ରାତିରେ କ୍ଷୀର ସହ ମିଶାଇ ଲଗାନ୍ତୁ ଏହି ୨ଟି ଜିନଷ ? ସକାଳ ପର୍ଯ୍ୟନ୍ତ ଚେହେରା ହୋଇଯିବ କ୍ଷୀର ଭଳି ଧଳା !

ଆଜିକା ସମୟରେ କିଏ ବା ଗୋରା ଆଉ ସୁନ୍ଦର ହବାକୁ ଇଛା କରେ ନାହିଁ ଜୀବନରେ ବହୁତ ଏମିତି ସ୍ଥିତି ଆସିଥାଏ ଯେତେବେଳେ ମଣିଷ ନିଜ ଅସୁନ୍ଦର ଚେହେରାକୁ ଦେଖି ମନ ବହୁତ ଦୁଃଖ କରିଥାଏ ଆଉ ଜୀବନରେ ବହୁତ ପ୍ରକାର ଔଷଧ ଆଉ ପାର୍ଲର ଯାଇ ବହୁତ ଟଙ୍କା ଖର୍ଚ୍ଚ କରିଥାଏ କିନ୍ତୁ ତାହା କିଛି ଲାଭ ଦେଇନଥାଏ କିଛି ଦିନ ପରେ ଚେହେରା ଅବସ୍ଥା ଆଉ ଖରାପ ହୋଇଥାଏ ଆଉ ଆପଣ ଆହୁରି ଚିନ୍ତାରେ ରହିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘରୋଇ ଉପଚାର ବିଶୟରେ କହିବାକୁ ଯାଉଛୁ ଯାହା ଆପଣ ମାନେ ବ୍ୟବହାର କଲେ ଆପଣଙ୍କ ଚେହେରା ଚମକି ଉଠିବ ।

ଆପଣ ମାନେ ଜାଣିଥିବେ ଯେ ପୁରାତନ ସମୟରେ ମହାରାଜା ଆଉ ମହାରାଣୀ ମାନେ କଞ୍ଚା କ୍ଷୀରରେ ସ୍ନାନ କରୁଥିଲେ ଏହା ଛଡ଼ା ଗୋଲାପ ଆଉ ବହୁତ ପ୍ରକାର ସୁଗନ୍ଧିତ ଫୁଲର ମଧ୍ୟ ବ୍ୟବହାର କରୁଥିଲେ ଯାହା ଦ୍ଵାରା ତାଙ୍କ ଶରୀର ଆଉ ଚେହେରା ସୁନ୍ଦର ଆଉ ଗୋରା ହେଉଥିଲା । ଆଜି ଆମେ ଆପଣଙ୍କୁ ସେହି ପୁରୁଣା ସଂସ୍କୃତି ଦେର କିଛି ଘରୋଇ ଉପଚାର କହିବାକୁ ଯାଉଛୁ ।

ଆପଣଙ୍କୁ ଗୋଟେ ଗିନାରେ ଚାରି ଚାମଚ କଞ୍ଚା କ୍ଷୀର ନବାକୁ ହବ ଆପଣଙ୍କୁ ଏହି କ୍ଷୀର କଞ୍ଚା ନେଲେ ଭଲ କାମ ଦବ ଫୁଟା ହୋଇଥିବା କ୍ଷୀର ଭଲ କାମ କରିନଥାଏ । ଏହା ପରେ ଆପଣଙ୍କୁ ଗୋଟେ ଚାମଚ ଆଳୋଭେରା ଜେଲ ନବାକୁ ହବ ଆପଣଙ୍କ ଘରେ ଯଦି ଆଲୋଭିଆ ଗଛ ଅଛି ତାହେଲେ ବହୁତ ଭଲ କାହିଁକି ନା ଆପଣ ସେଥିରୁ ଜେଲ ବାହାର କରି ନିଜ ମିଶ୍ରଣରେ ବା କ୍ଷୀରରେ ବ୍ୟବହାର କରି ପାରିବେ ।

ଏହା ପରେ ଆପଣଙ୍କୁ ଗୋଟେ ଚାମଚ ଗୋଲାପ ଜଳ ପକେଇବାକୁ ହବ ଏହା ପରେ ଆପଣ ତାକୁ ଫ୍ରିଜ୍ ରେ ରଖି ହାର୍ଡ କରି ପାରିବେ । ତେବେ ଆପଣ ଚାହିଁଲେ  ନିଜ ହାତରେ ନିଜ ଘରେ ଗୋଲାପ ଜଳ ତିଆରି କରି ପାରିବେ ଆପଣଙ୍କୁ କେବଳ ଗୋଲାପ ନବାକୁ ହବ ତା ପାଖୁଡ଼ା ବାହାର କରି ଆପଣ ଗୋଟେ ଗିନାରେ ପାଣି ନେଇ ସେଥିରେ ଗୋଲାପ ପାଖୁଡ଼ା ପକାଇ ଭଲ ଭାବରେ ଫୁଟାଇ ଦିଅନ୍ତୁ ଏହା ପରେ ଆପଣ ତାକୁ ଗୋଟେ କାଚ ବୋତଲରେ ରଖନ୍ତୁ ଆଉ ତାକୁ ତୁଳା ମାଧ୍ୟମରେ ଲଗାନ୍ତୁ ଆପଣଙ୍କ ଚେହେରା ପାଇଁ ବହୁତ ଲାଭକାରୀ ହୋଇଥାଏ ।

ତେବେ ଯେଉଁ ମିଶ୍ରଣ ଆମେ ଫ୍ରିଜରେ ରଖିଥିଲେ ତାକୁ ବାହାର କରି ନିଅନ୍ତୁ ଆଉ ପାଣି ହବା ଆଗରୁ ଥଣ୍ଡା ଥଣ୍ଡା ତାକୁ ଲଗାନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ଅନୁଭବ ହବ ଏହା ପରେ ୧୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ ତା ପରେ ଥଣ୍ଡା ପାଣିରେ ମୁହିଁ ଧୁଅନ୍ତୁ ଦେଖିବେ ଆପଣଙ୍କୁ ଫରକ ଅନୁଭବ ହବ । ଏହି ଭଳି ଆପଣ ପ୍ରତି ସପ୍ତାହରେ ୩ ଥର କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ଲାଗିବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *