ରାତି ୧୨ ଟାରେ ଶୋଉଥିବା ଲୋକ ଏହି ପୋଷ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ଆଜି ଆମେ ରାତି ୧୨ ଟାରେ ଶୋଉଥିବା ଲୋକଙ୍କ ବିଷୟରେ କିଛି ଗୁରୁତ୍ଵପୂର୍ଣ କଥା କହିବୁ । ଯେଉଁ ଲୋକମାନେ ରାତି ୧୨ ଟା ପରେ ଶୋଇଥାନ୍ତି ସକାଳେ ଡେରିରେ ଉଠିଥାନ୍ତି । ସେମାନଙ୍କୁ ସବୁଲୋକ ଅଳସୁଆ ପ୍ରକୃତିର କହିଥାନ୍ତି ଆଉ ମଧ୍ୟ ତାଙ୍କ କାମ ଆଫେକଟେଡ ହୋଇଥାଏ । ରାତିରେ ଜଲ୍ଦି ଶୋଇ  ସକାଳୁ ଜଲ୍ଦି ଉଠିବା ବହୁତ ଭଲ ଅଭ୍ୟାସ ହୋଇଥାଏ । ଏହା ଆମ ପରମ୍ପରା ମଧ୍ୟ କହିଥାଏ । କିନ୍ତୁ ବିଜ୍ଞାନ ଅନୁସାରେ ରାତିରେ ଜଲ୍ଦି ଶୋଉଥିବା ଲୋକଙ୍କ ତୁଳନାରେ ରାତି ଡେରିରେ ଶୋଉଥିବା ଲୋକଙ୍କ ବୌଧିକ କ୍ଷମତା ଅଧିକ ହୋଇଥାଏ, ଏହା ବିଜ୍ଞାନ କହିଥାଏ ।

Image Courtesy: Google

ବହୁତ ରିସର୍ଚରେ ଏହା ପ୍ରମାଣିତ କରାଯାଇଚିକି ଜଲ୍ଦି ଶୋଇ ଜଲ୍ଦି ଉଠୁଥିବା ଲୋକମାନେ  ଆଶାବାଦି ହୋଇଥାନ୍ତି ଓ ବହୁତ ପଜିଟିଭ ହୋଇଥାନ୍ତି । ଏମାନେ ସୂର୍ଯ୍ୟଙ୍କ ଲାଇଟରେ ବହୁତ ଆକ୍ଟିଭ ରହିଥାନ୍ତି ଓ ଏହି ଅଭ୍ୟାସ ଇଛାଶକ୍ତି ବଢେଇ ଥାଏ । କୌଣସି ପ୍ରକାର ନିସ୍ପତି ନେବାରେ ସହାୟକ ହୋଇଥାଏ । ସେଥିପାଇଁ ଜଲ୍ଦି ଶୋଇ ଜଲ୍ଦି ଉଠିବା କେଉଁ କ୍ଷେତ୍ରରେବି ଭୁଲ ହୋଇନଥାଏ । ଏହା ଏକ ଉତ୍ତମ ଅଭ୍ୟାସ ହୋଇଥାଏ ।

Image Courtesy: Google

ଆମେ କହିବାର ଉଦେଶ୍ୟ ଏହା ନୁହେକି ଆପଣ ଡେରିରେ ସୁଅନ୍ତୁ, ଆପଣ ଆପଣଙ୍କ ଏହି ରୁଟିନକୁ ଜାରି ରଖନ୍ତୁ । ଏବେଯାହା ଆଲୋଚନା ହେଲା ସେଗୁଡିକ ଜଲ୍ଦି ଶୋଇ ଜଲ୍ଦି ଉଠୁଥିବା ଲୋକଙ୍କ ପାଇଁ । ଯଦି ଆମେ ଆଲୋଚନା କରିବା ବହୁତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହି ଶୋଉଥିବା ଲୋକଙ୍କ କଥା, ସେମାନେ ତାଙ୍କ କାମରେ ବ୍ୟସ୍ତ ରହି ଡେରିରେ ସୁଅନ୍ତି ।

Image Courtesy: Google

ଦୁନିଆର କୌଣସି କାମ ସେ ଠିକସେ କରିପାରନ୍ତି ନାହିଁ କାରଣ ସେମାନେ ଲେଟରେ ଶୋଇ ଲେଟରେ ଉଠିଥାନ୍ତି । ସେଥିଲାଗି ତାଙ୍କର କାମ ଠିକସେ ହୋଇପାରେ ନାହିଁ । କିନ୍ତୁ ବନ୍ଧୁଗଣ କେତେକ ରିସର୍ଚରେ ଦେଖା ଦେଇଚିକି ଡେରିରେ ଶୋଉଥିବା ଲୋକଙ୍କ ଷ୍ଟ୍ରେଶ ହରମୋନ  ବଢିବାରେ ଲାଗିଥାଏ । ଏହି ଲୋକମାନେ ସବୁ କାମ ପ୍ରତି ଆଗରୁ ସଜାଗ ରହିଥାନ୍ତି । ଏମାନେ କ୍ରୀଏଟିବ  ମଧ୍ୟ ହୋଇଥାନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ । ତେଣୁ ଏହି ଅଭ୍ଯାସ ତୁରନ୍ତ ବଦଳାନ୍ତୁ ।

ଆସ କରୁଛୁ ଲେଖାଟି ଆପଣଙ୍କୁ ପସନ୍ଦ ଆସିଥିବା, ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ସେୟାର କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *