁ କେତେକ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଏହି ପବିତ୍ର ବ-ନ୍ଧ-ନକୁ ଖେଳ ଘର କରି ସାରିଛନ୍ତି ।

କହିବାକୁ ଗଲେ ଭୁବନେଶ୍ଵରର ଜଣେ ବିଲଡର ଏହିଭଳି କିଛି କାମ କରୁଥିଲା ଓ କିନ୍ତୁ ବର୍ତ୍ତମାନ ସେ ପୋ-ଲି-ସ ହାତରେ ଧ-ରା ପଡିଛି । କହିବାକୁ ଗଲେ ଏହି ବିଲଡର ବହୁତ ଧନୀ ଧନୀ ଘରର ଝିଅମାନଙ୍କୁ ବିବାହ କରୁଥିଲା ଓ ତାଙ୍କ ଠାରୁ ଲକ୍ଷ ଲକ୍ଷ ତାଙ୍କର ଓ ଯୌ-ତୁ-କ ନେଇ ସେମାନଙ୍କୁ ଛାଡି ଦେଉଥିଲା ଓ ପୁଣି ଥରେ ଏକ ଧନୀ ଘରକୁ ଝିଅ ବିବାହ କରୁଥିଲା । କିନ୍ତୁ ଦୁଇ ଜଣ ମହିଳାଙ୍କ ଅ-ଭି-ଯୋ-ଗ ପରେ ଏବେ ପୋ-ଲି-ସ ଥା-ନାରେ ଏହି ବିଲଡର ।

ରସିକିଆ ବିଲଡର ପ୍ରିୟବ୍ରତ ମିଶ୍ର ପ୍ରଥମେ ଭିନ୍ନ ଭିନ୍ନ ଉପାୟରେ ଝିଅମାନଙ୍କ ସହ ସ-ମ୍ପ-ର୍କ ରଖି ସେମାନଙ୍କୁ ବିବାହ କରୁଥିଲା । ନିଜକୁ ବିଲଡର କହି ଲକ୍ଷ ଲକ୍ଷ ଟଙ୍କାର ଯୌ-ତୁ-କ ବି ନେଉଥିଲା । ଏହା ପରେ ଏହି ଝିଅମାଆନଙ୍କୁ ଯୌ-ତୁ-କ ନି-ର୍ଯା-ତ-ନ ଦେଇ ଘରୁ ତ-ଡି ଦେଉଥିଲା । ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ପ୍ରିୟବ୍ରତ ସହ ତାଙ୍କର ଘର ଲୋକମାନେ ବି ଏଥିରେ ସା-ମି-ଲ ଥିଲେ । ବିଲଡର ବୋଲି କହୁଥିବା ପ୍ରିୟବ୍ରତ ମିଶ୍ର ପ୍ରାୟତଃ ଧନୀ ଘରର ଝିଅମାନଙ୍କୁ ନିଜ ଜଳରେ ଫ-ସା-ଇ ତାଙ୍କ ସହ ବିବାହ କରୁଥିଲା ।

ଏହା ପରେ ଜଣେ ଯୁବତୀ କ୍ୟାପଟିଟାଳ ଥା-ନାରେ ଓ ଆଉ ଜଣେ ଯୁବତୀ ମହିଳା ଥା-ନରେ ଏହି ବ୍ୟକ୍ତି ବି-ରୁ-ଦ୍ଧ-ରେ ଅ-ଭି-ଯୋ-ଗ କରିବା ପରେ ଏହି ମା-ମ-ଲା ସାମ୍ନାକୁ ଆସିଛି । ସେମାନଙ୍କ ଜୀବନ ସହ ଖେଳିଛନ୍ତି ବୋଲି ଅ-ଭି-ଯୋ-ଗ କରି ତାହା ବି-ରୁ-ଦ୍ଧରେ କଡା ପ-ଦ-କ୍ଷେ-ପ ନିଆଯାଉ ଓ ସେମାନଙ୍କର ସମସ୍ତ ଟଙ୍କା ଓ ଜିନିଷ ଫେରାଇ ଦେବା ପାଇଁ ଦାବି କରିଛନ୍ତି ।

ପ୍ରଥମେ ଯୁବତୀଙ୍କ କହିବା ଅନୁଯାୟୀ ତାଙ୍କର ବିବାହ ୧୫ ଜୁଲାଇ ୨୦୧୮ରେ ହୋଇଥିଲା । ବାହାଘରର ୭ ଦିନ ପରେ ହିଁ ମୋ ଉପରେ ଅ-ତ୍ୟା-ଚା-ର ଆରମ୍ଭ ହୋଇଯାଇଥିଲା । ମୋ ଠାରୁ ସମସ୍ତ ସୁନା ଗହଣା ନେଇ ରଖିଦେଲେ । ଏତିକି ନୁହେଁ ସେମାନେ ସବୁ ବିଲ ନିଜ ନାଁରେ କରିଥିଲେ । ଯାହା ଦ୍ଵାରା ଆଗକୁ ଯାଇ ବାହାଘର ବିଷୟରେ କେହି ଯେମିତି ଜାଣି ପାରିବେ ନାହିଁ ।

ବାହାଘର ୧୦ ଦିନ ମଧ୍ୟରେ ମୁଁ ଜାଣିପାରିଲି କି ତାଙ୍କର ଜଣେ ଝିଅଙ୍କ ସହ ନିର୍ବନ୍ଧ ହୋଇଥିଲା । କିନ୍ତୁ ବାହାଘର ହୋଇଛି କି ନାହିଁ ଯାନୀ ନହିଁ । ଏହା ପରେ ମୁଁ ଧୀରେ ଧୀରେ ଜାଣି ପାରିଲି କି ତାଙ୍କର ବହୁତ ଝିଅଙ୍କ ସହ ସ-ମ୍ପ-ର୍କ ଅଛି । ଏହି କଥାରେ ତାଙ୍କର ମା ବାପା ବି ତାଙ୍କୁ ସ-ପୋ-ର୍ଟ କରୁଥିଲେ ।

ଆଉ ଜଣେ ଝିଅ କହିଲେ କି ଫେବ୍ରୁୟାରୀ ୯ ୨୦୨୧ରେ ତାଙ୍କର ବାହାଘର ହୋଇଥିଲା । ବାହାଘର କିଛି ଦିନ ପରେ ମୁଁ ଜାଣି ପରିଲି କି ମୁଁ ଯେତିକି ଯୌ-ତୁ-କ ନେଇଥିଲି ସେଥିରେ ସେମାନେ ଖୁସି ନାହାନ୍ତି । ସେମାନେ ମୋ ସ୍ଵାମୀଙ୍କ ପାଖକୁ ମୋତେ ଯିବାକୁ ଦେଲେ ନାହିଁ । ଏମିତିରେ କିଛି ଦିନ ପରେ ଗୋଟିଏ ଝିଅ ଆସି ତାଙ୍କ ଘର ସାମ୍ନାରେ ପାଟି ତୁ-ଣ୍ଡ କରିଲା ।

ମୁଁ ଜାଣି ପାରିଲି କି ସେ ଝିଅ ଜଣକ ମୋ ସ୍ଵାମୀଙ୍କର ପ୍ରଥମ ପତ୍ନୀ ଅଟନ୍ତି । ଅର୍ଥାତ ସେ ତାଙ୍କୁ ବାହା ହୋଇଥିଲେ ଓ ଏହା ପରେ ସେ ମୋତେ ବାହା ହୋଇଛନ୍ତି । ଝିଅ ଜଣକ ଆଗକୁ କହିଲେ କି ସେହି ବ୍ୟକ୍ତି ଜଣକ ନିଜର ଶା-ରୀ-ରି-କ ଖୁସି ଓ ଟଙ୍କା ପାଇଁ ଝିଅମାନଙ୍କ ସହ ବିବାହ କରୁଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *