ଦିବ୍ୟଦ୍ରୁଷ୍ଟି Serialର ଅଭିନେତାଙ୍କ ରିୟଲ ଲାଇଫ ମା’- Ollywood News

କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ଫିଲ୍ମ ଜଗତରେ ଅଭିନୟ କରୁଥିବା କଳାକାରମାନଙ୍କ ଘର ପରିବାର, ସ୍ତ୍ରୀ ଇତ୍ୟାଦି ସବୁ ବିଷୟରେ ଦର୍ଶକମାନେ ଜାଣି ପାରୁଛନ୍ତି । ସେହିଭଳି ବର୍ତ୍ତମାନ ଦର୍ଶକମାନେ ଓଡିଆ ସିରିଏଲରେ ଅଭିନୀତ କଳାକାରମାନଙ୍କ ବିଷୟରେ ବି ଜାଣିବାକୁ ଚେଷ୍ଟା କରିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଜୀ ସାର୍ଥକ ଚ୍ୟାନେଲରେ

ପ୍ରସାରିତ ହେଉଥିବା ଦିବ୍ୟଦ୍ରୁଷ୍ଟି ସିରିଏଲ ବିଷୟରେ ଓ ସେଥିରେ ଅଭିନୟ କରୁଥିବା କଳାକାରମାନଙ୍କର ମାଙ୍କ ବିଷୟରେ କହିବୁ । କହିବାକୁ ଗଲେ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ସିରିଏଲ ଦିବ୍ୟଦ୍ରୁଷ୍ଟି ପାପୁଳାର ସିରିଏଲ ମଧ୍ୟରୁ ଗୋଟିଏ ଅଟେ । ଯାହାକୁ ପ୍ରତ୍ୟକ ଓଡିଆ ବାସି ବର୍ତ୍ତମାନ ସମୟରେ ପସନ୍ଦ କରୁଛନ୍ତି । ଏଥିରେ ଅଭିନୟ କରୁଥିବା ଅଭିନେତାମାନେ ନିଜର ଅଭିନୟ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକମାନଙ୍କୁ ଏହି ସିରିଏଲ ମାଧ୍ୟମରେ ବାନ୍ଧି ରଖିଛନ୍ତି ।

ଏମିତିରେ ଦର୍ଶକମାନେ ସିରିଏଲରେ ନଜର ଆସୁଥିବା ନିଜର ପ୍ରିୟ କଳାକାରମାନଙ୍କ ବିଷୟରେ ବି ଜାଣିବା ପାଇଁ ଇଚ୍ଛୁକ ଥାନ୍ତି । କହିବାକୁ ଗଲେ ଆପଣ ସମସ୍ତେ ହିଁ କଳାକାରମାନଙ୍କର ପରିବାର, ସ୍ତ୍ରୀ ଓ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣି ଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ସିରିଏଲରେ ଅଭିନୟ କରୁଥିବା କିଛି କଳାକାରମାନଙ୍କର ମାଙ୍କ ବିଷୟରେ କହିବୁ । ଯେଉଁମାନଙ୍କ ମଧ୍ୟରୁ ପ୍ରାୟତଃ ହାଉସ ୱାଇଫ ଅଟନ୍ତି । ତେବେ ଚାଳନ୍ତୁ ଜାଣିବା ଆପଣଙ୍କ ପ୍ରିୟ କଳାକାରମାନଙ୍କ ମାଙ୍କ ବିଷୟରେ ।

ରୋଶନ ରାଉତ (ପିକୁ)

ରୋଶନ ରାଉତ ଉର୍ଫ ପିକୁଙ୍କୁ ଆପଣ ଦିବ୍ୟଦ୍ରୁଷ୍ଟି ସିରିଏଲରେ ଏକ ମୁଖ୍ୟ ଭୂମିକାରେ ଦେଖିଥିବେ । ରୋଶନ ରାଉତ ଲୋକମାନେ ଏହି ସିରିଏଲ ମାଧ୍ୟମରେ ଦର୍ଶକମାନଙ୍କ ଭଲ ପାଇବା ମଧ୍ୟ ପାଇଛନ୍ତି । ଯଦି ରୋଶନ ରାଉତଙ୍କ ମାଙ୍କ ବିଷୟରେ କହିବା ତେବେ ଫଟୋରେ ଆପଣ ତାଙ୍କର ମାଙ୍କୁ ଦକ୍ଷ ପାରିବେ ।

ଅନନ୍ତ ନ ରଥ (ଦିପୁ)

ଅନନ୍ତ ନ ରଥ ବି ଦିବ୍ୟଦ୍ରୁଷ୍ଟି ସିରିଏଲରେ ବି ଏକ ମୁଖ୍ୟ କିରଦାରରେ ନଜର ଆସନ୍ତି । ଫଟୋରେ ଆପଣ ତାଙ୍କର ମାଙ୍କୁ ଦେଖି ପାରିବେ । କହିଦେଉଛୁ କି ଅନନ୍ତ ନ ରଥ ନିଜ ମାଙ୍କୁ ବହୁତ ଭଲ ପାଆନ୍ତି ।

ଅନନ୍ୟା ଦାସ (ଦ୍ରୁଷ୍ଟି)

ଅନନ୍ୟା ଦାସ ଉର୍ଫ ଦ୍ରୁଷ୍ଟି ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ ଅଟନ୍ତି । ଯିଏକି ଏହି ସିରିଏଲରେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକମାନଙ୍କର ହୃଦୟ ଜିତିଛନ୍ତି । ଯଦି ଅନନ୍ୟା ଦାସଙ୍କ ମାଙ୍କ ବିଷୟରେ କହିବା ତେବେ ତାଙ୍କ ମାଙ୍କ ନାଁ ରଶ୍ମିରେଖା ମିଶ୍ର ଅଟେ । ଫଟୋରେ ଆପଣ ମା ଝିଅଙ୍କ ଭଲ ପାଇବାକୁ ଦେଖି ପାରୁଥିବେ ।

ରିଶି ମିଶ୍ର (ଦିବ୍ୟ)

ରିଶି ମିଶ୍ର ଏହି ସିରିଏଲର ମୁଖ୍ୟ ଅଭିନେତା ଅଟନ୍ତି । ଯଦି ତାଙ୍କ ମାଙ୍କ ବିଷୟରେ କହିବା ତେବେ ସେ ନିଜ ମାଙ୍କୁ ସବୁଠୁ ଅଧିକ ଭଲ ପାଆନ୍ତି । ଆପଣ ଫଟୋରେ ତାଙ୍କ ମାଙ୍କୁ ଦେଖି ପାରୁଥିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *