ରେଳ ଷ୍ଟେସନରେ Trainକୁ ଅପେକ୍ଷା କରିଥିବା ସମୟରେ ସ୍ତ୍ରୀ ନିଜ ଦିବ୍ୟାଙ୍ଗ ସ୍ଵାମୀଙ୍କୁ ଖୁଆଇଥିବାର ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଏମିତି କିଛି ଲୋକ ମାନେ ଅଛନ୍ତି ଯେଉଁ ମାନଙ୍କର ଆଖି, କାନ ଓ ପାଟି ଭଲ ଭାବେ କାମ କରେ ନାହି । କେହି ଅ-ନ୍ଧ ହୋଇଥାନ୍ତି ତ ଆଉ କେହି ମୁ-କ ହୋଇଥାନ୍ତି । ଏଭଳି ଦୃଶ୍ୟ ଆମ ଦେଶରେ ଅନେକ ଥର ଦେଖିବାକୁ ମିଳିଛି । ଆଜିର ଆମର ଏହି ଲେଖା ରେ ଏମିତି କିଛି ଘଟଣା ରହିଛି ଯେଉଁ ଠାରେ ଜଣେ ସ୍ତ୍ରୀ ନିଜ ଦିବ୍ୟାଙ୍ଗ ସ୍ଵାମୀ କୁ କିପରି ଭାବେ ନିଜ ହାତରେ ଖୁଆଇ ଦେଉଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଏହି ଭି-ଡି-ଓ ରେ ରେଳ ଷ୍ଟେସନ ରେ ଜଣେ ମହିଳା ନିଜ ନିଜ ଦିବ୍ୟାଙ୍ଗ ସ୍ଵାମୀ ଙ୍କ ସହ ନଜର ଆସୁଛନ୍ତି । ମହିଳା ଙ୍କ ସ୍ଵାମୀ ଠିକ ଭାବେ ଚାଲି ପାରୁ ନାହାନ୍ତି କି ଠିକ ଭାବେ ଠିଆ ହୋଇପାରୁ ନାହାନ୍ତି । ଏମିତି କି ସେହି ବ୍ୟକ୍ତି ଙ୍କ ହାତ ମଧ୍ୟ ଠିକ ଭାବେ କାମ କରୁ ନାହି ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି । ତେବେ ପୁରା ଘଟଣା ଟି ହେଉଛି ମହିଳା ଜଣକ ରେଳ ଷ୍ଟେସନ ରେ ଟ୍ରେନ ଅପେକ୍ଷାରେ ଥିବା ବେଳେ ତାଙ୍କ ସ୍ଵାମୀ ଙ୍କୁ ବହୁତ ଜୋର ରେ ଭୋକ ଲାଗିଛି । ସେମାନେ ଦୁହେଁ ପ୍ଲାଟଫର୍ମ ରେ ବସି ଥିବାର ନଜର ଆସୁଛନ୍ତି ।

ଏହି ସମୟରେ ସ୍ତ୍ରୀ ଜଣକ ନିଜ ହାତରେ ନିଜ ଦିବ୍ୟାଙ୍ଗ ସ୍ଵାମୀ ଙ୍କୁ ଖାଦ୍ୟ ଖୁଆଇ ଦେଉଥିବାର ଦୃଶ୍ୟ ଏହି ଭି-ଡି-ଓ ରେ ନଜର ଆସୁଛି । ଏହି ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଘଟଣା ବାବଦରେ ଏତିକି କୁହା ଯାଇପାରେ ଯେ ମହିଳା ଜଣକ ନିଜ ପତ୍ନୀ ଧର୍ମ ବେଶ ଭଲ ଭାବେ ନିଭାଇଛନ୍ତି ।

ଯାହା ପ୍ରତେକ ନାରୀ ନିଜ ସ୍ଵାମୀ ପାଇଁ କରିଥାନ୍ତି । କିନ୍ତୁ ଦୁଖର ବିଷୟ ହେଉଛି ଯେ ମହିଳା ଙ୍କ ଦିବ୍ୟାଙ୍ଗ ସ୍ଵାମୀ ଙ୍କୁ ଦେଖିଲେ ଲାଗୁଛି ସେ ତାଙ୍କ ଜୀବନରେ ଅନେକ ଦୁଖ କ-ଷ୍ଟ-ର ସାମ୍ନା କରିଛନ୍ତି । ସେହି ମହିଳା ଙ୍କୁ ଧନ୍ୟବାଦ ଦେବା ଉଚିତ ଯେ ସେ ତାଙ୍କ ସ୍ଵାମୀ ଙ୍କର ଏ ଭଳି ଖରାପ ସମୟରେ ସାଥ ନ ଛାଡି ତାଙ୍କର ସୁଖ ଦୁଖରେ ସାଥ ଦେଇଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *