ଶୁକ୍ରବାର 22 ଜାନୁୟାରୀ ୨୦୨୧ ମା’ ସନ୍ତୋଷୀଙ୍କ କୃପାରୁ ଆଜି ଏହି 5 ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ରାଶିଫଳ ଆମ  ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଛାତ୍ର ମାନଙ୍କୁ ଶିକ୍ଷା କ୍ଷେତ୍ରରେ କିଛି ଅସୁବିଧାର ସାମ୍ନା କରିବାକୁ ପଡିପାରେ । ସନ୍ତାନଙ୍କ ତରଫରୁ ନିରାଶା ଜନକ ଖବର ଶୁଣି ମନ ଦୁଃଖ ହୋଇବ । ସାମାଜିକ ଖ୍ୟାତିର ଧ୍ୟାନ ରଖନ୍ତୁ, କୌଣସି ଗୁପ୍ତଶତ୍ରୁ ଆପଣଙ୍କୁ ଅସୁବିଧାରେ ପକାଇ ପରେ । ପାରିବାରିକ ଜୀବନ ଚିନ୍ତାଗ୍ରସ୍ତ ହୋଇପାରେ କିନ୍ତୁ ପ୍ରିୟ ଜନଙ୍କ ସହିତ ସମୟ ଆମୋଦ ପ୍ରୋମୋଦରେ ବ୍ଯତୀତ ହେବ । ସନ୍ଧ୍ଯା କାଳରେ କୌଣସି ପଡିରହିଥିବା କାମ ହେବାକୁ ଲାଗିବ ।

ବୃଷ :- ଆଜିର ଦିନ ସନ୍ତୋଷ ଆଉ ଶାନ୍ତିର ସହିତ ବ୍ଯତୀତ ହେବ । ରାଜନୈତିକ କ୍ଷେତ୍ରରେ କରିଥିବା କାମରେ ସଫଳ ହେବେ ଓ ଜଣ ସମ୍ପର୍କ ଦ୍ଵାରା ଲାଭ ମଧ୍ୟ ହେବ । ରାଜନୈତିକ କ୍ଷେତ୍ରରେ ଯୋଗ୍ୟତା ବଢାଇବାରେ ସଫଲତା ମିଳିବ । ନୂଆ କନଟ୍ର୍ଯାକ୍ଟ  ଦ୍ଵାରା ପଦ ବା ପ୍ରତିଷ୍ଠାରେ ବୃଦ୍ଧି ହେବ । ପିତାଙ୍କ ସହଯୋଗ ଆଶୀର୍ବାଦ ମିଳିବ ଓ ସନ୍ତାନ ପକ୍ଷରୁ କିଛି ଖୁସି ମିଳିପାରେ । ଆଜି ଭାଗ୍ୟ ୮୬ ପ୍ରତିଶତ ସହଯୋଗ କରିବ ।

ମିଥୁନ :- ପରିବାରରେ ମାଙ୍ଗଳିକ କାର୍ଯ୍ୟ କ୍ରମର ରୂପ ରେଖ ବନିବ । ଆର୍ଥିକ ସ୍ଥିତି ମଜଭୁତ ହେବ ଓ ପାରିବାରିକ ସମ୍ପତିରେ ବୃଦ୍ଧି ହୋଇପାରେ । ସନ୍ତାନର ଶିକ୍ଷା ବା କୌଣସି ପ୍ରତିଯୋଗିତାରେ ସଫଳତାର ସମାଚାର ମିଳିବ ଦ୍ଵାରା ମନ ଖୁସି ରହିବ । ବ୍ୟାପାରରେ ନୂଆ ସଉଦାର ଲାଭ ହେବ ଦ୍ଵାରା ଲାଭର ସ୍ଥିତି ବନିବ । କୌଣସି ମୁଲ୍ଯବାନ ବସ୍ତୁର ହଜିବା ବା ଚୋରୀ ହେବାର ଭୟ ଲାଗିରହିବ । ଆଜି ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।

କର୍କଟ :- ଭାଇ ଭଉଣୀଙ୍କ ସହିତ ଉତ୍ତମ ସମୟ ବ୍ଯତୀତ ହେବ ଓ ପରିବାର ସହିତ ଯାତ୍ରାରେ ଯିବାର ପ୍ଳାନ ମଧ୍ୟହୋଇବ । ବହୁତ ଭଲ ସମ୍ପତି ପ୍ରାପ୍ତିର ଯୋଗ ବନୁଛି ଓ ଆଜୀବିକା କ୍ଷେତ୍ରରେ ପ୍ରଗତି ହେବ । ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ ଓ ସନ୍ତାନର ଦାଇତ୍ଵର ସମ୍ପୂର୍ଣ ହୋଇବ । ନୂଆ ବ୍ୟବସାୟରେ ଲାଭ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ନେତୃତ୍ବରେ  କରାଯାଇଥିବା କାମରେ ସଫଳତା ମିଳିବ । ଭାଗ୍ୟ ୮୪ ପ୍ରତିଶତ ସହଯୋଗ କରିବ ।

ସିଂହ :- ପରିବାରର ଛୋଟ ସଦସ୍ୟଙ୍କ ସହିତ ବହୁତ ଭଲ ସମୟ ବ୍ଯତୀତ ହେବ ଓ ପ୍ରେମ ଜୀବନରେ ସାଥିର ସଫଳତା ଦ୍ଵାରା ମନ ଖୁସି ରହିବ । ଆମଦାନୀର ନୂଆ ସ୍ରୋତ ବନିବ । ଭଲ ବ୍ୟବହାର ଦ୍ଵାରା ଆପଣଙ୍କୁ ସନମାନ ମିଳିବ । ଛାତ୍ରଙ୍କୁ କୌଣସି ପ୍ରତିଯୋଗିତାରେ ବିଶେଷ ସଫଳତା ମିଳିବ । ଆଖି ଖରାପ ହେବା କାରଣରୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିପାରେ । ଆପଣଙ୍କ ଶତ୍ରୁ ନିଜ ଭିତରେ ଲଢିକି ନଷ୍ଟ ହୋଇଯିବେ । ଭାଗ୍ୟ ୮୨ ପ୍ରତିଶତ ସହଯୋଗ କରିବ ।

କନ୍ୟା :- ମଧୁର ବଚନ ଆପଣଙ୍କୁ ବହୁତ ସମସ୍ୟାରୁ ବାହାର କରିବ ଓ କାର୍ଯ୍ୟ କ୍ଷେତ୍ରରେ ଅଧିକାରୀଙ୍କ ଠାରୁ ପ୍ରଶଂସା ମିଳିବ । ଜୀବନସାଥି ସହିତ ମାନ ମାଳିନ୍ୟ ହୋଇପାରେ । କୌଣସି ସାଙ୍ଗର ସହାୟତା କରିବାର ଅବସର ମିଳିବ । ରୋଜଗାର ଓ ବ୍ୟାପାର କ୍ଷେତ୍ରରେ ଜାରି ପ୍ରୟାସରେ ଅକଳ୍ପନୀୟ ସଫଳତା ପ୍ରାପ୍ତି ହେବ । ସନ୍ତାନ ପକ୍ଷରେ ସନ୍ତୋଷ ଜନକ ସୁଖଦ ସମାଚାର ମିଳିବ । ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।


ତୁଳା :- ବ୍ୟାପାର କ୍ଷେତ୍ରରେ ନୂଆ ଅବସର ଦ୍ଵାରା ଲାଭ ହେବ ଓ କୀର୍ତିର ବୃଦ୍ଧି ହେବ । ଆଜି ଆପଣଙ୍କ ଚତୁର୍ପାର୍ଶ୍ବରେ ସୁଖଦ ବାତାବରଣ ବନିବ । ମାଙ୍ଗଳିକ କାର୍ଯ୍ୟ କ୍ରମ ଦ୍ଵାରା ଘର ଲୋକଙ୍କ ଭିତରେ ଖୁଶିର ମହୋଲ ଆସିବ । ଏହା ସହିତ ବହୁତ ଦିନରୁ ଚାଲୁଥିବା ସମସ୍ୟାର ସମାଧାନ ହେବ । ବହୁତ ମାତ୍ରାରେ ଧନ ଆସିବା ଦ୍ଵାର ଖୁସି ମିଳିବ । ଜୀବନସାଥିର ପୂର୍ଣା ସହଯୋଗ ମିଳିବ ଓ ଯାତ୍ରାର ପ୍ରବଳ ଯୋଗ ବନିବ । ଭାଗ୍ୟ ୮୪ ପ୍ରତିଶତ ସହଯୋଗ କରିବ ।

ବିଛା :- ଧାର୍ମିକ ଯାତ୍ରା କରିବା ଦ୍ଵାରା ମାନସିକ ଶାନ୍ତି ମିଳିବ । ଶଶୁର ଘର ସାଇଡରୁ ସମ୍ପର୍କରେ ମଧୁରତା  ଆସିବ । ଜୀବନସାଥିର ସହଯୋଗ ମିଳିବ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟର ଚିନ୍ତା ରହିବ । ନ୍ୟାୟିକ ମାମଲାରେ ଆପଣଙ୍କୁ ଲାଭ ମିଳିବ ଓ ରୋଜଗାର କ୍ଷେତ୍ରରେ ଆସୁଥିବା ସଅମସ୍ୟାରୁ ମୁକ୍ତି ମିଳିବ । ଭାଗ୍ୟ ୮୬ ପ୍ରତିଶତ ସହଯୋଗ ମିଳିବ ।

ଧନୁ :- ସାଥି ହୋଇ କରାଯାଇଥିବା କାମ ଅବରୋଧ ଉତ୍ପନ ହୋଇପାରେ । ଛାତ୍ରଙ୍କ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ବିରୋଧୀ ଆପଣଙ୍କ କାର୍ଯ୍ୟକୁ ଦେଖିକରି ପ୍ରଶଂସା କରିବେ । ଶଶୁର ଘର ତରଫରୁ ପର୍ଯ୍ୟାପ୍ତ ମାତ୍ରାରେ ମିଳିପାରେ । ପାରିବାରିକ ବିଜନେସର ବୃଦ୍ଧି ପାଇଁ ପରିବାର ସହିତ ବିଚାର ବିମର୍ଶ  କରିବ । ସନ୍ଧ୍ଯା କାଳ ସମୟରେ ସାଂସ୍କୃତିକ କାର୍ଯ୍ୟ କ୍ରମରେ ଭାଗ ନେବାର ଅବସର ପ୍ରାପ୍ତ ହେବ । ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।

ମକର :- ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠାର ବିସ୍ତାର ହେବ । ପାରିବାରିକ ଦାୟିତ୍ଵରେ ପୁରତି ହେବ । ପାରିବାରିକ  ବା ଆର୍ଥିକ ମାମଲାରେ ସଫଳତା ମିଳିବ । ଆଜୀବିକା କ୍ଷେତ୍ରରେ ଚାଲୁଥିବା ପ୍ରୟାସ ଫଳବତୀ ହେବ । ବିବାହ ଲାଗି ପ୍ରୟାସ ରତ ଜାତକଙ୍କ ପାଇଁ ସୁଖଦ ସମାଚାର ମିଳିବ । ମାତା ପିତାଙ୍କ ସ୍ୱାସ୍ଥ୍ୟର ବିଶେଅସ ଧ୍ୟାନ ରଖନ୍ତୁ । ପ୍ରିୟ ଅତିଥିଙ୍କ ସ୍ଵାଗତର ଯୋଗ ବନୁଛି । ଭାଗ୍ୟ ୮୪ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :- ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ବହୁତ ଅବସର ପ୍ରାପ୍ତ ହୋଇପାରେ । କୌଣସି ସାଙ୍ଗ ମାନଙ୍କ କାରଣରୁ ବିଶ୍ଵାସ ଘାତକର ସାମ୍ନା କରିବାକୁ ପଡିପାରେ, ଯେଉଁଥିରେ ମନ ଦୁଃଖୀ ହୋଇପାରେ । ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ ଓ ପ୍ରେମ ଜୀବନରେ ସମ୍ପର୍କରେ କଠୋରତା କାରଣରୁ ପ୍ରତିବନ୍ଧକ ଆସିପାରେ । କୌଣସି ବିପରୀତ ସମାଚାର ଶୁଣିକି ହଠାତ ଯାତ୍ରାରେ ଯିବାକୁ ପଡିପାରେ । ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।

ମୀନ :- ପାରିବାରିକ ବାତାବରଣ ଆନନ୍ଦ ଦାୟକ ରହିବ ଓ ମାଙ୍କ ଦ୍ଵାରା ସମ୍ବନ୍ଧରେ ସୁଧାର ଆସିପାରେ । ଜୀବନ ସାଥି ସହିତ ଛୋଟ ଛୋଟ କଥାରେ ବିବାଦ ବଢିପାରେ । ଛାତ୍ରଙ୍କ ଭବିଷ୍ୟତରେ କୌଣସି ନୂଆ ସମ୍ଭାବନା ପ୍ରାପ୍ତ ହେବ । ଯଦି ଆପଣ କୌଣସି ଯାତ୍ରାରେ ଯାଉଛନ୍ତି ସାବଧାନରେ ରୁହନ୍ତୁ । ଭାଗ୍ୟ ୮୬ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *