ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଥିଲେ ତୁରନ୍ତ ବନ୍ଦ ହୋଇଯିବ, କେବଳ 2 ଥର ପିୟନ୍ତୁ ଏହି ପତ୍ରର ରସ- Health Tips

ସାଧାରଣ ମହିଳାଙ୍କ କ୍ଷେତ୍ର ରେ ମାସିକ ଧର୍ମ ହେବା ଓ ରକ୍ତସ୍ରାବ ହେବା ଏକ ସାଧାରଣ କଥା ଅଟେ । କିନ୍ତୁ ମାସିକ ଧର୍ମ ସମୟରେ ଅଧିକ ବ୍ରୀଡିଙ୍ଗ ହେବା ବା ଋତୁସ୍ରାବ ନ ହୋଇ ଅଧିକ ବ୍ରୀଡିଙ୍ଗ ହେବା ଚିନ୍ତାର କାରଣ ହୋଇଥାଏ । ପ୍ରଯୋଜନ ପ୍ରଣାଳୀ ବ୍ୟବତିତ ଏମିତି ଅନେକ କାରଣ ଅଛି ଯେଉଁ କାରଣରୁ ମହିଳାଙ୍କର ରକ୍ତସ୍ରାବ ଅଧିକ ହୋଇଥାଏ । ଯଦି ବିନା କାରଣରେ ରକ୍ତସ୍ରାବ ହେଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଅଧିକ ରକ୍ତସ୍ରାବ ତୁରନ୍ତ ବନ୍ଦ ହୋଇଯିବ । ଏହି ହୋମ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ସିଜୁ ପତ୍ର । ସିଜୁ ପତ୍ର ପ୍ରକୃତିର ମନୁଷ୍ୟ ପାଇଁ ବରଦାନ ଅଟେ । ଏହି ଗଛକୁ ଦେବୀ ମନସା ଭାବେ ଅନେକ ଜାଗାରେ ପୂଜା କରାଯାଏ । ପ୍ରଥମେ ୩୦ରୁ ୪୦ଟି ସିଜୁ ପତ୍ର ନେଇ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ ।

ଏହା ପରେ ଆପଣ ଠାକ ଥାକ କରି ଭଲ ଭାବେ ସଜେଇ ଦିଅନ୍ତୁ । ଏହା ପରେ ସିଜୁ ପତ୍ରକୁ ବାନ୍ଧିବା ପାଇଁ କଦଳୀ ପାଟର ଆବଶ୍ୟାକ ରହିଛି । କଦଳୀ ପାଟ ସହଜରେ ନିଆଁ ଲାଗିବ ନାହି । ଏଥିପାଇଁ ଆପଣ ଗ୍ଯାସ ର ବ୍ୟବହାର କରି ପାରିବେ ନାହି । ଏଥିପାଇଁ ଆପଣ ପ୍ରଥମେ ଚୁଲି ଲଗାଇ ଅଙ୍ଗାର ପ୍ରସ୍ତୁତ କରନ୍ତୁ । ନିଆଁ ଲିଭି ଯାଇଥିବା ଅଙ୍ଗାର ରେ ଆପଣ ସିଜୁ ପାତ୍ର ବନ୍ଧାକୁ ପକାଇ ଦିଅନ୍ତୁ ।

ଏହାକୁ ନିଆଁ ରେ ପକାଇବା ପୂର୍ବରୁ ଦେବୀ ମନସାଙ୍କ ନାମ ସ୍ମରଣ କରି ମୁଣ୍ଡରେ ଲଗାଇ ପକାନ୍ତୁ । ଅଙ୍ଗାର ମଧ୍ୟରେ ଏହାକୁ ଅଳ୍ପ ସମୟ ପକାଇ ରଖିଲେ ଏହା ଭଲ ଭାବେ ସିଝିଯିବ । ଧ୍ୟାନ ରଖିବେ ଏହା ଯେମିତି ନ ଜଳିବ । ମଝିରେ ମଝିରେ ଆପଣ ଏହାକୁ ଓଲଟାଇ ପାରିବେ । ୩ରୁ ୫ ମିନିଟ ଯାଏଁ ଆପଣ ଏହାକୁ ସିଝାଇ ପାରିବେ ।

ଏହା ପରେ ଆପଣ ଓଦା କପଡା ନେଇ ସିଜୁ ପତ୍ରକୁ ରଖି ଏହାର ରସ ବାହାର କରନ୍ତୁ । ଓଦା କପଡା ର ବ୍ୟବହାର ଏଥିପାଇଁ କରାଯିବ କାରଣ ଏଥିରୁ ଗରମ ଗରମ ରସ ବାହାର କରିବାକୁ ହେବ । ରସ ବାହାରିବା ପରେ ଏକ ପାତ୍ର ରେ ଛାଣି ଦିଅନ୍ତୁ । ଏହା ପରେ ଆପଣ ଏହା ଉଷୁମ ଥିବା ଅବସ୍ଥାରେ ସେବନ କରି ପାରିବେ । ଆପଣ ଏହାର ଦିନକୁ ଦୁଇ ରୁ ତିନି ଥର ସେବନ କରି ପାରିବେ ।

ଯଦି ଆପଣଙ୍କର ଅନିୟମିତତା ଋତୁସ୍ରାବ ବା ରକ୍ତସ୍ରାବ ଅଧିକ ହେଉଛି ତେବେ ତୁରନ୍ତ ବନ୍ଦ ହୋଇଯିବ । ଯଦି ଆପଣଙ୍କର ଦୀର୍ଘ ଦିନ ହେବ ଏହି ସମସ୍ଯା ହେଉଛି ତେବେ ଦିନକୁ ଥରେ ୭ ଦିନ ଯାଏଁ ଏହାର ସେବନ କରନ୍ତୁ । ଆପଣଙ୍କର ଏହି ସମସ୍ଯା ସବୁ ଦିନ ପାଇଁ ଭଲ ହୋଜିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *