ଆସିଲା ଖୁସି ଖବର, ବିବାହ କରିବେ Radhika ଓ Satwik

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଧାରାବାହୀକ ମାନ ରହିଅଛି । ସେଥି ମଧ୍ୟରୁ ଅନେକ କଳାକାର ମାନଙ୍କର ଯୋଡି ଆମ୍ଭ ମାନଙ୍କ ମନକୁ ବହୁତ ପସନ୍ଦ ଆସିଥାଏ । ଆମ୍ଭେମାନେ ବାରମ୍ବାର ତାଙ୍କୁ ଟିଭି ପରଦା ରେ ଦେଖିବାକୁ ଭଲ ପାଇଥାଉ ।

ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଓଡିଆ ଧାରାବାହିକ ର ନାୟିକା ରାଧିକା ଏବଂ ନାୟକ ସାତ୍ଵିକ ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ବନ୍ଧୁଗଣ ତରଂଗ ଟିଭିର ନୂଆବୋହୂ ଧାରାବାହିକ ଘରେ ଘରେ ବେସ ଭଲ ଭାବରେ ପରିଚିତ । ବନ୍ଧୁଗଣ ଏହି ଧାରାବାହିକ ର ଅଭିନେତା ସାତ୍ଵିକ ଏବଂ ଅଭିନେତ୍ରୀ ରାଧିକା ଆଜି ବହୁତ ଦର୍ଶକ ଙ୍କ ଫେବ୍ରେଟ ଯୋଡି ଅଟନ୍ତି । ବନ୍ଧୁଗଣ ଉଭୟଙ୍କ ଫ୍ୟାନ୍ସ ଚାହାନ୍ତି ଯେ, ରାଧିକା ସାତ୍ଵିକ କୁ ବିବାହ କରନ୍ତୁ । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ ରେ ଏକ ପେଜରେ ଲା-ଇ-ଭ ଥିଲେ ରାଧିକା ।

ତାଙ୍କୁ ତାଙ୍କର ଜଣେ ଫ୍ୟାନ୍ସ ପଚାରିଥିଲେ ଯେ, ସାତ୍ଵିକ କୁ ରିୟଲ ଲାଇଫ ରେ କେବେ ବିବାହ କରୁଛନ୍ତି । ବନ୍ଧୁଗଣ ରାଧିକା ଙ୍କର ରିୟଲ ନାମ ହେଉଛି “ମିତାଲି ସର୍ଘରିୟା” । ମିତାଳି ଙ୍କ ଫ୍ୟାନ୍ସ ଏହି ପ୍ରଶ୍ନ ପଚାରିବା ମାତ୍ର ମିତାଲି (ରାଧିକା) କେବଳ ଗୋଟିଏ ସ୍ମାଇଲ ଦେଇଥିଲେ । ବନ୍ଧୁଗଣ ମିତାଲି କହିଥିଲେ ମୋର ଇଣ୍ଡଷ୍ଟ୍ରି କୁ ଆସିବା ଖୁବ ଅଳ୍ପ ସମୟ ମଧ୍ୟରେ ହୋଇଅଛି । ହଟାତ ମୋ ପାଖକୁ ଫୋନ ଆସିଲା ଯେ ମୁଁ ସିଲେକ୍ଟ ହୋଇଅଛି ଓଡିଆ ଧାରାବାହିକ ପାଇଁ ।

ତାର ପର ଦିନ ମୁଁ ଆସି ସିରିୟଲ ରେ ଅଭିନୟ କରିଲି । ବନ୍ଧୁଗଣ ରାଧିକା ଏବଂ ସାତ୍ଵିକ ବହୁତ ଭଲ ଅଭିନୟ ଦ୍ଵାରା ଆଜି ଲକ୍ଷାଧିକ ଦର୍ଶକଙ୍କ ହୃଦୟରେ ଘର କରି ରହିଛନ୍ତି । ତାଙ୍କ ଅଭିନୟ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଥିଲା ବେଳେ ତାଙ୍କୁ ଆଗକୁ ଦର୍ଶକେ ଏକାଠି ଦେଖିବାକୁ ପସନ୍ଦ କରୁଛନ୍ତି । ମାତ୍ର ବର୍ତ୍ତମାନ କୋରୋନା ମହାମାରୀ ତୁମୁଳ ତାଣ୍ଡବ ରଚାଇଥିଲା ବେଳେ ସମସ୍ତ ଧାରାବାହିକ ର ସୁ-ଟି-ଙ୍ଗ ବର୍ତ୍ତମାନ ବନ୍ଧ ରହିଅଛି ।

ବନ୍ଧୁଗଣ ରାଜ୍ୟ ସରକାର ଲକଡାଉନ ତଥା ସଟ ଡାଉନ ର ନିୟମ ଲଗାଇବା ସହିତ ସମସ୍ତ କାର୍ଯ୍ୟ ଅନୁଷ୍ଠାନ, ଦେବାଳୟ ସମେତ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ସ୍ଥଗିତ କରିଛନ୍ତି । ଗତବର୍ଷ ଏହି ମାହାମାରୀ ର ପ୍ରଥମ ଲହରୀ ଠାରୁ ଚଳିତବର୍ଷ ଏହା ଭୟାନକ ରୂପ ନେଇଥିବାରୁ ଏହା ବର୍ତ୍ତମାନ ଚିନ୍ତା ର ବିଷୟ ପାଲଟି ଯାଇଛି । ବନ୍ଧୁଗଣ ବର୍ତ୍ତମାନ ରାଧିକା ମଧ୍ୟ ଲକଡାଉନ ରେ ନିଜ କାମ ବନ୍ଧ ଥିବାରୁ ସେ ନିଜ ଗାଁ କୁ ଚାଲି ଯାଇଛନ୍ତି ।

ଏପଟେ ଦର୍ଶକ ମାନେ ନିଜ ମନ ପସନ୍ଦ ର ଅଭିନେତା ତଥା ଅଭିନେତ୍ରୀ ଙ୍କୁ ଟିଭି ପରଦାରେ ଦେଖିବା ପାଇଁ ଉତ୍କଣ୍ଠା ର ସହିତ ଚାହିଁ ବସିଛନ୍ତି । ମାତ୍ର ଦେଖାଯାଉ ସ୍ଥିତି କେବେ କୋହଳ ହେଉଛି ଏବଂ ସମସ୍ତେ କେବେ ନିଜ ମନପସନ୍ଦ ମନୋରଞ୍ଜନ ର ଆନନ୍ଦ ଉଠାଇ ପାରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ, ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *