Special Report: ସାବଧାନ! ଯଦି ଆପଣ ଜଣେ ଆଣ୍ଡ୍ରଏଡ୍ ୟୁଜର୍, ତେବେ ତୁରନ୍ତ ଆପଣଙ୍କ ମୋବାଇଲରୁ ଏହି ଆପ୍ କୁ କରନ୍ତୁ Delete, ନଚେତ…

ବନ୍ଧୁଗଣ, ଗୁଗୁଲ ପ୍ଲେ ଷ୍ଟୋର ରେ କିଛି ଖ-ତ-ର-ନା-କ ଆପ ରହିଥିବା ନେଇ ସୂଚନା ମିଳିଅଛି । ବନ୍ଧୁଗଣ ଏହାକୁ ନେଇ ନାନା ପ୍ରକାରର ତଥ୍ୟ ସାମ୍ନା କୁ ଆସିଅଛି । ବନ୍ଧୁଗଣ ମିଳିଥିବା ସୂଚନା ଅନୁଯାୟୀ ଏଭଳି କିଛି ଆପ ରହିଅଛି ଯାହା ଆପଣଙ୍କର ଅନେକ ID ର user name ଏବଂ password କୁ ଚୋ-ରୀ କରି ନେଇଥାଏ ।

ବନ୍ଧୁଗଣ ଏହି ଆପ କୁ ୫୦ ଲକ୍ଷ ରୁ ଅଧିକ ଥର ଡା-ଉ-ନ-ଲୋ-ଡ କରାଯାଇ ସାରିଲାଣି । ବନ୍ଧୁଗଣ ଯଦି ଆପଣ ଏହି ଆପ ଗୁଡିକୁ ନିଜ ମୋବାଇଲ ଫୋନ ରେ ଡା-ଉ-ନ-ଲୋ-ଡ କରିଛନ୍ତି ତେବେ ତୁରନ୍ତ ଏହାକୁ ଡି-ଲେ-ଟ କରି ଦିଅନ୍ତୁ । ବନ୍ଧୁଗଣ ଏହି ବି-ପ-ଦ-ପୂ-ର୍ଣ୍ଣ ଆପ କୁ ପ୍ଲେ ଷ୍ଟୋର ରୁ ଡି-ଲେ-ଟ କରିଦେଇଛି ଗୁଗୁଲ । ବନ୍ଧୁଗଣ ଆପଣ ମଧ୍ୟ ଏହି ଆପ ଗୁଡିକୁ ନିଜ ଆଣ୍ଡ୍ରୋଏଟ ଫୋନ ରୁ ତୁରନ୍ତ ଡି-ଲେ-ଟ କରି ଦିଅନ୍ତୁ । ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଭ-ୟା-ନ-କ ଆପ ଗୁଡିକର ନାମ କଣ ଅଟେ ?

ବନ୍ଧୁଗଣ ଏହି ଆପ ଗୁଡିକ ହେଉଛି,- ୧; ହରସ୍କୋପ ଡେଲି, ୨; ପ୍ରୋସେସିଙ୍ଗ ଫଟୋ, ୩; ଆପ ଲକ କିପ, ୪; ରବିସ କ୍ଳିନର, ୫; ହରସ୍କୋପ ପି, ୬; ଆପ ଲକ ମ୍ୟାନେଜର, ୭; ଲକଇଟ ମାଷ୍ଟର, ୮; ଇନୱେଲ ଫିଟନେସ, ଏବଂ ୯; ପିପ ଫଟୋ । ବନ୍ଧୁଗଣ ଯଦି ଏହି ଆପ ଗୁଡିକ ମଧ୍ୟରୁ ଆପଣ ଗୋଟିଏ ମାତ୍ର ଆପ ବ୍ୟବହାର କରୁଛନ୍ତି ତେବେ ଆପଣ ଏହାକୁ ତୁରନ୍ତ ଡି-ଲେ-ଟ କରି ଦିଅନ୍ତୁ ।

ବନ୍ଧୁଗଣ ଯଦି ଆପଣ ଏହାକୁ ତୁରନ୍ତ ଡି-ଲେ-ଟ ନ କରନ୍ତି ତେବେ, ଆପଣଙ୍କର ସମସ୍ତ ବ୍ୟକ୍ତିଗତ ତତ୍ଵ ଚୋ-ରୀ ହେବାର ଅତ୍ୟଧିକ ଭାବରେ ସମ୍ଭାବନା ରହିଅଛି । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା କିଭଳି ଏହି ଆପ ଗୁଡିକ ଆପଣଙ୍କର କ୍ଷ-ତି ପହଞ୍ଚାଇ ପାରିବ ? ବନ୍ଧୁଗଣ ଏହି ଆପ ଖୋଲିଲେ ଏହା user କୁ ଏହା facebook id ଲଗ ଇନ କରିବାକୁ କହିଥାଏ । ବନ୍ଧୁଗଣ ଯଦି ଆପଣ ଏଥିରେ ନିଜର ଫେସବୁକ id ଲଗ ଇନ କରି ଦିଅନ୍ତି ତେବେ, ଥରେ facebook id ଲଗ ଇନ ହୋଇଗଲେ ଏହି ଆପ କୁ ସ୍ପେଶାଲ ସେ-ଟିଂ ମିଳିଯାଇଥାଏ ।

ଏହାପରେ ଏହି ଆପ ଗୁଡିକ ଆପଣଙ୍କ ସମସ୍ତ ଜରୁରୀ ଡାଟା ଚୋ-ରୀ କରି ନେଇଥାନ୍ତି । ଏଣୁ ବନ୍ଧୁଗଣ ଆପଣ ମାନେ ଏହି ଆପ ଗୁଡିକ ତୁରନ୍ତ ଡି-ଲେ-ଟ କରି ଦିଅନ୍ତୁ । ବନ୍ଧୁଗଣ ଆମ୍ଭ ସୁରକ୍ଷା ଆମ୍ଭ ମାନଙ୍କ ନିଜ ହାତରେ ଥାଏ । ଆମେ ମାନେ ଯଦି ଜାଣିଶୁଣି ସମସ୍ତ କାର୍ଯ୍ୟ କୁ ଧ୍ୟାନ ନ ଦେବା ଏହା ଆମ୍ଭର ବହୁଳ ଭାବରେ କ୍ଷ-ତି କରିବାର ସମ୍ଭାବନାକୁ ବଢାଇବାରେ କୌଣସି ପ୍ରକାରର ତ୍ରୁଟି ରଖିବ ନାହିଁ ।

ବନ୍ଧୁଗଣ ଏଣୁ ବେଳ ଥାଉ ଥାଉ ସାବଧାନ ହୋଇ ସଜାଗ ରହିବା ଆବଶ୍ୟକ କାରଣ ଆମ ଅଜାଣତରେ କେତେବେଳେ ଆମ୍ଭର ସମସ୍ତ ଜରୁରୀ ଡାଟା ଚୋ-ରୀ ହୋଇ ତାହା ଆମକୁ ନାନା ପ୍ରକାରର ସମସ୍ୟା ରେ ପକାଇ ପାରିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *