ରାତିରେ ଶୋଉ ନାହାନ୍ତି Shahrukh, Aryan Khan ଙ୍କ ସମର୍ଥନରେ ଏବେ ପୁରା Bollywood, ଟ୍ଵିଟ କରି Shashi Tharoor କହିଲେ କିଛି ଏମିତି…ଦେଖନ୍ତୁ Video

ରାତିରେ ଶୋଉ ନାହାନ୍ତି ଶାହରୁଖ, ତାଙ୍କର ଗୋଟିଏ କୋଟି ତାଙ୍କର ଓକିଲ ସତିଶ ମାନସିନ୍ଧେ ଜେକି ସଞ୍ଜୟ ଦତ, ସଲମାନ ଖାନ, ରାଖୀ ଏବଂ ରେହା ଚକ୍ରବର୍ତୀ ଭଳି ଲୋକଙ୍କୁ ବେଲ ଦେଇଛନ୍ତି ସେ ବେଲରେ ତାଙ୍କ ପୁଅକୁ ମୁକୁଳାଇ ପାରିଲେ ନହିଁ । ମୁମ୍ବାଇର ଏକ୍ସପ୍ଲାନେଟ କୋର୍ଟ ଅର୍ୟନ ଖାନକୁ ସାତ ତାରିଖ ପର୍ଯ୍ୟନ୍ତ ଏନସିବୀ କଷ୍ଟଡିକୁ । ଆଉ ଏହା ପରେ ଅର୍ୟନଙ୍କୁ କେମିତି ପ୍ରଶ୍ନ ପ୍ରଚାର ଜୀବ ଓ ରାତି କେତେଟା ପର୍ଯ୍ୟନ୍ତ ତାଙ୍କୁ ଇଣ୍ଟୋରେଗେଟ କରାଯିବ ତାହା ସାହାରୁଖ ନିଜେ ମଧ୍ୟ ଜାଣି ନାହାନ୍ତି ।


ଅନ୍ୟ ପଟେ ଘନ ଘନ ଫୋନ କରିଚାଲିଛନ୍ତି ନେତା ମନ୍ତ୍ରୀ ଆଉ ବଡ ଅଫିସର ମାନେ । ତାଙ୍କର ସବୁ ଟଙ୍କା ଓ ପ୍ରତିପତି ଥାଇ ମଧ୍ୟ ପୁଅକୁ ବର୍ତମାନ ସେଭ କରି ପାରୁନାହାନ୍ତି । ଅନ୍ୟ ପକ୍ଷରେ ଏନସିବୀର ମୁଖ୍ୟ ସମୀର ମାନଖେଡେ ସେ ନିଜର ସତ ଚେଷ୍ଟା କରୁଛନ୍ତି ପ୍ରମାଣ ଯୋଗାଡ କରୁଛନ୍ତି ଅର୍ୟନଙ୍କ ବିପକ୍ଷରେ । ଅର୍ୟନ, ଅରବାଜ ଓ ମୁନମୁନ ଏହି ତିନିଜଣ ହେଉଛନ୍ତି ମାସ୍ଟର ମାଇଣ୍ଡ । ମୁମ୍ବାଇରୁ ଗୋଆ ଯାଉଥିବା କଡେଲିଆ ସିପରୁ ଯେଉଁ ଭଳି ଭାବରେ ତାଙ୍କ ଠାରୁ ଡ୍ର-ଗ୍ସ, ଚ-ର-ସ, ଓ ବି-ଲ୍ସ ଜ-ବ-ତ ହୋଇଛି ।

ଏହାକୁ ସହଜରେ ଛାଡି ବାକୁ ଚାହୁଁ ନାହାନ୍ତି ସମୀର ମାନଖାଡେ । ଆଉ ଅନ୍ୟ ପଟେ କାନ୍ଦି କାନ୍ଦି ମା ଗୌରି ଖାନଙ୍କ ଅବସ୍ଥା ଏବେ ବେହାଲ ହୋଇସାରିଛି । ତେବେ ଏହି ଦୁଃଖଦ ସମୟରେ ଶାହରୁଖ ଖାନଙ୍କୁ ଷପୋର୍ଟ କରିବା ପାଇଁ ଚାଲି ଆସିଛନ୍ତି ବହୁତ ସାରା ନେତା ମନ୍ତ୍ରୀ । ଆଉ ଶାହରୁଖ ଙ୍କ ପୁରୁଣା ବନ୍ଧୁମାନେ । ସଲମାନ ଖାନ, ସୁନୀଲ ସେଟ୍ଟୀ, ପୂଜା ଭଟ, ସୁଚିତ୍ରା କୃଷ୍ଣ ମୂର୍ତି ମଧ୍ୟ ଟ୍ବିଟ କରି ଶାହରୁଖଙ୍କୁ ସମବେଦନା ଜଣାଇବା ସହିତ ତାଙ୍କ ସହିତ ସେମାନେ ଅଛନ୍ତି ବୋଲି କହିଛନ୍ତି ।

ଏହି ଭଳି ଗୋଟିଏ ପବ୍ଲିକ ଷପୋର୍ଟ ସୃଷ୍ଟି କରିବାକୁ ଚାହୁଁ ଛନ୍ତି । ଏହା ଭିତରେ ଶଶୀ ଥରୁର କଂଗ୍ରେସର ସାଂସଦ ଅଟନ୍ତି ସେ ମଧ୍ୟ ଶାହରୁଖ ଷପୋର୍ଟରେ ଆସିଛନ୍ତି । ସମସ୍ତେ କହିଛନ୍ତି କାହିଁକି ଛୁଆଟିକୁ କିଲିବିଲି କରି ଦେଉଛ । ସମସ୍ତେ କହିଛନ୍ତି ଦେଶରେ କୋଟିକୋଟି ତାଙ୍କର ଡ୍ର-ଗ୍ସ ଚାରିଆଡେ ରହିଛି ତେବେ ଏହି ଛୁଆ ଉପରେ ରାଗ ସୁଝାଇବାର କାରଣ କଣ । ଅର୍ୟନ ବୟସ ମାତ୍ର ୨୩ ବର୍ଷ ।

Leave a Reply

Your email address will not be published. Required fields are marked *