ନାଗରାଜ: ସଂସାରର ସବୁଠୁ ବଡ ଲମ୍ବା ବିଷଧର ସାପ, ରାତିର ନିଦ ଉଡାଇଦେବ ଏହି Video

ଆଜି ଆମେ ଆପଣଙ୍କୁ ପୁଣି ଥରେ ଏକ କିଙ୍ଗ କୋବ୍ରା ବି-ଷୟରେ କହିବୁ । ଯିଏକି ଓଡିଶାର ଭଦ୍ରକ ଜିଲ୍ଲାର ଏକ ଗାଁର ଚାଷ ଜମି ନିକଟରେ ଦେଖା ଯାଇଛି । କିନ୍ତୁ ସଠିକ ସମୟରେ ସ୍ଥାନୀୟ ଗ୍ରାମବାସୀମାନେ ଏହି ସା-ପକୁ ଦେଖିଲେ ଓ ସା-ପଧାରାଳିଙ୍କୁ ଡାକିଲେ । ଦେଖନ୍ତୁ କେମିତି ସା-ପ ଧରାଳି ବହୁତ କଷ୍ଟରେ ଏହି ସା-ପକୁ ଧରୁଛନ୍ତି । ଗ୍ରାମବାସୀମାନଙ୍କ କହିବା ଅଟେ କି ସେମାନେ ସନ୍ଧ୍ୟା ସମୟରେ ଏହି ସା-ପକୁ ଦେଖିଥିଲେ ଓ ସେମାନେ ବନ ବିଭାଗକୁ ଖବର ଦେଇଥିଲେ ।

ବନ ବିଭାଗ ର୍କାର୍ମଚାରୀ ଆସି ଯେତେବେଳେ ଦେଖିଲେ ତେବେ ସେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଏହା ଏକ କିଙ୍ଗ କୋବ୍ରା ଥିଲା । ଯାହାର ଲମ୍ବ ୧୦ ରୁ ୧୨ ଫୁଟ ରୁ ବି ଅଧିକ ଅଟେ । ଏହିଭଳି ଘନ ଜଙ୍ଗଲ ମଧ୍ୟରେ ଏତେ ବଡ ସା-ପ ମିଳିବା ବହୁତ ହିଁ ଭୟଙ୍କର ଅଟେ ।

କାରଣ ଅନ୍ଧାର ସମୟରେ ଏହି ସା-ପ କାହାକୁ ବି ଚୋଟ ମାରି ପାରେ । କିନ୍ତୁ ଏହିଭଳି କୌଣସି ଅଘଟଣ ଘଟି ନାହିଁ । କିଙ୍ଗ କୋବ୍ରା ଦୁନିଆର ସବୁଠୁ ବି-ଷଧର ସା-ପ ଅଟେ । ଏହାକୁ ଧରିବା ସହଜ କଥା ନୁହେଁ । ବହୁତ କଷ୍ଟରେ ସା-ପ ଧରାଳିମାନେ ଏହାକୁ ଧରିଥାନ୍ତି । ଯଦି ଆପଣ ଏହି ସା-ପକୁ ଧରିବା ସମୟରେ ସଚେତନ ରହିବେ ନାହିଁ ତେବେ ଏହା ଆପଣଙ୍କୁ ବି ଚୋଟ ମାରି ପାରେ । ଏହି ସା-ପର ବି-ଷ ବହୁତ ଜଲ୍ଦି ମନୁଷ୍ୟ ଶରୀରକୁ ବ୍ୟାପି ଥାଏ ଓ ଦେଖୁ ଦେଖୁ ବ୍ୟକ୍ତିର ମୃତ୍ୟୁ ବି ହୋଇଯାଏ ।

କିଙ୍ଗ କୋବ୍ରାର କେତେ ମୋଟା ଆପଣ ଜାଣି ପାରୁଥିବେ । ନାଗରାଜ ଅର୍ଥାତ କିଙ୍ଗ କୋବ୍ରାକୁ ଦେଖି ପାରୁଥିବେ ଏହା ପ୍ରତି ମୂହୁର୍ତ୍ତରେ ଚୋଟ ମାରିବା ପାଇଁ ପ୍ରସ୍ତୁତ ରହୁଛି । ୧୪ ଫୁଟ ସା-ପକୁ ଦେଖିଲେ ହିଁ ଆପଣ ଭୟଭୀତ ହୋଇଯିବେ ଓ ଏଥିରେ ଏହାର ଆକ୍ରାମକ ରୂପ ଓ ଫୁଙ୍କାର ଯାହାକୁ ଦେଖିଲେ ହିଁ ଲୋକମାନେ ଦୌଡିବେ । ଏହି ସା-ପକୁ ଧରିବା ସମୟରେ କିଛି ଗ୍ରାମବାସୀମାନେ ସେଠି ଏକତ୍ରିତ ହୋଇଥିଲେ ଓ ସା-ପ ଧରାଳି ସେମାନଙ୍କୁ ଦୂରେଇ ଯିବା ପାଇଁ କହୁଛନ୍ତି ।

କାରଣ କୌଣସି ବି ମୁହୂର୍ତରେ ସା-ପ କାହାକୁ ବି ଚୋଟ ମାରି ପାରେ । ସା-ପ ଧରାଳି ବ୍ୟକ୍ତି ଜଣକ କହୁଛନ୍ତି କି ସା-ପ ଧରିବା ସମୟରେ ସବୁବେଳ ସାବଧାନ ରହିବା ଉଚିତ । ନଚେତ ଆପଣଙ୍କ ଗୋଟିଏ ଭୁଲ ଆପଣଙ୍କର କିମ୍ବା ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତିର ଜୀବନ ନେଇ ପାରେ ।

ସେଥିପାଇଁ ସେ ଯେତେବେଳେ ସା-ପକୁ ମୁଣି ମଧ୍ୟରେ ରଖୁଛନ୍ତି ତେବେ ସେହି ସମୟରେ ବି ସେ ସତର୍କ ରହିବା ପାଇଁ କହୁଛନ୍ତି । ତାଙ୍କ ଅନୁସାରେ ସା-ପ ପଶି ଯିବା ମାତ୍ରେ ସଙ୍ଗେ ସଙ୍ଗେ କେବେ ବି ମୁଣିକୁ ଧରିବେ ନାହିଁ । ପ୍ରଥମେ ଆପଣ ଗୋଟିଏ ବାଡି ସାହାର୍ଯ୍ୟରେ ମୁଣିର ମୁଁ ବନ୍ଦ କରିବା ପରେ ହିଁ ମୁଣିକୁ ଧରନ୍ତୁ । ନଚେତ ସା-ପ ସଙ୍ଗେ ସଙ୍ଗେ ବୁଲି ଆସି ଆପଣଙ୍କୁ ଚୋଟ ବି ମାରି ପାରେ ।

Leave a Reply

Your email address will not be published. Required fields are marked *