ମାର୍କ ବଢାନ୍ତୁ ନହେଲେ ଏହି ସ୍କୁଲ ସାମ୍ନାରେ ଆତ୍ମହୁତି ଦେବି, ଦେଖନ୍ତୁ Result ବାହାରିବା ପରେ ଝିଅଟି କାନ୍ଦି କାନ୍ଦି କଣ କହୁଛି…. ଦେଖନ୍ତୁ Video

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଦୁଇ ଦିନ ତଳେ ହିଁ ଓଡିଶାର ମେଟ୍ରିକ ଛାତ୍ର ଛାତ୍ରୀମାନଙ୍କ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ଓ ଏହି ବର୍ଷ ଭିନ୍ନ ପ୍ରକାରରେ ଛାତ୍ର ଛାତ୍ରୀମାନଙ୍କର ମୂଲ୍ୟାଙ୍କନ କରାଯାଇଛି । ବର୍ତ୍ତମାନ ଏହି ମୂଲ୍ୟାୟନକୁ ନେଇ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଛି ।

କେବଳ ଗୋଟିଏ ସ୍ଥାନରେ ନୁହେଁ ରାଜ୍ୟର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ନିଜର ଏହି ମୂଲ୍ୟାୟନ ପ୍ରତି ନିଜର ବିରୋଧ ଭାବ ପ୍ରକାଶ କରିଛନ୍ତି । ଗୋଟିଏ ସ୍କୁଲର ଛାତ୍ରୀର କହିବା ଅନୁସାରେ ବୋର୍ଡ ତାକୁ ୪୫୮ ମାର୍କ ଦେଇଛି । ଯାହାକି ୭୬ % ହେଉଛି । କିନ୍ତୁ ଯେତେବେଳେ ମୁଁ ଦେଖିଲେ ତେବେ ମୋର ମୋଟ ମାର୍କ ୫୨୩ ହେଉଛି ଓ ୮୭.୧୭ % ହେଉଛି ।

ଏମିତିରେ ମୋର ଅସୁବିଧା ହେଉଛି କି ବୋର୍ଡ ଯେଉଁ ମୋତେ ମାର୍କ ଦେଇଛି ସେଥିରେ ମୁଁ କୌଣସି ବି କଲେଜରେ ବିଜ୍ଞାନରେ ଆଡ୍ମିସନ ନେଇ ପାରିବି ନାହିଁ । ଯେତେବେଳେ ମୁଁ ସ୍କୁଲ କର୍ତ୍ତୁପକ୍ଷଙ୍କୁ ଏହି ବିଷୟରେ କହିଲି ତ ସେମାନେ କେବଳ କଥାବାର୍ତ୍ତା ହେଉଛନ୍ତି ବୋଲି କହୁଛନ୍ତି । କିନ୍ତୁ ଆମକୁ କୌଣସି ବି ପ୍ରକାରର ରେଜଲ୍ଟ ଦେଉ ନାହାନ୍ତି । ଏତିକି ନୁହେଁ ଅନ୍ୟ କିଛି ସ୍କୁଲର ଛାତ୍ରୀ ବି ନିଜର ମାର୍କକୁ ନେଇ ବହୁତ ଅସନ୍ତୋଷ ଜାହିର କରିଛନ୍ତି ।

ସେହି ଛାତ୍ରୀଙ୍କ ଅନୁସାରେ ସେ A2 ଗ୍ରେଡର ଛାତ୍ରୀ ଅଟନ୍ତି । କିନ୍ତୁ ତାଙ୍କୁ D ଗ୍ରେଡର ମାର୍କ ଦିଆଯାଇଛି । ଏମିତିରେ ଆମେ କାହାର ଦୋଷ ଦେବୁ । ସ୍କୁଲ ଆମକୁ ଭଲ ମାର୍କ ଦେଉଛି ଯେତେବେଳେ କି ବୋର୍ଡ ଆମକୁ ଖରାପ ମାର୍କ ଦେଉଛି ।

ଏହା ପରେ ଛାତ୍ରୀ ଜଣକ ଆଗକୁ କହିଲେ କି ସରକାରୀ ସ୍କୁଲର ଛାତ୍ରୀଛାତ୍ରୀମାନେ ପାଇଛନ୍ତି ୩୦୦ ରୁ ଉର୍ଦ୍ଧ ନମ୍ବର କିନ୍ତୁ ଆମେ ସରସ୍ଵତୀ ସ୍କୁଲରେ ପଢି ମାତ୍ର ୨୯୩ ନମ୍ବର ପାଇଛୁ । ଏହା ପରେ ସେ କହିଲେ କି ମୋର ମାର୍କ ବଢା ଯାଉ ନଚେତ ମୁଁ ଏହି ସ୍କୁଲ ସାମ୍ନାରେ ଆ-ତ୍ମ-ହ-ତ୍ୟା କରିବି ।

ଅନ୍ୟ ଛାତ୍ରୀଙ୍କ କହିବା ଅନୁଯାୟୀ ମୋତେ ବୋର୍ଡ ତରଫରୁ ୩୧୮ ମାର୍କ ଦିଆଯାଇଛି । କିନ୍ତୁ ସ୍କୁଲ ଆମକୁ ଯେଉଁ ଫର୍ମୁଲା ଦେଇଛି ସେହି ଅନୁସାରେ ହିସାବ କରିଲେ ମୋର ୪୪୭ ହେଉଛି । ମୋତେ ୫୩ % ମିଳିଛି କିନ୍ତୁ ମୋର ୭୫ % ହେଉଛି । ଯେତେବେଳେ ଆମେ ଶିକ୍ଷକମାନଙ୍କୁ ଏହା ବିଷୟରେ କହିଲୁ ତେବେ ସେମାନେ ଆଉ ଥରେ ପରୀକ୍ଷା ଦେବା ପାଇଁ କହୁଛନ୍ତି । ଯାହାକି ସମ୍ଭବ ନୁହେଁ ଯଦି ଆମେ ପୁଣି ଥରେ ପରୀକ୍ଷା ଦେବୁ ତେବେ ଆମେ ଦଶମରେ ବସି ରହିଥିବୁ ।

ଏମିତିରେ ଆମେ କଲେଜରେ ଆଡ୍ମିସନ ନେଇ ପାରିବୁ ନାହିଁ । ଏତିକି ନୁହେଁ କେତେକ ଅଭିଭାବକମାନେ ବି ନିଜର ପିଲାମାନଙ୍କର ମେଟ୍ରିକ ମାର୍କକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଅଭିଭାକମାନଙ୍କ ଅନୁସାରେ ସେମାନଙ୍କର ପିଲାମାନଙ୍କର ମାର୍କ ବହୁତ କମିଛି ଓ ଗୁରୁଜୀ ଓ ଗୁରୁମାମାନେ ବହୁତ କମ ମାର୍କ ଦେଇଛନ୍ତି ତାଙ୍କର ପିଲାମାନଙ୍କୁ । ଏମିତିରେ ମୁଁ ଚାହୁଁଛି ସମସ୍ତ ପିଲାମାନଙ୍କର ମାର୍କରେ ସଂଶୋଧନ କରାଯାଉ । ବର୍ତ୍ତମାନ ଦେଖିବାର ଅଛି କି ବୋର୍ଡ ଏହି ସମସ୍ୟାର କେଉଁ ସବୁ ସମଧାନ ବାହାର କରୁଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *