ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । କିଛି କଳାକାର ମାନେ ନିଜର ଲୂକ, ଅନ୍ଦାଜ ଓ ଷ୍ଟାଇଆଲ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଓଡିଆ ଜଗତର କଳାକାର ମାନଙ୍କ ମଧ୍ୟରେ ଅନେକ ସମୟରେ ହସ ଖୁଶିର ଦୃଶ୍ୟ ସାମନାକୁ ଆସିଥାଏ । କିନ୍ତୁ କିଛି ସମୟରେ କଳାକାର ମାନଙ୍କ ମଧ୍ୟରେ କୌଣସି କାରଣରୁ ବି-ବା-ଦ ସୃଷ୍ଟି ହେବାର ମଧ୍ୟ ଦେଖା ଯାଇଥାଏ । ଆଜିର ଆମର ବିଷୟ ବସ୍ତୁ ରହିଛି ଅଭିନେତା ରାଜେଶ ଓ ଅଭିନେତ୍ରୀ ରିୟାଙ୍କ ମଧ୍ୟ ଜୋରସୋରରେ ଫା-ଇ-ଟ ହୋଇଛି ।
ଆପଣ ମାନେ ଓଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ଓଡିଆ ଫିଲମରେ ଜବରଦସ୍ତ ଅଭିନୟ କରି ଚର୍ଚ୍ଚା ରେ ରହିଛନ୍ତି । ତାଙ୍କର ଅଭିନୟ କୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ଠିକ ସେହିପରି ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତା ରାଜେଶ ନିଜର ଅଭିନୟ ଯାଦୁରେ ବେଶ ଚର୍ଚ୍ଚା ରେ ରହିଛନ୍ତି ।
ସେ ଅନେକ ସାରା ସିରିଏଲ ଗୁଡିକରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ତେବେ ଏହି ଭି-ଡି-ଓ ରେ ଅଭିନେତା ରାଜେଶ ଓ ଅଭିନେତ୍ରୀ ରିୟା କୌଣସି କାରଣ ପାଇଁ ପରସ୍ପର ମଧ୍ୟରେ ଝଗଡା କରିବାର ନଜର ଆସୁଛନ୍ତି । ଏମିତି କି ଦୁହିଙ୍କ ମଧ୍ୟରେ ଫା-ଇ-ଟ ମଧ୍ୟ ଆରମ୍ଭ ହୋଇ ଯାଇଛି । ଏହି ସମୟରେ କିଛି ଲୋକ ମାନେ ଆସି ସେଠାରେ ଦୁହିଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି ।
ତେବେ କେଉଁ କାରଣ ପାଇଁ ଦୁହିଙ୍କ ମଧ୍ୟ ରେ ଫା-ଇ-ଟ ହେଉଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ତେବେ ଦୁହେଁ ରାଗି ଯାଇ ପରସ୍ପରକୁ ବାଡେଇବାରେ ମଧ୍ୟ ଲାଗିଛନ୍ତି । ଦୁହେଁ ରାସ୍ତା ମାଝିରେ ଗାଡି ରଖି ଫା-ଇ-ଟ କରିବାରେ ଲାଗିଛନ୍ତି । ଦୁହିଙ୍କୁ ଅଟକାଇବା ପାଇଁ କିଛି ଲୋକ ମାନେ ପ୍ରୟାସ ମଧ୍ୟ କରୁଛନ୍ତି ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି ।
ତେବେ ରାଜେଶ ଓ ରିୟାଙ୍କ ମଧ୍ୟରେ ଚାଲିଥିବା ଏହି କଳହ ଦେଖିବାକୁ ବହୁତ ମଜାଦାର ଲାଗୁଛି । ଶେଷରେ ଦୁହେଁ ଝଗଡା କରିବା ପରେ ନିଜ ଗାଡିରେ ବସି ସେଠାରୁ ଚାଲି ଯାଉଛନ୍ତି ଯାହାର ଦୃଶ୍ୟ ଏହି ଭି-ଡି-ଓ ରେ ହେଉଛି । ଅଭିନେତା ରାଜେଶ ଓ ଅଭିନେତ୍ରୀ ରିୟା ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ସାନଦାର ପର୍ଫୋମାଂସ ଯୋଗୁ ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ରାଜେଶ ଓ ଅଭିନେତ୍ରୀ ରିୟାଙ୍କ ମଧ୍ୟରେ ଚାଲିଥିବା ଏହି ବି-ବା-ଦକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।