ରାତି ହେବା ମାତ୍ରେ ଶ୍ମଶାନରେ ପହଞ୍ଚି ଯାଏ ଏହି ଝିଅଟି, କାରଣ ଜାଣି ଆପଣଙ୍କୁ ହେବ ନାହିଁ ବିଶ୍ଵାସ

ବହୁତ ଲୋକ ଚାହିଁଥାନ୍ତି କି ତାଙ୍କର ନିଜର ଏକ ବ୍ୟବସାୟ ହେଉ । କଣ ଆପଣଙ୍କ ମନରେ ବି ଏମିତି କିଛି ଭାବନା ଆସିଛି, କଣ ଆପଣ ବି ଅନ୍ୟ ମାନଙ୍କ ଠାରୁ ଅଲଗା କିଛି କରି ଦେଖାଇବାକୁ ଚାହିଞ୍ଚନ୍ତି ? ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ବିଜିନେସ ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା କଣ ।

ଆଜି ଆମେ ଆପଣଙ୍କୁ ହାଇଦ୍ରାବାଦର ଶୃତି ରେଡ୍ଡୀଙ୍କ ବିଷୟରେ କହିବୁ ଯାହାର ବିଜିନେସ ଆଇଡିଆ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଶୀଘ୍ର ଭାଇରାଲ ହେଉଛି । ଆପଣଙ୍କୁ କହି ଦେଉଛୁ କି ଏହି ବିଜିନେସ ଆଇଡିଆ ପାଇଁ ଶୃତି ନିଜର ସଫ୍ଟୱେୟାର ଦେବଲପର ଭଳି ଚାକିରି ବି ଛାଡି ଦେଲା ।

ଲୋକମାନେ ଏହି ଆଇଡିଆ କୁ କହିଲେ ପାଗଳାମି

ଶୃତି ବର୍ତ୍ତମାନ ଗୋଟିଏ ବିଜିନେସ ଆରମ୍ଭ କରିଛନ୍ତି । ତାଙ୍କର ଏହି ଆଇଡିଆ ପାଇଁ ଲୋକ ତାଙ୍କର ଆଲୋଚନା ବି କରୁଛନ୍ତି । କିନ୍ତୁ ଏତେ ସବୁ ଶୁଣିବା ପରେ ସେ ତା’ର କାମ କରିବାର ଇଚ୍ଛାକୁ କମ ହେବାକୁ ଦେଲା ନାହିଁ ।

ଖୋଲିଲା ‘ଫ୍ୟୁନରଲ ପ୍ଲାନିଙ୍ଗ’ ର କମ୍ପାନୀ

କିଛି ବର୍ଷ ପୂର୍ବେ ଶୃତି ର ଜେଜେବାପାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କର ଅନ୍ତିମ ଯାତ୍ରା ସମୟରେ ତାଙ୍କ ପରିବାରକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଏମିତି କି ଅନ୍ତିମ ସଂସ୍କାରରେ ଯେଉଁ ସାମଗ୍ରୀ ଆବଶ୍ୟକ ହୋଇଥାଏ ତାହାକୁ ଯୋଗାଡ କରିବାରେ ମଧ୍ୟ ବହୁତ କଷ୍ଟ ହୋଇଥିଲା । ଜେଜେବାପାଙ୍କ ଅନ୍ତିମ ସଂସ୍କାରରେ ଆସିଥିବା ଏତେ ବାଧାକୁ ଦେଖି ଶୃତି ନିଶ୍ଚୟ କରିଲା କି କିଛି ଏମିତି କରିବା ଆବଶ୍ୟକ ଯାହା ଦ୍ଵାରା କାହାର ଅନ୍ତିମ ସଂସ୍କାରରେ କୌଣସି ବାଧା ନ ଆସିବ ।

ଅନ୍ତିମ ସଂସ୍କାରରେ ଆବଶ୍ୟକ ହେଉଥିବା ସବୁ ସାମଗ୍ରୀ ତାଙ୍କୁ ସହଜରେ ମିଳିଯିବ । ବାସ ପୁଣି କଣ ଥିଲା, ଶୃତି ମରିଯାଇଥିବା ଲୋକଙ୍କ ଫ୍ୟୁନରଲ ପ୍ଳାନ କରିବା ପାଇଁ ଏକ କମ୍ପାନୀର ନିର୍ମାଣ କଲା । ପ୍ରଥମେ ତ ଲୋକ ଏହି ଆଇଡିଆକୁ ବହୁତ ଆଲୋଚନା କରୁଥିଲେ, ଏମିତି କି ତାର ପ୍ଯାରେଣ୍ଟସ ତା ବିପକ୍ଷରେ ଥିଲେ । କିନ୍ତୁ ଧୀରେ ଧୀରେ ଲୋକଙ୍କ ସମର୍ଥନ ଶୃତିକୁ ମିଳିବା ଆରମ୍ଭ ହୋଇଗଲା ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *