ଶରୀରରେ 100 ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମର ଅଭାବ ହେବ ନାହିଁ, ବାସ କରନ୍ତୁ ଏହି ଛୋଟ ଘରୋଇ ଉପଚାର- Healthy Tips

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦିନ ସାରା କାମ କରିବା ପରେ ଥକାପଣ ଅନୁଭବ ହୋଇଥାଏ । କିନ୍ତୁ ଏହ ପରେ ମଧ୍ୟ ଯଦି ଥକାପଣ ଦରଜ ଲାଗି ରହୁଛି ତେବେ ତାହାକୁ ହାଲକାରେ ନେବା ଉଚିତ ନୁହେଁ । କାରଣ ଏହା ଶରୀରରେ କ୍ୟାଲସିୟମର ଅଭାବର ଲକ୍ଷଣ ଅଟେ । ଆଜିକାଲି ବୟସ୍କ ବ୍ୟକ୍ତି ନୁହେଁ ବରଂ କମ ବୟସର ପିଲାଙ୍କ ଠାରେ ମଧ୍ୟ କ୍ୟାଲସିୟମର ଅଭାବ ଦେଖା ଯାଉଛି ଯଦିଓ ଆପଣ ଭାବୁଛନ୍ତି ଆପଣଙ୍କ ଶରୀରରେ କେବେ କ୍ୟାଲସିୟମର ଅଭାବ ଦେଖା ଦେବ ନାହି ତାହା ସଂପୂର୍ଣ୍ଣ ଭୁଲ ଅଟେ ।

ଆଜି ଆମେ ଆପଣଙ୍କୁ କ୍ୟାଲସିୟମ ଅଭାବ ନ ହେବା ପାଇଁ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଶରୀରରେ କ୍ୟାଲସିୟମର ଭାବ ହେଲେ ଖରାକୁ ନ ବାହାରି ପାରିବା, ଚୁଟି ଝଡିବା, ଶରୀରରେ ଥକାପଣ, ପିଠି, ଆଁଠୁଗଣ୍ଠିରେ ଦରଜ ହେବା ଭଳି ଲକ୍ଷଣ ଦେଖାଯାଏ । ଏହି ରେମେଡି ପାଇଁ ଆବଶ୍ୟକ ରହିଛି ଧଳା ଖସା ଯାହା ପ୍ରୋଟିନରେ ଭରପୁର ରହିଥାଏ ।

ଏହାର ଗୋଟେ ଚାମଚରେ ୧୦୦ ଗ୍ରାମ କ୍ୟାଲସିୟମ ମିଳିଥାଏ ଯାହା ହାଡର ଦୁର୍ବଳତା ଦୂର କରିବା ସହ ଆଇରନ, ମ୍ୟାଗ୍ନେସିୟମ, ଜିଙ୍କ ଓ ସେଲିନିୟମ ଭଳି ପୋଷକ ତତ୍ତ୍ଵ ମିଳିଥାଏ ଯାହା ମାଂସପେଶୀକୁ ଷ୍ଟ୍ରଙ୍ଗ ରଖିଥାଏ । ଧଳା ଖସା ନେଇ ଏହାର ପାଉଡର ତିଆରି କରନ୍ତୁ ।

ଏହା ପରେ ଆବଶ୍ୟକ ରହିଛି ପେସ୍ତା ବାଦାମ ଯାହା ଆମ ଶରୀର ପାଇଁ ଲାଭଦାୟକ ହେବା ସହ ମଲ୍ଟି ଭିଟାମିନ ଭଳି କାମ କରିଥାଏ । ପେସ୍ତା ବାଦାମକୁ ରାତି ସାରା ଭିଯାଇ ରଖି ଏହାରା ଚୋପା କାଢି ଦିଅନ୍ତୁ । ଏହା ପରେ ଆବଶ୍ୟକ ରହିଛି ଏକ ଗ୍ଳାସ କ୍ଷୀର । ଏହି ଉପାୟ ଦ୍ଵାରା ଥକାପଣ ଲାଗିବ ନାହି । ଆପଣ ଦିନ ସାରା ଫୁର୍ତ୍ତି ଅନୁଭବ କରିବେ ।

ଆପଣ ଏହାର ପ୍ରୟୋଗ କ୍ଷୀର ରେ ପେସ୍ତା ବାଦାମ ପକାଇ ଖାଇ ପାରିବେ । ଏହାକୁ ଦିନକୁ ଦୁଇ ଥର ସେବନ କରିବାକୁ ହେବ । ଏମିତିକି ପେସ୍ତା ବାଦାମକୁ ଖାଇ ସାରି ମଧ୍ୟ କ୍ଷୀର ପିଇ ପାରିବେ । ଏହି ଉପାୟ ଦିନ ସରା ଏମିତି ଶକ୍ତି ଦେବ ଯାହା ପାଇଁ ଥକାପଣ ଅନୁଭବ ହେବ ନାହି । ଏହାର ଲଗାତାର ସେବନ କରିବା ଦ୍ଵାରା ଶରୀରରେ କ୍ୟାଲସିୟମର କମି ହେବ ନାହି ।

ଅନ୍ୟ ଏକ ଉପାୟ ହେଉଛି ସନ୍ଧ୍ୟା ସମୟରେ କରିବାକୁ ହେବ । ଆପଣଙ୍କର କାମ ସାରିବା ପରେ ଏହାର ସେବନ କରିବାକୁ ହେବ । ଏକ ଗ୍ଳାସ ନରମାଲ ପାଣି ରେ ଏକ ଚାମଚ ଖସା ପାଉଡର ମିକ୍ସ କରି ସେବନ କରନ୍ତୁ । ଯଦି ଆପଣଙ୍କ ଶରୀର ରେ ଅଧିକ ଦରଜ ରହୁଛି ତେବେ ଦୁଇ ଚାମଚ ଖସା ପାଉଡର ଆପଣ ନେଇ ପାରିବେ ।

ଆପଣ ଖସା ପାଉଡର ଖାଇ ପାଣି ମଧ୍ୟ ପିଇ ପାରିବେ । ଲଗାତାର ଏହି ଉପାୟକୁ ୩ ଦିନ କରିବା ପରେ ଆପଣ ଅନୁଭବ କରିବେ ଆପଣଙ୍କ ଶରୀର ରେ କ୍ୟାଲସିୟମର ମାତ୍ରା ବଢିବାରେ ଲାଗିବ ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *