ବଚପନ କା ପ୍ୟାର ଗୀତ ଗାଇ ଫେମସ ହୋଇଥିବା ପିଲାଟି ଭଳି 7ଟି ଲୋକ, ଯିଏ ରାତାରାତି ହୋଇଥିଲେ Famous

ଆଜି କାଲୀ ଦୁନିଆରେ ନିଜର ନାମ କମେଇବା ପାଇଁ କାହାର ସାହାଜ୍ଯ ଖୁବ କମ ଦରକାର ପଡୁଛି କାରଣ ଆଜି କାଲୀ ଇଣ୍ଟର୍ନେଟ ଦୁନିଆରେ ସବୁ କିଛି ଏତେ ଜଲ୍ଦି ସଭିଙ୍କ ପାଖରେ ପହଞ୍ଚି ଯାଉଛି କି ସବୁ ଆଡେ କେବଳ ସେମାନଙ୍କ ଚର୍ଚ୍ଚା ହେଉଛି ଆସନ୍ତୁ ଜଣାଇବା ଏହି ବିଷୟରେ କି କେଉଁ ମ୍ମାନେ ଇଣ୍ଟର୍ନେଟ ଦ୍ଵାରା ନିଜର ଖ୍ଯାତି ପାଇଛନ୍ତି ।

ଆସନ୍ତୁ ଆଗେ ଜଣାଇବା ସହଦେବ ଙ୍କ ବିଷୟରେ । ଏହି ପିଲା ଦ୍ଵାରା ଗାଇଥିବା ଗୀତ ସବୁଙ୍କ ମନକୁ ଛୁଇଁ ଯାଇଛି । ସବୁ ଲୋକ ଏହାକୁ ଶୁଣୁଛନ୍ତି । ଏହି ପିଲା ଟି ଛତିଶଗଡ ର ନକ୍ସଲ ପ୍ରଭାବିତ ଜାଗାରେ ସୁକୁମାର ଜିଲ୍ଲାରେ ଥିବା ସହଦେବ ଙ୍କ ଭାଗ୍ୟ ଏହି ଭଳି ଭାବେ ଖୋଲିଯିବ କେହି ଭାବି ନଥିଲେ । ଏହି ଆବାଜ ର ଅରିଜିନାଲ ଆବାଜ କୁ ଭୁଲିକି ସବୁ ଏହି ଆବାଜ କୁ ଭଲ ପାଇ ବସିଛନ୍ତି ।

ସହ ଦେବଙ୍କ ବାପା ଜଣେ କୃଶକ ଅଟନ୍ତି ତାଙ୍କ ଘରେ ନା ହି ଟିଭି ଅଛି ନା ଅଛି ମୋବାଇଲ । ପିଲାଟି ଅନ୍ୟ ଜଣଙ୍କ ଫୋନ ରୁ ଶୁଣିକି ଏହାକୁ ମନ ରଖିକି ଗାଇଥିଲା । ଅହମଦ ସାହା ତାର ଏକ ଭିଡିଓ ଏତେ ଭାଇରାଲ ହେବାର ଲାଗିଛି କି ଲୋକ ତାକୁ କରିନା ଙ୍କ ପୁଅ ସହ ତୁଳନା ଅକରିବାରେ ଲାଗୀଛନ୍ତି । ଏହି ପିଲା ପାକିସ୍ଥାନ ର ଅଟେ । ନିଜର କ୍ୟୁଟନେସ ପାଇଁ ଏହି ପିଲା କ୍ଷୀର ବିକୁଥିବା କମ୍ପାନୀର ବ୍ରାଣ୍ଡ ଆମ୍ବାସେଡର ହୋଇ ସାରିଲାଣି ।

ଏହି ପିଲା ଅନେକ ସାରା ବିଜ୍ଞାପନ ରେ ମଧ୍ୟ ଅକାମ କରି ସାରିଲାଣି ଏବେ ସେ ଏକ ଷ୍ଟାର ମାନଙ୍କ ଭଳି ବଞ୍ଚୁଛି । ଜୋମାଟୋ ବଏ ଶୋନୁ ସେ ନିଜର ପାର୍ସଲ ଦେବା ଅପାଇନ ଯାଉଥିବା ବେଳେ ଜଣେ ତାଙ୍କୁ ଅଟକାଇ କଥା ହେଉଥିବା ବେଳେ ତାଙ୍କ କଥାର ଭିଡିଓ କରି ନେଇଥିଲା । ତାଙ୍କ ହସ ଏତେ ଅଧିକା ଭଲ ଲାଗିଥିଲା ଲୋକମାନଙ୍କୁ କି ଜୋମାଟୋ ରେ ତାଙ୍କ ହସର ଫଟ ମଧ୍ୟ ଲଗାଇ ଦିଆ ଯାଇଥିଲା ।

କହିବା ପାଇ ଗଲେ ଏକ ହସ ଦ୍ଵାରା ସେ ଖୁବ ଫେମସ ହୋଇଛନ୍ତି । ଆଗରୁ ଖାଇବା ଦେବା ପାଇଁ ଯାଉଥିଲେ ଏବେ ସେ ଏକ ଷ୍ଟାର ମାନାଙ୍କ ଭଳି ବଞ୍ଚୁଛନ୍ତି । ଭିପୀନ ସାହୂ ସେ ନିଜର ପାରା ଗ୍ଲାଇଡିଂ ବେଳେ ତାଙ୍କ ସହ ଥିବା ଲୋକଙ୍କୁ କହିଥିଲେ ଅଧିକା କିଛି ନେଇଯାଅ କିନ୍ତୁ ମତେ ତଳକୁ ଉଲହାଇଡେ । ଏହା ଖୁବ ମାତ୍ରାରେ ଭାଇରାଲ ହୋଇଥିଲା । ସେ ଯେତେ ଡରୁଥିଲେ ସେତେ ଅଧିକା କାମେଡି କରୁଥିଲେ । ତେଣୁ କରି କୁହା ଯାଇଛି କି ତାଙ୍କର ଏହି କାମେଡି ନାତୁରାଳ ଥିଲା ।

ସଞ୍ଜୁ ଶ୍ରୀବାସ୍ତବ ଗୋବିଣ୍ଡା ଙ୍କର ଷ୍ଟାଇଲ କପି କରିବା ସଭିଙ୍କ ଦ୍ଵାରା ହୁଏନି କିନ୍ତୁ ଯେତେବେଳେ ନିଜ ଘରେ ହେଉଥିବା ବିବାହ ରେ ସେ ଠୁମକା ଲଗାଇ ଥିଲେ ସେତେ ବେଳେ ସବୁ ତାଙ୍କୁ ଦେଖିକି ଅଧିକ ପ୍ରଭାବିତ ହୋଇଥିଲେ । ତାଙ୍କୁ ସବୁ ଲୋକମାନେ କେବଳ ପସନ୍ଦ କାଲେ ତାହା ନୁହେଁ ତାଙ୍କୁ ଗୋବିନ୍ଦାଙ୍କ ସହ ଦେଖା କରିବାର ମଉକା ମଧ୍ୟ ମିଳିଲା । ନେପାଳର ପାରିବା ବିକୁ ଥିବା ଏକ ଝିଅକୁ ଦେଖିକି ସାରା ଭାରତ କଣ ସାରା ଦେଶର ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଗଲା ଏକଇ ଜଣେ ପାରିବା ବିକୁଥିବା ଝିଅ ଏତେ ସୁନ୍ଦର କିଭଳି ହୋଇ ପାରିବ ।

Leave a Reply

Your email address will not be published. Required fields are marked *