ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ବଶୀକରଣ ମନ୍ତ୍ର କହିବାକୁ ଯାଉଅଛୁ । ଏହା ଫଳରେ ଆପଣ ଅତି ସହଜରେ ଅନ୍ୟକୁ ନିଜ ଅଧୀନରେ ବଶୀଭୂତ କରିପାରିବେ । ସେ ଝିଅ ହେଉ ଅଥବା ପୁଅ ଏହି ମନ୍ତ୍ରଟି ଜାଣିଲେ ତାଙ୍କୁ ଆପଣ ନିଜ ବଶୀଭୂତ କରିପାରିବେ । କିନ୍ତୁ ମନେ ରଖନ୍ତୁ ଏହି ଉପାୟଟି ଆପଣ ସଠିକ ସ୍ଥାନରେ ପ୍ରୟୋଗ କରିବେ । ଏହାକୁ ଆପଣ ଅନ୍ୟ କୌଣସି ଖରାପ କାର୍ଯ୍ୟ ନିମନ୍ତେ ଉପଯୋଗ କରିବେ ନାହିଁ । ଏହି ଉପାୟଟି କରିବା ଦ୍ଵାରା ଆପଣ ଅତି ସହଜରେ ତାହାର ଫଳ ପାଇ ପାରିବେ ।
ଆଜି ଆମ୍ଭେ ଆପଣ ମାନଙ୍କୁ ଯେଉଁ ମନ୍ତ୍ରଟି ବିଷୟରେ କହିବାକୁ ଯାଉଅଛୁ ଆପଣ ଏହାକୁ କେବଳ ଗୁରୁବାର ଦିନ ହିଁ କରିବା ଆବଶ୍ୟକ । ସର୍ବ ପ୍ରଥମେ ଆପଣ ଏକ ଧଳା କାଗଜ ଆଣନ୍ତୁ । ଏହା ସହିତ ଗୋଟିଏ ନାଲି କଲମ ଆଣନ୍ତୁ । ଏହାପରେ ଆପଣ ଏହି କାଗଜ ଉପରେ ସେହି ୩ ଟି ଶବ୍ଦକୁ ଲେଖି ଦିଅନ୍ତୁ । ଏହି ୩ ଟି ଶବ୍ଦ ହେଉଛି “ବଂଶ ଭବଂ ବଶହ” । ଆପଣ ଏହି ୩ ଟି ଶବ୍ଦ କୁ ବଡ ବଡ କରି ଲେଖିବାକୁ ଚେଷ୍ଟା କରିବେ । ଏହାଫଳରେ ଆପଣ ଏହାକୁ ନିଜେ ଭଲସେ ପଢିପାରିବେ । ଏହାକୁ ସଂପୂର୍ଣ୍ଣ ରୂପେ ଲେଖିସାରିବା ପରେ ଏହି ଶବ୍ଦ ଗୁଡିକୁ ଆପଣ ୩ ଥର କହି ଦିଅନ୍ତୁ ।
ଏହାପରେ ଆପଣ ସେହି ଝିଅ ଅଥବା ସେହି ମନୁଷ୍ୟ ର ନାମ ୫ ଥର କହିଦିଅନ୍ତୁ । ଯାହାକୁ ଆପଣ ନିଜ ଅଧୀନ ଅଥବା ନିଜ ବଶରେ କରିବାକୁ ଚାହୁଁଛନ୍ତି ତାହାର ନାମ ଆପଣ ୫ ଥର ଉଚ୍ଚାରଣ କରି ନିଅନ୍ତୁ । ସେହି ବ୍ୟକ୍ତି ବିଶେଷ ଜଣେ ମହିଳା ଅଥବା ପୁରୁଷ ହୁଅନ୍ତୁ । ଆପଣ ଏହାକୁ ଗୁରୁବାର ଦିନ କରିବା ଦ୍ଵାରା ସେ ନିଶ୍ଚିନ୍ତ ଆପଣଙ୍କ ବଶରେ ହୋଇଯିବ ।
ଏହାପରେ ଆପଣ ନିଜେ ତାହା ପରଦିନ ସକାଳୁ ଏହାର ସଙ୍କେତ ପାଇ ପାରିବେ ।
ମାତ୍ର ବନ୍ଧୁଗଣ ମନେ ରଖନ୍ତୁ ଯେ ଏହା ବେଳେ ବେଳେ କାର୍ଯ୍ୟକାରୀ ହୋଇନଥାଏ ଅଥବା କାମ କରି ନଥାଏ । କାରଣ ୧୦୦ ଲୋକ ମଧ୍ୟରୁ ଅତି କମରେ ୩ ରୁ ୪ ଜଣ ଫେଲ ମାରିଥାନ୍ତି । ଏଣୁ କେବେ ମଧ୍ୟ ଆପଣ ମନକଷ୍ଟ କରିବେ ନାହିଁ ।
ଯଦି ଏହି ଥର ଆପଣଙ୍କ ମନ୍ତ୍ର ସଠିକ ଭାବରେ କାମ କରୁନାହିଁ ଅଥବା କୌଣସି ସଙ୍କେତ ମିଳିପାରିଲା ନାହିଁ, କିମ୍ବା ଏହାକୁ ଆପଣ ସଠିକ ଭାବରେ କରି ପାରିଲେ ନାହିଁ ତେବେ ଆସନ୍ତା ଗୁରୁବାର ଦିନ ଆପଣ ଏହାକୁ ପୁନର୍ବାର ଚେଷ୍ଟା କରନ୍ତୁ । ଦେଖିବେ ଆପଣ ନିଶ୍ଚିତ ଏଥିରେ ସଫଳ ହେବେ ଏହା ସହିତ ଆପଣ ଯାହା ଇଛା କରିବେ ତାହା ମଧ୍ୟ ସମ୍ଭବ ହୋଇପାରିବ ।
ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।