ବୁଧବାର 20 ଜାନୁୟାରୀ 2021- ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି 5ଟି ରାଶିଙ୍କୁ ମିଳିବ କର୍ମରେ ଉନ୍ନତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ:-

ଆଜିର ଦିନ ଆପଣଙ୍କ ପାଇଁ ଟିକେ କଷ୍ଟଭରା ହୋଇପାରେ । ଘର କେଉଁ ସଦସ୍ୟ ବା ସନ୍ତାନର ବ୍ୟବହାରରେ ଦୁଃଖୀ ହୋଇପାରନ୍ତି । ସ୍ତ୍ରୀ ବା ପ୍ରେମିକା ଆଜି ଆପଣଙ୍କ ମନ ଦୁଃଖ କରିପାରେ । ଆଜି ନଚାହିଁଲେବି ଆପଣଙ୍କୁ କିଛି ଏମିତି କମ କରିବାକୁ ପଡିପାରେ ଯାହା ଅନ୍ୟ ଲୋକ ପାଇଁ ଅସୁବିଧା ଆଣିପରେ । ଆଜି ଆପଣଙ୍କ ମନ ଚିଡା ରହିପାରେ । ଭାଗ୍ୟ ୫୫ ପ୍ରତିଶତ ସାଥ ଦେବ ।

ବୃଷ :-

ଆଜିର ଦିନ ଆପଣଙ୍କ ଛବିରେ ସୁଧାର ହେବ ଓ ଭାଗ୍ୟ ଆପଣଙ୍କ ସାଥ ଦେବ  । ଲୋକ ମାନଙ୍କ ଭାବନା ମଧ୍ୟ ଜାଗୃତ ରହିବ । ଦୁଇପ୍ରହାର ପର୍ଯ୍ୟନ୍ତ ଆର୍ଥିକ ସଙ୍କୋଚ ମଧ୍ୟ ଦୂର ହେବ କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଧିମୀ ଗତିରେ କାମ ହେବା ଦ୍ଵାରା ଆପଣଙ୍କ ମନରେ ଚିନ୍ତା ଆସିପାରେ । ସବୁ କଥାର ଆଉ ଗୋଟିଏ ଅର୍ଥ ବାହାରିବ, ସାବଧାନ ରୁହନ୍ତୁ । କିଚିବି କମ କରିବା ପୂର୍ବରୁ ଭଲରେ ବିଚାର କରନ୍ତୁ । ଆଜି ଭାଗ୍ୟ ୭୮ ପ୍ରତିଶତ ସହଯୋଗ କରିବ ।

ମିଥୁନ :-

ଆଜିର ଦିନ ଟିକେ ଆପଣଙ୍କ ପାଇଁ ଗୁଣାଭାବ ବାଲା ରହିବ ଓ ସମ୍ଭବ ହୋଇପାରେ ଆପଣଙ୍କୁ କିଛି ଜିନିଷର ହିସାବ କିତାବ ଲଗାଇବାକୁ ପଡିଯାଏ । ଆବେ ସେହି ସମୟ ଆସିଯାଇଛି ଆପଣଙ୍କୁ ନିଜ ଘରର କୌଣସି ମୁଲ୍ଯବନ ଜିନିଷର ଅନ୍ଦାଜ ଲଗାଇବାକୁ ପଡିପାରେ । ଆଜିର ଦିନ ଆପଣ କୌଣସି ପ୍ରକାର ଡିଲ ଓକେ କରିପାରନ୍ତି ଓ ଆପଣଙ୍କୁ ଏଥିରେ ମଧ୍ୟ ଲାଭ ହେବାର ଅଛି । ଆଜି ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

କର୍କଟ :-

ଆଜିର ଦିନ ଆପଣଙ୍କ ପାଇଁ ବହୁତ କିଛି ଖରାପ ହୋଇପାରେ । ଆଜି ସମ୍ଭବ ହୋଇପାରେକି ଆପଣଙ୍କୁ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ହୋଇପାରେ । ଦିନର ପ୍ରଥମ ଭାଗରେ ଡାକ୍ତରଙ୍କ ସହ ପରାମର୍ଶ କରିବା ବହୁତ ଭଲ ରହିବ ଓ ତା ପରେ ଆପଣ ଆପଣଙ୍କ ରୁଟିନ କାମ କରିପାରିବେ । ଆଜି ଭାଗ୍ୟ ୫୫ ପ୍ରତିଶତ ସହଯୋଗ କରିବ ।

ସିଂହ :-

ଆଜିର ଦିନ ଆପଣଙ୍କ ଭାଗ୍ୟ ହିସାବରେ ବହୁତ ଭଲରେ କଟିବ । ଆପଣଙ୍କର ସବୁ କିଛି ଠିକ ଚାଲିଛି ଓ ଆପଣଙ୍କୁ କେଉଁଠି ଫସିକି ରହିଥିବା ପଇସା ମଧ୍ୟ ମିଳିପାରେ । ବ୍ୟବସାୟ ସ୍ଥିତି ମଧ୍ୟ ସୁଧୁରିଯିବ । କୌନ ଆସି ବଡ ଅଧିକାରୀ ସହଯୋଗ ଦ୍ଵାରା ଆପଣଙ୍କ କାମ ଭଲରେ ହୋଇଯିବ । ବିରୋଧୀ ଓ ଆଲୋଚନା କରିବା ଲୋକଙ୍କ ହୃଦୟ ମଧ୍ୟ ତରଳିବ । ଆଜି ଭାଗ୍ୟ ୭୮ ପ୍ରତିଶତ ସହଯୋଗ କରିବ ।

କନ୍ୟା :-

ଆଜି ଭାଗ୍ୟ ଆପଣଙ୍କ ସାଥ ଦେଉଛି ଓ ଆପଣଙ୍କ ସବୁ କାମ ସହଜରେ ହୋଇବ । ବହୁତ ବାର ଆପଣଙ୍କୁ ଏହାର ଅଭାବ ମଧ୍ୟ ଭୋଗିବାକୁ ପଡିପାରେ । କିଛି ଲୋକ ଆପଣଙ୍କ ସାଥ ଦେବେ ମଧ୍ୟ । ଆପଣଙ୍କୁ ଏମିତି ଲୋକଙ୍କୁ ଚିହ୍ନିବାର ଆବଶ୍ୟକ ରହିଛି । ମିତ୍ରଙ୍କ ଦ୍ଵାରା ଚର୍ଚା ହୋଇପାରେ । କୌଣସି ନୂଆ କାମ ଆରମ୍ଭ କରିପାରନ୍ତି । ଆଜି ଭାଗ୍ୟ ୮୦ ପ୍ରତିଶତ ସାଥ ଦେବ ।

ତୁଳା :-

ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ  ଓ ଆପଣଙ୍କୁ କୌଣସି ପ୍ରକାର ପରୀକ୍ଷାରେ ସାମିଲ ହେବାର ସୁଯୋଗ ମିଳିବ ଓ ସଫଳତା ପ୍ରାପ୍ତି ହେବ । ବ୍ୟବସାୟ ବା କାରୋବାର ସମ୍ବନ୍ଧିତ କୌଣସି ଅନୁବନ୍ଧ ପ୍ରାପ୍ତ ହୋଇପାରେ । ଆପଣଙ୍କୁ ଏଥିରେ ବହୁତ ଲାଭ ହୋଇପାରେ । ବାକି ଅନ୍ୟ କାମ ପାଇଁ ମଧ୍ୟ ସମୟ ବହୁତ ଭଲ ରହିବ । ଆଜି ଭାଗ୍ୟ ୮୯ ପ୍ରତିଶତ ସହଯୋଗ କରିବ ।

ବିଛା :-

ଆଜି କୌଣସି କାମ ଆପଣଙ୍କ ଭାବନାରୁ ଅଲଗା ହୋଇପାରେ । ଆପଣ ଯାହାକୁ ଭଲ ଭାବୁଛନ୍ତି ସମ୍ଭବ ହୋଇପାରେ ସେ ମଧ୍ୟ ଆପଣଙ୍କୁ ଧୋଖା ଦେଇପାରେ । କିଛି ଏମିତି ଘଟଣା ଆଜି ମଧ୍ୟ ହୋଇପାରେ । ବାକି ମିଶ୍ରିତ ଫଳଦାୟକ ଦିନ ଅଟେ ।ବହୁତ କାମ ଠିକସେ ହେବ ଦ୍ଵାରା ମନ ଦୁଃଖ କମ ହୋଇପାରେ । କୌଣସି ଖରାପ ସମାଚାର ଶୁଣିବ ଦ୍ଵାରା ମନ ଖରାପ ହୋଇପାରେ । ଆଜି ଭାଗ୍ୟ ୫୬ ପ୍ରତିଶତ ସହଯୋଗ କରିବ ।

ଧନୁ :-

କିଛି ଦିନରୁ କୌଣସି କାମ ବିଗିଡି ଯିବାର ଚିନ୍ତା ରହୁଛି ଆପଣଙ୍କ ମନରେ । ହୋଇପାରେ ଯଦି ଆପଣଙ୍କର କିଛି କାମ ହୋଇବ, ଆପଣ ଖୁସି ହୋଇପାରନ୍ତି । ଆଜି ଭାଗ୍ୟ ଆପଣଙ୍କ ସାଥ ଦେଉଛି ଆଉ ଆପଣ ଆଗକୁ ବଢିବା ବିଷୟରେ ମଧ୍ୟ ଭାବିପାରିବେ । ଦୁଇପ୍ରହରରେ କିଛି କାମ କରିବା ଦ୍ଵାରା ଲାଭ ମିଳିପାରେ । ମନକୁ ଶାନ୍ତ ଓ ସଂଯମ କରି ରଖନ୍ତୁ । ଆଜି ଭାଗ୍ୟ ୭୬ ପ୍ରତିଶତ ସହଯୋଗ କରିବ ।

ମକର :-

ଆଜିର ଦିନ କିଛି ଜାନକାରିପୂର୍ଣ ଓ ଆପଣଙ୍କ ବୌଧିକ କ୍ଷମତାକୁ ବଢାଇବ । ଭଲ ଓ ବୁଦ୍ଧିମାନ ଲୋକଙ୍କ ସହିତ ଦେଖା ହେବା ଦ୍ଵାରା ଆପଣ ବହୁତ ଆଗକୁ ଯାଇପାରନ୍ତି । କୌଣସି ବଡ ଆର୍ଥିକ ଲାଭର ଆଶାରେ ଦିନ ବଡ ଲାଗିବ । ପ୍ରିୟଜନଙ୍କ ଠାରୁ ମଧ୍ୟ ଭଲ ଖବର ମିଳିବ । ଆଜି ଭାଗ୍ୟ ୭୯ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :-

ଏହି ସମୟରେ କାର୍ଯ୍ୟ କ୍ଷେତ୍ରରେ ପଡିରହିଥିବା କାମ ସରେଇବାର ଚାଲିଛି ।ଏହା ଭିତରେ କିଛି ନିଜ ଲୋକ ଆପଣଙ୍କ ଚିନ୍ତା ବଢାଇ ପାରନ୍ତି ।ଯଦି ଆପଣ କୌଣସି ପ୍ରପୋଜାଲରେ ରହିଛନ୍ତି ତାର ଫଇସଲା ଜଲ୍ଦି କରନ୍ତୁ । ଆସୁଥିବା ସମୟରେ ଆପଣଙ୍କୁ କୌଣସି ମାମଲାରେ ଅସୁବିଧାର ହୋଇପାରେ । ଆଜି ଭାଗ୍ୟ ୭୦ ପ୍ରତିଶତ ସହଯୋଗ କରିବ ।

ମୀନ :-

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ ନହିଁ । ଦିନର ପ୍ରଥମ ଭାଗରେ ବହୁତ ସାରା କାମ ଆପଣଙ୍କ ଆଗରେ ଲଟକି ରହିବ । ଯେପର୍ଜ୍ଯନ୍ତ ହୋଇପାରିବ ଏଥିରେ ମହତ୍ବପୂର୍ଣ ପୁରା କରିବା ଉଚିତ ରହିବ । ଦୁଇପ୍ରହାର ପରେ ପୁଣି ସମୟ ଠିକ ନହିଁ । ହେଉଥିବା କାମରେ  ମଧ୍ୟ ପ୍ରତିବନ୍ଧକ ଆସିପାରେ । ଆଉ ମାନସିକ ଅବସାଦ ସନ୍ଧ୍ଯା ପର୍ଯ୍ୟନ୍ତ ରହିବ । ମିତ୍ରଙ୍କ ସହଯୋଗ ନେବା ବହୁତ ଜରୁରୀ ଅଟେ । ଆଜି ଭାଗ୍ୟ ୬୦ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *