Ollywood ର ଟପ ନାୟିକା Archita ଉପବାସ ରହି ଏମିତି ସାବିତ୍ରୀ ବ୍ରତ ପାଳିଲେ ସ୍ଵାମୀ Sabyasachi ଙ୍କ ପାଇଁ, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରି ର ଚୂଲବୁଲି ନାୟିକା ଅର୍ଚ୍ଚିତାଙ୍କୁ ଆପଣ ମାନେ ପ୍ରାଏ ସମସ୍ତେ ଜାଣିଛନ୍ତି । ବନ୍ଧୁଗଣ ସେ ନିକଟରେ ଓଡିଆ ଇଣ୍ଡଷ୍ଟ୍ରିର ଅଭିନେତା ସବ୍ୟସାଚୀ ଙ୍କୁ ବିବାହ କରିଥିଲେ । ବନ୍ଧୁଗଣ ଦୁହେଁ ଓଡିଆ ଇଣ୍ଡଷ୍ଟ୍ରି ରେ ନୂତନ କରି ପାଦ ଦେଇଥିବା ସମୟରେ ଦୁହି ଜଣଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା ।

ଏହାପରେ କ୍ରମଶ ଦୁହି ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢି ଚାଲିଲା । ଉଭୟ ଆଗକୁ ଯାଇ ପରସ୍ପରର ହାତ ଧରିବେ ବୋଲି ନିସ୍ପତି କରିଲେ । ଏବଂ ଚଳିତ ବର୍ଷ ଦୁହେଁ ସବୁଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ବନ୍ଧୁଗଣ ସବ୍ୟସାଚୀ ଜଣେ ଉତ୍ତମ ଅଭିନେତା ହେବା ସାଙ୍ଗରେ ଜଣେ ସମାଜସେବୀ ମଧ୍ୟ ଅଟନ୍ତି । ଦର୍ଶକବନ୍ଧୁ ଆପଣ ମାନେ ପ୍ରାଏ ସମସ୍ତେ ଜାଣିଥିବେ କୋରୋନା ସମୟରେ ଅନେକ ଗରିବ ଲୋକ ବିଦେଶରେ ଫଶୀ ରହିଥିଲେ । ଏହି ସଂକଟମୟ ସମୟରେ ସବ୍ୟସାଚୀ ସେହି ଗରିବ ଅସହାୟ ଲୋକଙ୍କୁ ସହାୟତା ର ହାତ ବଢାଇ ଦେଇଥିଲେ ।

ସେ ନିଜ ଆଡୁ ଗାଡି ଯୋଗାଡ କରି ବିଦେଶ ରେ ରହିଥିବା ଗରିବ ଲୋକଙ୍କୁ ଓଡିଶା କୁ ଫେରାଇ ଆଣିଦେଇଥିଲେ । ବନ୍ଧୁଗଣ ଆପଣ ମାନେ ପ୍ରାଏ ଏ ସବୁ ସମ୍ବନ୍ଧରେ ଭଲଭାବରେ ପରିଚିତ ଥିବେ । ବନ୍ଧୁଗଣ ଜୁନ ମାସର ୧୦ ତାରିଖରେ ସାବିତ୍ରୀ ବ୍ରତ ବୋଲି ଗଣନା ହୋଇଥିଲା ।

ନୂତନ କରି ବିବାହ କରିଥିବା ଅର୍ଚ୍ଚିତା ଙ୍କ ଏହା ପ୍ରଥମ ବଟ୍ଟ ସାବିତ୍ରୀ ପୂଜା ହୋଇଥିବାରୁ ଏହାକୀ ନେଇ ଅର୍ଚ୍ଚିତାଙ୍କ ମନରେ ବହୁତ ଉତ୍କଣ୍ଠା ପ୍ରକାଶ ପାଇଥିଲା । ବନ୍ଧୁଗଣ ବିବାହ ପରେ ନିଜ ସ୍ଵାମୀ ଙ୍କ ସହିତ ମିଶି ସ୍ମାଇଲ ପ୍ଳିଜ ସମାଜସେବା ସଂଗଠନ ତରଫରୁ ସେ କୋରୋନା ମହାମାରୀ ରେ ସଂକ୍ରମଣ ହୋଇଥିବା ଲୋକଙ୍କ ପାଇଁ ବହୁତ କିଛି ସାହାର୍ଯ୍ୟ କରିଚାଲିଛନ୍ତି ।

 

View this post on Instagram

 

A post shared by SABYASACHI MISHRA (@sabyasachi_actor)

ଏହାପରେ ବଟସାବିତ୍ରୀ ପୂଜା ଭଳି ପବିତ୍ର ତିଥି ଅବସରରେ ଅଭିନେତ୍ରୀ ଅର୍ଚ୍ଚିତା ନିଜ ଶାଶୁଘରେ ମହାସାବିତ୍ରୀ ପୂଜା ପାଳନ କରିଛନ୍ତି । ନୂତନ ଶାଢୀ ପୂଜା ସାମଗ୍ରୀ ଅଳତା ସିନ୍ଦୁର ନାଇ ଏକ ଭାରତୀୟ ଓଡିଆ ଘରର ବୋହୁ ରୂପେ ସେ ନିଜ ଶାଶୁ ନଣନ୍ଦ ଙ୍କ ସହିତ ପୂଜା କରିଛନ୍ତି ।

ସାବିତ୍ରୀ ପୁରାଣ ପଢିବା ସହିତ । ମୁଣ୍ଡରେ ଓଢଣା ଦେଇ ନିଜ ସ୍ଵାମୀ ସବ୍ୟସାଚୀ ଙ୍କ ମଙ୍ଗଳକାମନା କରିଛନ୍ତି । ବନ୍ଧୁଗଣ ସାବିତ୍ରୀ ମାତା ଙ୍କ କଥା ଆପଣ ମାନେ ସମସ୍ତେ ଜାଣିଥିବେ । ସାବିତ୍ରୀ ଯେପରି ସତ୍ୟବାନ ଙ୍କୁ ଯମଙ୍କ ସମ୍ମୁଖରୁ ଛଡେଇ ଆଣିଥିଲେ ।

ଠିକ ସେହିଭଳି ଭାବରେ ଓଡିଆ ଘରର ବୋଧୂମାନେ ମାତା ସାବିତ୍ରୀ ଙ୍କ ସାଦୃଶ୍ୟ ନିଜ ସ୍ଵାମୀଙ୍କର ମଙ୍ଗଳ କାମନା ନିମନ୍ତେ ଭଗବାନ ଙ୍କ ନିକଟେରେ ପୂଜା କରିଥାନ୍ତି । ବନ୍ଧୁଗଣ ଅର୍ଚିତା ଙ୍କ ସାବିତ୍ରୀ ବ୍ରତ ପାଳନ କରୁଥିବା ର ଦୃଶ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *