ଜନ ଆବ୍ରାହମଙ୍କ ସ୍ତ୍ରୀ ଦେଖିବାକୁ ଏତେ ସୁନ୍ଦର କି ବଲୀଉଡର ହେରୋଇନ ମାନେ ବି ତାଙ୍କ ଆଗରେ ଫିକା

ବଲୀଉଡ ଏମିତି ଗୋଟେ ଦୁନିଆ ଯାହା ବାହାରୁ ଯେତେ ସୁନ୍ଦର ଦେଖା ଯାଇଥାଏ ତା ଭିତରେ ସେତିକି ସମସ୍ଯାପୂର୍ଣ ହୋଇଥାଏ, ଏଠାରେ ଉଠିବା ପାଇଁ ଆପଣଙ୍କ ପାଖରେ ଟଙ୍କା ଓ ନା ଦୁଇଟି ଜିନିଷ ହବା ବହୁତ ଆବଶ୍ୟକ ପ୍ରାୟତଃ ଟଙ୍କା । ତେବେ ଏଠି ବାହା ହବା ପାଇଁ କୌଣସି ବୟସ ନଥାଏ କେହି କେତେ ବର୍ଷ ବୁଢା ବା ଝିଅକୁ ବିବାହ କରିଥାନ୍ତି କିନ୍ତୁ କିଛି ଯୋଡି ଏମିତି ଅଛି ଯାହା ଲୋକଙ୍କୁ ବହୁତ ପସନ୍ଦ ଅଟେ ।

ତେବେ ଆସନ୍ତୁ ଜାଣିବା ଅଭିନେତା ମାନଙ୍କ ରିଅଲ ଲାଇଫ ସ୍ତ୍ରୀ ବିଷୟରେ ଯାହାକୁ ସେ ବିବାହ କରିଛନ୍ତି ।

Image Courtesy: Google

୧. ଶାହିଦ କପୁର ଓ ମୀରା ରାଜପୁତ :

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଶାହିଦ କପୁର ବହୁତ ଭଲ ଓ ବହୁତ ହ୍ୟାଣ୍ଡସମ ହିରୋ ଅଟନ୍ତି, ଝିଅ ମାନେ ଆଜୀବି ସାହିଦକୁ ଦେଖିବା ପସନ୍ଦ କରନ୍ତି, ତେବେ କଣ ଆପଣ ଏହି କଥା ଜାଣିଛନ୍ତି ଯେ ସାହିଦ କପୁରଙ୍କ ସ୍ତ୍ରୀ କିଏ ତାଙ୍କ ନାମ ମୀରା ରାଜପୁତ ଅଟେ ଓ ସେ ଦିଲ୍ଲୀରେ ନିଜ ପରିବାର ସହ ରହୁଥିଲେ । ବର୍ତମାନ ସମୟରେ ସାହିଦ ଓ ମିରାଙ୍କ ବୈବାହିକ ଜୀବନ ବହୁତ ଭଲ ଚାଲିଛି ।

Image Courtesy: Google

୨. ଜନ ଆବ୍ରାହମ ଓ ପ୍ରିୟା ରଞ୍ଚଲ :

ଜନ ଆବ୍ରାହମ ନିଜ ବଡି ପାଇଁ ବଲୀଉଡରେ ବହୁତ ପ୍ରସିଦ୍ଧ ହୋଇଛନ୍ତି, ସେ ବହୁତ ଆଗରୁ ନିଜ ୬ପ୍ୟାକ ପାଇଁ ପ୍ରସିଦ୍ଧ ହୋଇଥିଲେ । ତେବେ ଜନ ବଲୀଉଡରେ ବହୁତ ପ୍ରସିଦ୍ଧ ଚଳଚିତ୍ରରେ ମୁଖ୍ୟ ଅଭିନେତା ଭଳି କାମ କରିଛନ୍ତି, ତେବେ ଜନ ଆବ୍ରାହମ ବାପା ମଧ୍ୟ ବଲୀଉଡରେ କାମ କରୁଥିଲେ କିନ୍ତୁ ସେ ଭିଲନ ନହେଲେ ସାଇଡ ରୋଲ ଅଧିକ କରୁଥିଲେ । ତେବେ ଜନଙ୍କ ସ୍ତ୍ରୀ ନାମ ପ୍ରିୟା ରଞ୍ଚଲ ଅଟେ ଓ ଦୁହିଙ୍କ ଜୀବନ ବହୁତ ଭଲ ଚାଲିଛି ।

Image Courtesy: Google

୩. ବୋବୀ ଦେଓଲ ଓ ତାନ୍ୟା ଦେଓଲ :

ବଲୀଉଡ ଦୁନିଆ ହେଉ ବା ପୁରା ଭାରତ ଦେଓଲ ପରିବାରକୁ କିଏ ଅବା ଜାଣି ନାହିଁ ତେବେ ବୋବୀ ଦେଓଲ ନିଜ ଅଭିନୟ ସହ କମେଡି କରିବା ପାଇଁ ମଧ୍ୟ ପ୍ରସିଦ୍ଧ ଅଛନ୍ତି, କିଛି ବର୍ଷ ପର୍ଯ୍ୟନ୍ତ ବୋବୀ ଦେଓଲ ବଲୀଉଡରୁ ଦୂରେଇ ଯାଇଥିଲେ କିନ୍ତୁ ଏହା ପ୍ପାରେ ସେ ଫେରିଲେ ଓ ନୂଆ ଜୋସ ସହ କାମ କରୁଛନ୍ତି ବର୍ତମାନ ତାଙ୍କର ଗୋଟେ ୱେବ ସିରିଜ ଆସିଛି ଯାହା ନାମ ଆଶ୍ରମ ଅଟେ ତେବେ ଲୋକ ମାନେ ଏହି ୱେବ ସିରିଜ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ବୋବୀ ଦେଓଲ ସ୍ତ୍ରୀଙ୍କ ନାମ ତାନ୍ୟା ଦେଓଲ ଅଟେ ସେ ଦେଖିବା ପାଇଁ କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି ।

Leave a Reply

Your email address will not be published. Required fields are marked *