ରାତିରେ 2ଟି ଗୁଜୁରାତି ଖାଇ ଗରମ ପାଣି ପିଇବାର ଫାଇଦା ଜାଣି, ପାଦ ତଳୁ ମାଟି ଖସି ଯିବ!

ବନ୍ଧୁଗଣ ଆଜିଭଳି ଦିନରେ ସମସ୍ତେ ବ୍ୟସ୍ତର ସହିତ ଜୀବନ ଜାପନ କରୁଛନ୍ତି । ନିଜର ବ୍ୟକ୍ତିଗତ ବ୍ୟସ୍ତତା ଭିତରେ ସମସ୍ତେ ମନୁଷ୍ୟ ଏତେ ବ୍ୟସ୍ତ ଯେ ନିଜର ସଂପୂର୍ଣ୍ଣ ଧ୍ୟାନ ରଖି ପାରୁନାହିଁ । ଏହା ଫଳରେ ନାନା ରୋଗର ଶିକାର ହେବାକୁ ପଡୁଛି । ଯଦି ମନୁଷ୍ୟ ସଠିକ ଭାବେ ନିଜ ଶରୀର ତଥା ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବ, ତେବେ ସେ ଅତି ଉନ୍ନତ ମାନର ଜୀବନ ଜାପାନ କରିବ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ଗୁଜୁରାତି ଦୁଇଟି ଖାଇ ପାଣି ପିଇଲେ ଶରୀରକୁ ତଥା ଆପଣଙ୍କ ବ୍ୟକ୍ତିଗତ ଜୀବନରେ ତାହାର କି ପ୍ରଭାବ ତଥା ଲାଭ ମିଳିଥାଏ, ସେହି ସମ୍ବନ୍ଧରେ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଯେତେବେଳେ ଆମେ ଅସୁସ୍ଥ ହୋଇଥାଉ ସଙ୍ଗେ ସଙ୍ଗେ ଆମେ ଔଷଧ ବିଷୟରେ ଚିନ୍ତା କରିଥାଉ ଅଥବା ଔଷଧ ସେବନ କରିଥାଉ । ବନ୍ଧୁଗଣ ଔଷଧ ସେବନ ଦ୍ଵାରା ଆମର ବେମାରି ଭଲ ହୋଇଯାଏ, ମାତ୍ର କିଛି ସମୟ ପରେ ତାହା ବଡ ଧରଣର ରୋଗରେ ପରିଣତ ହୋଇ ଆମ ପାଖକୁ ଆସେ । ଉଦାହରଣ ସ୍ଵୋରୂପ – ମୁଣ୍ଡ ବ୍ୟଥା, ମୁଣ୍ଡ ବ୍ୟଥା ହେଲେ ଆମେ ସାଧାରଣତ ପେନ-କିଲର ନେଇଥାଉ, ମାତ୍ର ପରେ ତାହା “ମାଇଗ୍ରେନ” ରେ ପରିଣତ ହୋଇଥାଏ ।

ସେହିପରି ବ୍ଲଡପ୍ରେଶର ହେଲେ ଔଷଧ ସେବନ କରିଥାଉ ମାତ୍ର ଆଗକୁ ଯାଇ ତାହା ବ୍ରେନଷ୍ଟୋକ ତଥା ହାର୍ଟଆଟାକ ର କାରଣ ପାଲଟି ଯାଏ । ଡାଇବେଟିସ ଅର୍ଥାତ ମଧୁମୟ ହେଲେ ଆମେ ଔଷଧ ନେଇଥାଉ, କିନ୍ତୁ ତାହା କିଡନୀ ଏବଂ ଲିଭର ଫେଲର କାରଣ ବନିଥାଏ । ବନ୍ଧୁଗଣ ଏପରି କାହିକି ହୁଏ ? ଆମେ ରୋଗ ରୁ ଭଲ ହେବା ପାଇଁ ଔଷଧ ସେବନ କରିଥାଉ ମାତ୍ର ତାହା ପରେ ଆମର ବଡ ଧରଣର କ୍ଷତି କଣ ପାଇଁ କରିଥାଏ । ବନ୍ଧୁଗଣ ବେମାରିକୁ ମୂଳରୁ ଠିକ କରିବା ହିଁ ବୁଦ୍ଧିମାନ ର ପରିଚୟ ଦେଇଥାଏ ।

ବନ୍ଧୁଗଣ ଆମର ଶରୀର କେବଳ ୩ ଟି ଜିନିଷ ଉପରେ ଆଧାରିତ ତାହା ହେଉଛି – ବାତ, ପିତ, ଏବଂ କଫ । ବନ୍ଧୁଗଣ ଏହି ୩ଟି ଜିନିଷ ଯଦି ଆମ ଶରୀର ରେ ସଠିକ ଭାବେ ସନ୍ତୁଳିତ ହୋଇ ରହିଥାଏ ତେବେ ଆମ ସର୍ବଦା ସୁସ୍ଥ ରହିପାରିବା । ବନ୍ଧୁଗଣ ଗୁଜୁରାତି ର ବହୁତ ମହତ୍ଵ ରହିଛି । ବନ୍ଧୁଗଣ ଯଦି ଆପଣଙ୍କର କିଡ୍ନି ଅଥବା ଷ୍ଟୋନ ର ସମସ୍ଯା ରହିଛି ତେବ ପ୍ରତିଦିନ ରାତିରେ ୧ ଟି ଗୁଜୁରାତି ଚୋବାଇ ଖାଆନ୍ତୁ । ଏହା ବ୍ଯତୀତ ୟୁରିନ ସମ୍ବନ୍ଧିତ ସମସ୍ଯା ରେ ଏହା ବହୁତ ଭଲ କାମ କରିଥାଏ । ବନ୍ଧୁଗଣ ଗୁଜୁରାତି ପାଟିର ଗନ୍ଧ ଦୂର କରିବାରେ ବହୁତ କାମ ଦେଇଥାଏ ।

କିଛି ଲୋକଙ୍କର ପାତିରୁ ଦୁର୍ଗନ୍ଧ ବାହାରି ଥାଏ, ଆପଣ ଗୁଜୁରାତିକୁ ରାତିରେ ଖାଇ ଶୁଅନ୍ତୁ ଦେଖିବେ ତାହା ଆପଣଙ୍କୁ ବହୁତ ଲାଭ ଦାୟକ ସାବ୍ୟସ୍ତ ହେବ । ବନ୍ଧୁଗଣ ଗୁଜୁରାତି ଆମ ଡାଇଜେସନ ପାଇଁ ବହୁତ ଭଲ ଅଟେ । ଯେଉଁ ବ୍ୟକ୍ତି ମାନଙ୍କର ଡାଇଜେସନ ବହୁତ ଭଲ ରହିଥାଏ ତାକୁ କୌଣସି ପ୍ରକାରର ରୋଗ ହୋଇ ନଥାଏ । ବନ୍ଧୁଗଣ ଆମ୍ଭେମାନେ ଯେତେବେଳେ କିଛି ଖାଇଥାଉ ସେହି ଡାଇଜେସନ ସିଷ୍ଟମ ହିଁ ତାହାକୁ ହଜମ କରାଇବାରେ ସହାୟ କରିଥାଏ । ବନ୍ଧୁଗଣ ନିଜର ବ୍ୟସ୍ତତା ଭିତରେ ଆମର ଡାଇଜେସନ ଠିକ ଭାବେ ହେଉଛି କି ନାହିଁ ଆମେ ଧ୍ୟାନ ଦେଇ ପାରି ନଥାଉ ।

ବନ୍ଧୁଗଣ ଗୁଜୁରାତିକୁ ପୂଜା ପାଠ, ପ୍ରସାଦ ଆଦି କ୍ଷେତ୍ରରେ ବହୁତ ମହତ୍ଵ ଦିଆଯାଇଛି । ଏହା ଆମ ଶରୀର ପାଇଁ ବରଦାନ ସଦୃଶ୍ୟ କହିଲେ ଅତ୍ଯୁକ୍ତି ହେବ ନାହିଁ । ଏହା ଆମ ଓଜନକୁ ମଧ୍ୟ କମାଇବାରେ ସାହାଜ୍ଯ କରିଥାଏ । ପ୍ରତିଦିନ ଆପଣ ଗୁଜୁରାତିକୁ  ୧ ରୁ ୨ ଟି ଖାଆନ୍ତୁ ଆପଣ ନିଜେ ଅନୁଭବ କରିବେ ଯେ ଆପଣଙ୍କୁ ବହୁତ ଲାଭ ମିଳୁଛି । ବନ୍ଧୁଗଣ ଯଦି ଆପଣଙ୍କୁ ଗୁଜୁରାତିର ଉପକାରିତା ସମ୍ବନ୍ଧରେ ଜାଣି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *